Latest Odisha News

BREAKING NEWS

Browsing Category

ଫିଚର

ଏପ୍ରିଲ ୨୯ରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା, ଅଫଲାଇନରେ ଏକଜାମ୍

ଭୁବନେଶ୍ୱର: ଚଳିତ ବର୍ଷ ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା । ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ନିଜ ସ୍କୁଲରେ ପରୀକ୍ଷା ହୋଇ ନ ପାରିଲେ ନିକଟତମ ସ୍କୁଲରେ ହେବ ପରୀକ୍ଷା ।…

ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ । ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ ।…

ମହାନଦୀକୁ ଡେଇଁଲେ ଯୁବକ

କଟକ: ମହାନଦୀକୁ ଡେଇଁଲେ ଯୁବକ । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ସିଧାମଳା ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଯୁବକଙ୍କୁ ୨୫ ବର୍ଷ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସକାଳ ପ୍ରାୟ ୯ଟା ବେଳେ ଯୁବକ…

ଆଉ କିଛି ସମୟ ପରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଉ କିଛି ସମୟ ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଦିନ ୧୨ଟାରେ ସେ ପ୍ରେମସିଟରେ ସୂଚନା ଦେବେ । କଣ କହିବେ ମୁଖ୍ୟ ଶାସନ ସଚିବ ତାଉପରେ ସମସ୍ତଙ୍କର ନଜର ରହିଛି । ଏବେ ରାଜ୍ୟରେ କୋଭିଡ୍ ସଂକ୍ରମଣ…

ସାମାନ୍ୟ ମାଛଧରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମୃତ

ଯାଜପୁର: ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଚଷାଖଣ୍ଡ ଗାଁର ଧୀରେନ୍ଦ୍ର ଜେନା । ଅଭିଯୋଗ ଅନୁସାରେ, କିଛି ଦିନ ତଳେ ମାଛଧରାକୁ କେନ୍ଦ୍ର କରି ଧୀରେନ୍ଦ୍ରଙ୍କର…

କିଏ ଧରିବେ ଉତ୍ତରାଖଣ୍ଡ କମାଣ ? ମୁଖ୍ୟମନ୍ତ୍ରୀ ରେସରେ ଦୁଇ ହେଭିୱେଟଙ୍କ ନାଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରାଖଣ୍ଡରେ ପୁଣି ଥର କ୍ଷମତା ବଜାୟ ରଖିଲା ବିଜେପି । ଦଳ ସରକାରକୁ ଫେରିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ହାରିଗଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବିଜେପିକୁ ଉତ୍ତରାଖଣ୍ଡରେ ବିଜୟୀ କରାଇଲେ । କିନ୍ତୁ ନିଜ୍ ସିଟ୍ ରଖି ପାରିଲେ ନାହିଁ । ଖଟିମା…

ପଞ୍ଜାବରେ ଆପ୍ ସରକାର: କାଲି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲେ ଭଗୱନ୍ତ ମାନ୍

ଚଣ୍ଡିଗଡ଼: ପଞ୍ଜାବ ରାଜନୀତି ଲେଖିଲା ନୂଆ ଇତିହାସ । ଏଥର ପଞ୍ଜାବରେ ଆପ୍ ସରକାର । ଦିଲ୍ଲୀ ପରେ ପଞ୍ଜାବରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିଛି ଆମ୍ ଆଦମୀ ପାର୍ଟି । ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିବ । ମୁଖ୍ୟମନ୍ତ୍ରୀ ଆପର ଭଗୱନ୍ତ ମାନ୍ । ଆସନ୍ତାକାଲି ସେ ପଞ୍ଜାବ ରାଜ୍ୟପାଳ ଭୱରୀଲାଲ…

ହେଭିୱେଟ୍ ଫେଲ୍: ଚନ୍ନି, ସିଦ୍ଧୁ, ଅମରିନ୍ଦର, ବାଦଲ ଓ ଧାମିଙ୍କୁ କିଏ ହରାଇଲେ ଜାଣନ୍ତୁ

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୪ଟି ରାଜ୍ୟରେ ସରକାର ଗଠନ କରିବ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ କ୍ଷମତା ବଜାୟ ରଖିଲା ବିଜେପି । ପଞ୍ଜାବରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିଲା ଆମ୍ ଆଦମୀ ପାର୍ଟି । ଚଳିତ ନିର୍ବାଚନରେ ବହୁ ହେଭିଓ୍ୱେଟ ପରାଜୟର…

ଟାଟା ପାଓ୍ୱାର ଜେନେରାଲ୍ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ୱଲପୁର: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିତରଣକାରୀ ସଂସ୍ଥାର ଜେନେରାଲ୍ ମ୍ୟାନେଜର । ଟାଟା ପାଓ୍ୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିଃର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଝା ମାରିଛି ଭିଜିଲାନ୍ସ । ସମ୍ୱଲପୁର ଓ…

ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ

କୋରାପୁଟ: ଟ୍ରାକରୁ ତଳକୁ ଖସିଲା ମାଲବାହୀ ଟ୍ରେନ୍ । ୬ଟି ବଗି ଲାଇନଚ୍ୟୁତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ପାଡୁଆ ଷ୍ଟେସନର ଭେଜା ନିକଟରେ ମାଲବାହୀ ଟ୍ରେନରେ ୬ଟି ବଗି ଲାଇନଚ୍ୟୁତ ହୋଇଛି । କୋରାପୁଟ ଷ୍ଟେସନଠାରୁ ୨୫ କିଲୋମିଟର ଦୂରରେ ଘଟିଛି ଏହି ଘଟଣା ।…