Latest Odisha News

BREAKING NEWS

Browsing Category

ଫିଚର

ଡାଇନୋସରଙ୍କୁ ବି ଥଣ୍ଡା, କାଶ ହେଉଥିଲା !

ନୂଆଦିଲ୍ଲୀ: ବିଲୁପ୍ତ ପ୍ରାଣୀ ଡାଇନୋସର ନେଇ ବିଭିନ୍ନ ତଥ୍ୟ ଗବେଷକମାନେ ପ୍ରଦାନ କରିବାରେ ଲାଗିଛନ୍ତି । ପୂର୍ବରୁ ଜୀବାଶ୍ମରୁ ହାଡଜନିତ ସମସ୍ୟା ଏବଂ କର୍କଟ ରୋଗ ହେଉଥିବା ଜଣାପଡିଥିଲା । ସାଇଟିଂଫିକ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ଡଲି ନାମକ ଡାଇନୋସର ଥଣ୍ଡାରେ ସଂକ୍ରମିତ ହୋଇଥିଲା…

ଗିରଫ ହେଲେ ସୁନ୍ଦରଗଡ଼ର କୋଟିପତି ଏଡିଏମ୍ ବିଶ୍ୱଜିତ ମହାପାତ୍ର

ସୁନ୍ଦରଗଡ଼: ଅତିରିକ୍ତ ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଦିନର ମାରାଥନ୍ ରେଡ୍ ଓ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । କୋଟିପତି ଏଡିଏମ୍ ଓ ତାଙ୍କ ପତ୍ନୀଙ୍କ…

ପୁଟିନଙ୍କୁ ଚେତେଇଲେ ବାଇଡେନ୍: ୟୁକ୍ରେନ୍ ଆକ୍ରମଣ କଲେ ପରିଣାମ ଭୟାବହ ହେବ

ଓ୍ୱାଶିଂଟନ୍: ୟୁକ୍ରେନ-ରୁଷିଆ ଭିତରେ ଯୁଦ୍ଧ ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି । ୟୁକ୍ରେନ୍ ସଂକଟ ଉପରେ ସାରା ବିଶ୍ୱର ନଜର ରହିଛି । ଯେକୌଣସି ସମୟରେ ରୁଷିଆ ୟୁକ୍ରେନ୍ ଉପରେ ହମଲା କରିପାରେ । ଯଦି ରୁଷିଆ ଆକ୍ରମଣ କଲେ ତେବେ ପରିସ୍ଥିତି ଓ ପରିଣାମ ଭୟାବହ ହେବ । ରୁଷ୍ ରାଷ୍ଟ୍ରପତି…

ରାଜ୍ୟରେ ୧୧ଶହକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ସ୍ଥିର ରହିବା ପରେ ଆଜି ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ଗତ କିଛି ଦିନ ହେବ ପ୍ରତିଦିନ ପାଖାପାଖି ୧୫ ଶହ ସଂକ୍ରମିତ ଚିହ୍ନଟ ହେଉଥିଲେ । ଆଜି ଏହି ସଂଖ୍ୟା ୧୧ଶହକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧୪୮ ଆକ୍ରାନ୍ତ ।…

ରାଜ୍ୟରୁ କରୋନା ନେଲା ଆଉ ୨୨ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବଢୁଛି । ଆଉ ୨୨ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ଅଡିଟ୍ ପ୍ରୋସସେର ଏମାନଙ୍କର କରୋନାର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୮ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।…

୫ ନକଲି ମାଓବାଦୀ ଗିରଫ

ରାୟଗଡ଼ା: ୫ ଜଣ ନକଲି ମାଓବାଦୀ ଗିରଫ । ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରୁ ୪ ଜଣ ଓ ଶେଷଖାଲରୁ ଜଣେ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ମାଓବାଦୀଙ୍କ ନାଁରେ ଗାଡ଼ି ପୋଡିବା ସହ ପୋଷ୍ଟର ଲଗାଇବା ଅଭିଯୋଗରେ ଗିରଫ କରିଛି ପୋଲିସ । ଗତ ଜାନୁଆରୀ ୨୨ରେ ବୁଡ଼ାଗୁଡ଼ା ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଦୁଇ ଦିନ ପରେ କମିବ ଶୀତ, ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ବର୍ଷା

ଭୁବନେଶ୍ୱର: ପୁଣି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ୧୬ ତାରିଖରୁ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଟ୍ରକ-ଭ୍ୟାନ୍ ଧକ୍କାରେ ୪ ମୃତ, ୫ ଗୁରୁତର

ଫୁଲବାଣୀ: ଭୋଜି ଖାଇ ଫେରିବା ବାଟରେ ଛକିଥିଲା ମୃତ୍ୟୁ । ଦୁର୍ଘଟଣା ନେଲା ୪ ଜୀବନ । ଆଉ ୫ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଫୁଲବାଣୀ ସଦର ଥାନା ଲାହାବାଡ଼ିରେ ଭ୍ୟାନ୍‌ ଓ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣାରେ ୪ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଦୁଇ ଜଣ ଶିଶୁ…

ଶିମିଳିପାଳରୁ ବିସ୍ଥାପିତ ହେଲେ ୯ ପରିବାର

ମୟୂରଭଞ୍ଜ : ଜାତୀୟ ଉଦ୍ୟାନ ମାନ୍ୟତା ପାଇବ ଶିମିଳିପାଳ । ଯାହାକୁ ନେଇ ପୂର୍ବରୁ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ବେଳେ, ଏବେ ପୁଣି ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ବସବାସ କରୁଥିବା ପରିବାରଙ୍କୁ ବିସ୍ଥାପିତ କରାଯାଇଛି । ଶିମିଳିପାଳ କୋର ଏରିଆ ଯମୁନାଗଡରେ ରହୁଥିବା ୯ଟି…

ସର୍ବସାଧାରଣଙ୍କ ଲାଗି ଖୋଲିଲା ମୁଗଲ ଗାର୍ଡେନ

ନୂଆଦିଲ୍ଲୀ : ଆଜିଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିଛି ମୁଗଲ ଗାର୍ଡେନ । ଆସନ୍ତା ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ରାଷ୍ଟ୍ରପତି ଭବନ ଅନ୍ତର୍ଗତ ପୁଷ୍ପ ଉଦ୍ୟାନ । ମୁଗଲ ଗାର୍ଡେନକୁ ପ୍ରବେଶ କରିବାକୁ ହେଲେ କେବଳ ଅନଲାଇନ ଜରିଆରେ ଟିକେଟ ବୁକିଂ କରିବାକୁ କୁହାଯାଇଛି । ଚଳିତବର୍ଷର…