Latest Odisha News

BREAKING NEWS

Browsing Category

ଫିଚର

ବିଜେପିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା ଆରପିଏନ ସିଂ

ନୂଆଦିଲ୍ଲୀ: ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ ବିଜେପିରେ ଯୋଗ ଦେଇଛନ୍ତି । କିଛି ଦିନ ତଳେ ସୌମ୍ୟ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ସମାଜବାଦୀ ପାର୍ଟିରେ ମିଶିଥିଲେ । ତାଙ୍କୁ କଡା ଟକ୍କର ଦେବା ପାଇଁ ଆରପିଏନ ସିଂଙ୍କୁ ଦଳରେ…

୪୦ ଫୁଟ ତଳକୁ ଖସିଲା କାର, ବିଜେପି ବିଧାୟକଙ୍କ ପୁଅ ସମେତ ୭ଜଣ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ମହାରାଷ୍ଟ୍ର : ମମ୍ମନ୍ତୁଦ ଦୁର୍ଘଟଣା ନେଲା ଛାତ୍ରଙ୍କ ଜୀବନ । ମହାରାଷ୍ଟ୍ରର ୱାର୍ଦ୍ଧା ପାଖ ଜାତୀୟ ରାଜପଥ ତୁଲଜାପୁର ସେଲସୁରାରେ ଭୟାବହ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଏତେ ଭୟଙ୍କ ଥିଲା ଯେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲାଙ୍କ ପୁଅଙ୍କ ସମେତ ମେଡିକାଲ କଲେଜର ୭ ଜଣ ଛାତ୍ରଙ୍କ…

ୟୁପି ନିର୍ବାଚନ: ବିଜେପି ବାଟିଂବ ୨ ଲକ୍ଷ ଶାଢ଼ୀ

ଲକ୍ଷ୍ନୌ: ୟୁପି ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି । ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି୨ ଲକ୍ଷ ଶାଢ଼ୀ ବାଂଟିବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ରହିବ । ଏହା ସହିତ ଜୋ ରାମ କୋ ଲାୟେ ହମ…

ଗମ୍ଭୀରଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଓ ବିଜେପି ଏମପି ଗୌତମ ଗମ୍ଭୀର କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ ସାଇଟରେ ସେ ଏ ନେଇ ସୂଚନା ଦେଇଥିଲେ । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ସେ ନିଜର କୋଭିଡ ୧୯ ଟେଷ୍ଟ କରାଇଥିଲେ, ଯାହାକି ପଜିଟିଭ ଆସିଛି । ମୁଁ ସୁସ୍ଥ ଅଛି ଏବଂ…

[ଭିଡିଓ] ଚର୍ଚ୍ଚାରେ କଟକ ପୁଅ, ସ୍କ୍ରାପ୍ ମ୍ୟାଟେରିଆଲରୁ ନିର୍ମାଣ କଲେ ସ୍ପୋର୍ଟସ୍ କାର୍

କଟକ: ଚର୍ଚ୍ଚାରେ କଟକ ପୁଅ ସୁଶାନ୍ତ ରାଉତ । ଜଣେ ବାଣିଜ୍ୟ ବିଭାଗର ଛାତ୍ର ହୋଇଥିଲେ ହେଁ ନିଶା ତାଙ୍କର କାର ନିର୍ମାଣ କରିବା । ହେଲେ କୌଣସି କମ୍ପାନୀ କିମ୍ବା ଗ୍ୟାରେଜ ସହ ସେ ଜଡିତ ନୁହେଁ । ବରଂ ସ୍କ୍ରାପ୍ ମ୍ୟାଟେରିଆଲରୁ ସେ ଏକ ସ୍ପୋର୍ଟସ୍ କାର୍ ପ୍ରସ୍ତୁତ କରି ଚର୍ଚ୍ଚା ସାଉଣ୍ଟିଛନ୍ତି…

ଯୁବକଙ୍କ ଉପରେ ଚଢ଼ିଗଲା ହାଇୱା, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥରେ ଅଭାବନୀୟ ଘଟଣା । ବଡଝରା ନିକଟରେ ଯୁବକଙ୍କ ଉପରେ ଚଢ଼ିଗଲା ହାଇୱା ଟ୍ରକ । ଫଳରେ ପରଜଙ୍ଗ ଥାନା ବଡଝରା ଗାଁର ପ୍ରଫୁଲ୍ଲ ପଣ୍ଡା ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗୁରତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର…

ମାଲକାନଗିରିରେ ପଣ୍ଡ ହେଲା ନକ୍ସଲଙ୍କ ଷଡଯନ୍ତ୍ର, ଲ୍ୟାଣ୍ଡମାଇନ ଜବତ କଲେ ବିଏସଏଫ ଯବାନ

ମାଲକାନଗିରି : ମାଲକାନଗିରିରେ ପଣ୍ଡ ହେଲା ନକ୍ସଲଙ୍କ ଷଡଯନ୍ତ୍ର । ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଲଗାଇଥିବା ଲ୍ୟାଣ୍ଡମାଇନକୁ ଜବତ କରିଛନ୍ତି ବିଏସଏଫ ଯବାନ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ସଦାରାମ, ସନ୍ୟାସୀଗୁଡା ଓ ତୋଟାଗୁଡା ଗାଁ ନିକଟସ୍ଥ ପାହାଡର ଉପରେ…

ଆଇପିଏଲ: ଲକ୍ଷ୍ନୌ ଫ୍ରାଂଚାଇଜ ଘୋଷଣା କଲା ଟିମର ଅଫିସିଆଲ ନାମ

ଲକ୍ଷ୍ନୌ: ଆଇପିଏଲ ୨୦୨୨ ସଂସ୍କରଣରେ ସାମିଲ ହୋଇଥିବା ଲକ୍ଷ୍ନୌ ଫ୍ରାଂଚାଇଜ ସୋମବାର ଏହାର ଟିମର ନାମକରଣ କରିଛି । ଏହାର ନାମ ଲକ୍ଷ୍ନୌ ସୁପର ଜ୍ୟାଂଟସ ରଖାଯାଇଛି । ଅଫିସିଆଲ ଭାବେ ଫ୍ରାଂଚାଇଜ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହାର ମାଲିକ ଗୋୟନକା ଗ୍ରୁପ ୨୦୧୭ରେ  ପୁଣେ ଫ୍ରାଂଚାଇଜକୁ…

ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ସୁପାରିଶ କରିଥିଲେ ପାକ ପିଏମ ଇମ୍ରାନ !

ଚଣ୍ଡୀଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ନଭଜୋତ ସିଂ ସିନ୍ଧୁଙ୍କୁ ନେଇ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ସିଦ୍ଧୁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ…

ଉଦ୍ଧବ ଠାକରେଙ୍କ ବିସ୍ଫୋରକ ବୟାନ, ବିଜେପି ସହ ମେଣ୍ଟ କରି ବରବାଦ ହୋଇି ୨୫ ବର୍ଷ

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ହଟଚମଟ । କାରଣ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନ ଏବେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି । ବିଜେପି ସହ ମେଣ୍ଟ କରି ୨୫ ବର୍ଷ ବରବାଦ ହୋଇଗଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଶିବସେନା ସୁପ୍ରିମୋଙ୍କ ଏହି ବୟାନ ଜାତୀୟ ସ୍ତରରେ…