Latest Odisha News

BREAKING NEWS

Browsing Category

ଫିଚର

ବାହା ହେବା ପାଇଁ କାର୍ତିକଙ୍କୁ ୨୦ କୋଟି ଟଙ୍କାର ଅଫର !

ମୁମ୍ବାଇ: ବଲିଉଡର ଉଦୀୟମାନ ଏବଂ ଲୋକପ୍ରିୟ କଳାକାର କାର୍ତିକ ଆର୍ଯ୍ୟନଙ୍କୁ ତାଙ୍କର ଏକ ମହିଳା ପ୍ରଶଂସିକା ବାହା ହେବା ପାଇଁ ୨୦ କୋଟି ଟଙ୍କାର ଅଫର ଦେଇଛନ୍ତି । ଏହାର ଉତରରେ କାର୍ତିକ ଲେଖିଛନ୍ତି କେବେ ? ଏହା ପରେ ପ୍ରଶଂସିକା ଜଣଙ୍କ ହସର ଇମୋଜି ଶେୟାର କରିଛନ୍ତି । କାର୍ତିକ ଏକ…

ବାହାଘରରେ ପିନ୍ଧିଥିବା ଶାଢ଼ୀ ବି ଫେରାଇବେ ସାମନ୍ଥା !

ମୁମ୍ବାଇ: ଦକ୍ଷିଣ ଭାରତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ଗତ ବର୍ଷ ଅକ୍ଟୋବରରେ ଘଟିଥିଲା । ସାମନ୍ଥା ବିବାହ ଏବଂ ନାଗା ଚୈତନ୍ୟଙ୍କ ପରିବାର ସହ ଜଡିତ ସମସ୍ତ ସାମଗ୍ରୀ ଫେରାଇବାରେ ଲାଗିଛନ୍ତି । ଏପରିକି ପ୍ରକାଶିତ ରିପୋର୍ଟ ଅନୁସାରେ ବିବାହ ଦିନ ସେ…

ମହିଳା ବିଶ୍ୱକପ କ୍ରିକେଟ: ବେକାର ଗଲା ହରମନପ୍ରୀତଙ୍କ ବ୍ୟାଟିଂ, ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଚାଲିଥିବା ମହିଳା ବିଶ୍ୱକପ କ୍ରିକେଟରେ ହରମନପ୍ରୀତ କୌରଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ୱେ ଭାରତ ୬୨ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଛି । ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହା ଓଭରାଲ ୧୦ମ ପରାଜୟ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୯…

ମେଲବୋର୍ଣ୍ଣରେ ହେବ ୱାର୍ଣ୍ଣେଙ୍କ ଅନ୍ତିମ ସଂସ୍କାର, ଉପସ୍ଥିତ ହେବ ୧ ଲକ୍ଷ ଲୋକ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ଶେନ ୱାର୍ଣ୍ଣେଙ୍କ ପାର୍ଥୀବ ଶରୀରକୁ ଅଷ୍ଟ୍ରେଲିଆ ଅଣାଯାଉଛି । ଥାଇଲାଣ୍ଡର କୋହ ଦ୍ୱୀପରୁ ପ୍ରଥମେ ସୁରତ ଥାନୀ ଏବଂ ପରେ ବ୍ୟାଙ୍କକ ଅଣାଯାଇଥିଲା । ମେଲବୋର୍ଣ୍ଣରେ ହେବାକୁ ଥିବା ୱାର୍ଣ୍ଣେଙ୍କ ଅନ୍ତିମ ସଂସ୍କାରରେ ୧ ଲକ୍ଷରୁ ଅଧିକ ବ୍ୟକ୍ତି…

ରୁଷର ରକେଟ୍ ମାଡ଼ରେ ୟୁକ୍ରେନର ଶିଶୁ ହସ୍ପିଟାଲ ଛାରଖାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ-ୟୁକ୍ରେନ୍ ଯୁଦ୍ଧ ଜୋରଦାର ହେଉଛି । ଗୋଟିଏ ପରେ ଗୋଟିଏ ସହରରେ ରୁଷ୍ ସେନା ଚଳାଇଛି ଆତଙ୍କରାଜ । ମାରିୟୁପୁଲର ଗୋଟିଏ ଶିଶୁ ହସ୍ପିଟାଲରେ ରକେଟ୍ ମାଡ଼ କରୁଛି ରୁଷ୍ ସେନା । ଏଥିରେ ହସ୍ପିଟାଲ ଛାରଖାର ହୋଇଛି । ପିଲାଙ୍କ ହସ୍ପିଟାଲ ଓ ପ୍ରସୂତୀ କେନ୍ଦ୍ରକୁ ଉଡ଼ାଇ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଚରଣଜିତ ସିଂହ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବରେ ବଦଳିବ କ୍ଷମତା । କଂଗ୍ରେସ ହାତରୁ ଖସିବ ଶାସନ ଡୋରି । ଚଳିତ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ଅଭିମୁଖେ ଅଗ୍ରସର ହେଉଛି । ପଞ୍ଜାବରେ ଏଥର ଆପ୍ ସରକାର । ବର୍ତ୍ତମାନ ସୁଦ୍ଧା ଗଣତିରେ ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଆପ୍ ପ୍ରାର୍ଥୀ ୮୯…

ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଇବ ନାହିଁ ଜର୍ମାନୀ

ବର୍ଲିନ: ରୁଷ ବିପକ୍ଷ ଯୁଦ୍ଧରେ ୟୁକ୍ରେନକୁ ଆଜି ପୁଣି ଆଉ ଏକ ଝଟକା ଲାଗିଛି । ବର୍ତମାନ ପରିସ୍ଥିତିରେ ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଯାଇ ପାରିବ ନାହିଁ ଜର୍ମାନୀ କହିଛି । ପୂର୍ବରୁ ପୋଲାଣ୍ଡର ପ୍ରସ୍ତାବକୁ ଆମେରିକା ମନା କରିବାରୁ ଆମେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛୁ ବୋଲି ଜର୍ମାନୀ…

ସ୍ୱୟମ୍ବର ପାଇଁ ମିକା ନେଇଛନ୍ତି ୫୦ କୋଟି !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂଙ୍କ ସ୍ୱୟମ୍ବର ଏବେ ପ୍ରଶଂସକ ମହଲରେ ଚର୍ଚ୍ଚାର କାରଣ ସାଜିଛି । ରିପୋର୍ଟ ମୁତାବକ ମିକା ଏହି କାର୍ଯ୍ୟକ୍ରମ ପାଇଁ ୫୦ କୋଟି ଟଙ୍କା ନେଇଛନ୍ତି । ଅବଶ୍ୟ ଏ ନେଇ ଶୋର ନିର୍ମାତା କିମ୍ବା ମିକାଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ ।…

ଅବସର ଘୋଷଣା କଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପକ୍ଷରୁ ୨୭ ଟେଷ୍ଟ, ୫୩ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଥିବା ଶ୍ରୀସନ୍ଥଙ୍କ କ୍ୟାରିୟରର ଏଥିସହ ସମାପ୍ତି ଘଟିଛି । ଏହା ମୋ ଜୀବନର ସବୁଠାରୁ କଷ୍ଟଦାୟ…

ଦେବେନ୍ଦ୍ର ଫଡନାଭିିସଙ୍କୁ ଅଟକ ରଖିଲା ମହାରାଷ୍ଟ୍ର ପୋଲିସ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖିଛି । ଏନସିପି ନେତା ନୱାବ ମଲିକଙ୍କ ଇସ୍ତଫା ଦାବୀରେ ଆଜାଦ ମୈଦାନରୁ ବିଜେପି ପକ୍ଷରୁ ଫଡନାଭିସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା । ପୋଲିସ ସେମାନଙ୍କୁ ମେଟ୍ରୋ…