Latest Odisha News
Browsing Category

ଫିଚର

ଟିଏମସିରେ ଯୋଗ ଦେଲେ ଶତ୍ରୁଘ୍ନ, ଆସନସୋଲରୁ ହେବେ ପ୍ରାର୍ଥୀ

କୋଲକାତା: ବଲିଉଡର ଭେଟେରାନ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ଟିଏମସିରେ ଯୋଗ ଦେଇଛନ୍ତି । ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି । ଏହା ବ୍ୟତୀତ ତାଙ୍କୁ ଆଗାମୀ ଉପ ନିର୍ବାଚନରେ ଆସନସୋଲରୁ ପ୍ରାର୍ଥୀ କରାଯିବ ବୋଲି ମମତା କହିଛନ୍ତି । କଂଗ୍ରେସ, ବିଜେପି ପରେ ଏହି…

ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପୋଲାଣ୍ଡରୁ ହେବ ପରିଚାଳିତ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରୁ ଏଠାରେ ଥିବା ଭାରତୀୟ ଦୂତାବାସକୁ ଅସ୍ଥାୟୀ ଭାବେ ପୋଲାଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଏହା ପରିଚାଳିତ ହେବ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପଶ୍ଚିମ ୟୁକ୍ରେନରେ ସ୍ଥିତି ଧିରେ ଧିରେ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଏହି…

ରୁଷ, ଜର୍ମାନୀ ଆର ପାରିରେ: ଆମେରିକା, ଆଫ୍ରିକା ଜାପାନ ବଂଚିଛନ୍ତି

ପାଟନା:ବିହାର ଚମ୍ପାରଣ ଜିଲ୍ଲାରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ ପ୍ରତ୍ୟେକ ଦିନ ୫ଟି ବଡ ଦେଶଙ୍କ ସମ୍ପର୍କରେ ଆଲୋଚନା ହୋଇଥାଏ । କିଛି ବୁଝିପାରିଲେ ବୋଧେ.... ଆସନ୍ତୁ ଜାଣିବା ଏ ସମ୍ପର୍କରେ । ଏହି ଗ୍ରାମରେ ଏକ ପରିବାରର ୫ ଭାଇଙ୍କ ନାମ ତାଙ୍କ ବାପା ରୁଷ, ଜର୍ମାନୀ, ଆମେରିକା, ଆଫ୍ରିକା…

ଦି କଶ୍ମୀର ଫାଇଲ୍ସ: ବିବେକ, ଅନୁପମଙ୍କ ଯୋଡି ଲୁଟି ନେଲେ ପ୍ରଶଂସକଙ୍କ ମନ

ମୁମ୍ବାଇ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଦି କଶ୍ମୀର ଫାଇଲ୍ସ ଫିଲ୍ମ ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଛନ୍ତି । ଅନୁପମ ଖେର ଓ ମିଥୁନ ଚକ୍ରବର୍ତିଙ୍କ ଅଭିନୟ ଆଖିରୁ ଲୁହ ବନ୍ଦ କରୁନି । କଶ୍ମୀର ପଣ୍ଡିତଙ୍କ ଊପରେ ୯୦ ଦଶକରେ ହୋଇଥିବା ଅମାନୁଷିକ ଅତ୍ୟାଚାର କାହାଣୀ ପରଦା ଉପରେ…

ଯାତ୍ରା ଦେଖାରୁ ଶେଷଯାତ୍ରା: ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ

ସୋର(ବାଲେଶ୍ୱର): ଯାତ୍ରା ଦେଖି ଯିବା ବାଟରେ ଛକିଥିଲା ମୃତ୍ୟୁ । ଯାତ୍ରା ଦେଖାରୁ ଶେଷ ଯାତ୍ରା । ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ନିକଟ କାନପୁର ଛକ ନିକଟରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ…

ଯୁଦ୍ଧରେ ମଲେଣି ରୁଷର ୧୨ ହଜାର ସୈନ୍ୟ, ୟୁକ୍ରେନ୍ ୧୩ ଶହ ନିହତ

ଓଡ଼ିସା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ ପାଇଁ ବଢୁଛି ରୁଷ୍ ସେନା । କିଭରେ ଶୁଭୁଛି ରେଡ୍ ସାଇରନ୍ । ରାଜଧାନୀଠାରୁ ଆଉ ୨୫ କିଲୋମିଟର ଦୂରରେ ରହିଛି ପୁଟିନ୍ ସେନା । ତିନି ପଟରୁ ଘେରୁଛନ୍ତି । ସୁମି, ଚେର୍ଣ୍ଣିହିଭ୍ ଓ ବେଲାରୁଷ ପଟରୁ ଘେରି ରହିଛନ୍ତି । ଟ୍ୟାଙ୍କ ଯୋଗେ ଘନ…

ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ଓ ୟୁକ୍ରେନ୍ ଭିତରେ ୧୮ ଦିନ ହେବ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଘମାଘୋଟ ଲଢ଼େଇ ଚାଲିଛି . ଆକାଶରୁ ମିସାଇଲ୍ ଓ ରକେଟ୍ ଖସୁଛି । ଜନବସତି ବି ଧ୍ୱଂସସ୍ତୁପ ପାଲଟିଲାଣି । ବଡ଼ ବଡ଼ ଅଟ୍ଟାଳିକା ଖଣ୍ଡ…

ଦୁଇ ଦିନରେ ତାତିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ତାତି । ଆଗାମୀ ଦୁଇ ଦିନରେ ଆହୁରି ବଢ଼ିବ । ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ମାର୍ଚ୍ଚରୁ କଲବଲ କରିବ ଖରା । ଏବେ ଦିନର ତାପମାତ୍ରା ୩୭ ଡିଗ୍ରୀ ରହୁଥିବା ବେଳେ ୧୫ ତାରିଖରୁ ୪୦ ଡିଗ୍ରୀ ଛୁଇଁପାରେ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ…

ଗଞ୍ଜେଇ ଚୋରା ଚାଲାଣରେ ପୋଲିସ: ଏଏସଆଇ ସମେତ ୪ ଗିରଫ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣରେ ପୋଲିସ କରୁଥିଲା ସହଯୋଗ । ଗଞ୍ଜେଇ ଚାଲାଣରେ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ପୋଲିସ ଏଏସଆଇ ଗିରଫ । ମାଲକାନଗିରି ଜିଲ୍ଲା ମାଥିଲି ଅଧିନ କର୍ତ୍ତନପାଲ୍ଲୀରେ କାର୍ଯ୍ୟରତ ଏଏସଆଇ ଜୟଦାଶ ଖରା ଗିରଫ ହୋଇଛନ୍ତି । ତାଙ୍କ ସହ ଆଉ ୩ ଗଞ୍ଜେଇ ମାଫିଆ ବି ଗିରଫ…

ସୌଦି ଆରବରେ ଗୋଟିଏ ଦିନରେ ଦିଆଗଲା ୮୧ଜଣଙ୍କୁ ମୃତ୍ୟୁଦଣ୍ଡ

ରିୟାଦ: ବିଭିନ୍ନ ଅପରାଧରେ ଜଡିତ ଥିବା ୮୧ଜଣଙ୍କୁ ଆଜି ସୌଦି ଆରବ ସରକାରଙ୍କ ପକ୍ଷରୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏମାନେ ସମସ୍ତେ ଦୁଷ୍କର୍ମ, ହତ୍ୟା, ପୂଜାସ୍ଥଳ ଉପରେ ଆକ୍ରମଣ ଓ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । କେତେକ ୟମନ ବାସିନ୍ଦାଙ୍କୁ…