Latest Odisha News

BREAKING NEWS

Browsing Category

ଫିଚର

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ପକ୍ଷରୁ ଦିଆଯାଉଥିବା ପ୍ରତିଶ୍ରୁତିକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଉଥିବା ଶସ୍ତା ପ୍ରତିଶ୍ରୁତିକୁ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ । ଏନେଇ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନରେ ବିଜୟୀ ହେବା ଲାଗି ବିଭିନ୍ନ ରାଜନୈତିକ ଦଳ…

ସାଂସଦ ଜୁଏଲ ଓରାମଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା

ସୁନ୍ଦରଗଡ଼ : ବଢ଼ିଲା ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ଅଡୁଆ । ମହିଳାଙ୍କ ଅଭିଯୋଗ ଆଧାରରେ ଝିରପାଣି ଥାନାରେ ଜୁଏଲ୍‌ ଓରାମଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଜୁଏଲ୍‌ଙ୍କ ବିରୋଧରେ ଦଫା ୨୯୪, ୫୦୯ରେ ମାମଲା ରୁଜୁ ହୋଇଛି । ଅପଶବ୍ଦ ବ୍ୟବହାର ପାଇଁ ଦଫା ୨୯୪ ଓ ମହିଳାଙ୍କ…

ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ : ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ । ଏଥିପାଇଁ କଡ଼ା ସୁରକ୍ଷା ବଳୟରେ ରହିଛି ରାଜଧାନୀ ଦିଲ୍ଲୀ । ସବୁସ୍ତରରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରେଡରେ ଭାଗ ନେବାକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ରାଜପଥ ଓ ଅନ୍ୟ ସମସ୍ତ ମାର୍ଗରେ ବ୍ୟାପକ ଫୋର୍ସ ମୁତୟନ…

ଅତରଙ୍ଗୀ ରେ ପରେ ଧନୁଷଙ୍କ ହାତରେ ଆଉ ୨ ବଲିଉଡ ଫିଲ୍ମ

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ଧନୁଷଙ୍କ ଲୋକପ୍ରିୟତା ବଲିଉଡରେ ବଢ଼ିବାରେ ଲାଗିଛି । ଆନନ୍ଦ ଏଲ ରାୟଙ୍କ ଅତରଙ୍ଗୀ ରେ ପରେ ଧନୁଷ ଏବେ ବଲିଉଡର ୨ଟି ମେଗା ବଜେଟ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ତାଙ୍କ ପ୍ରିୟ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ଆଉ ଏକ ଫିଲ୍ମ ରହିଛି । ପୂର୍ବରୁ ଉଭୟ…

ହଲିଉଡ ଅଭିନେତା ରିଚାର୍ଡଙ୍କ ବିବାଦୀୟ ଚୁମ୍ବନ: ଶିଳ୍ପାଙ୍କୁ ପୀଡିତା ଆଖ୍ୟା ଦେଲେ ମୁମ୍ବାଇ କୋର୍ଟ

ମୁମ୍ବାଇ: ୨୦୦୭ରେ ହଲିଉଡ ଅଭିନେତା ରିଚାର୍ଡ ଗେରେ ଏକ ଏଡସ ସଚେତନତା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବଳପୂର୍ବକ ଚୁମ୍ବନ ଦେଇଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତ ସୃଷ୍ଟି ହୋଇଥିଲା । ଦେଶବ୍ୟାପି ଏହାକୁ ବିରୋଧ କରାଯାଇଥିଲା । ଶିଳ୍ପା କାହିଁକି ବିରୋଧ କଲେ…

ଓଡିଶାରୁ ତିନିଜଣଙ୍କୁ ମିଳିବ ପଦ୍ମ ସମ୍ମାନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ତିନିଜଣ ଓଡିଆଙ୍କୁ ମିଳିବ ପଦ୍ମ ସମ୍ମାନ । ଏହି ତାଲିକାରେ ରହିଛନ୍ତି ପାରାଲିମ୍ପିଆନ୍ ପ୍ରମୋଦ ଭଗତ, ଭାରତୀୟ ହକି ତାରକା ଅମିତ୍ ରୋହିଦାସ୍ ଓ ପ୍ରଖ୍ୟାତ ମୂର୍ତ୍ତୀକାର ତଥା ଶିଳ୍ପୀ ଅଦ୍ୱିତ ଗଡନାୟକ । ବିଶ୍ୱସ୍ତ ସୁତ୍ରରୁ ଏହି ସୂଚନା ଓଡିଶା…

ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିବା ଷ୍ଟାର ଆଥଲେଟ ନୀରଜ ଚୋପ୍ରାଙ୍କୁ ଆଉ ଏକ ବଡ ସମ୍ମାନ ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସ ଅବସରରେ ନୀରଜଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯିବ । ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି…

ବିଜେପିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା ଆରପିଏନ ସିଂ

ନୂଆଦିଲ୍ଲୀ: ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ ବିଜେପିରେ ଯୋଗ ଦେଇଛନ୍ତି । କିଛି ଦିନ ତଳେ ସୌମ୍ୟ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ସମାଜବାଦୀ ପାର୍ଟିରେ ମିଶିଥିଲେ । ତାଙ୍କୁ କଡା ଟକ୍କର ଦେବା ପାଇଁ ଆରପିଏନ ସିଂଙ୍କୁ ଦଳରେ…

୪୦ ଫୁଟ ତଳକୁ ଖସିଲା କାର, ବିଜେପି ବିଧାୟକଙ୍କ ପୁଅ ସମେତ ୭ଜଣ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ମହାରାଷ୍ଟ୍ର : ମମ୍ମନ୍ତୁଦ ଦୁର୍ଘଟଣା ନେଲା ଛାତ୍ରଙ୍କ ଜୀବନ । ମହାରାଷ୍ଟ୍ରର ୱାର୍ଦ୍ଧା ପାଖ ଜାତୀୟ ରାଜପଥ ତୁଲଜାପୁର ସେଲସୁରାରେ ଭୟାବହ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଏତେ ଭୟଙ୍କ ଥିଲା ଯେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲାଙ୍କ ପୁଅଙ୍କ ସମେତ ମେଡିକାଲ କଲେଜର ୭ ଜଣ ଛାତ୍ରଙ୍କ…

ୟୁପି ନିର୍ବାଚନ: ବିଜେପି ବାଟିଂବ ୨ ଲକ୍ଷ ଶାଢ଼ୀ

ଲକ୍ଷ୍ନୌ: ୟୁପି ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି । ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି୨ ଲକ୍ଷ ଶାଢ଼ୀ ବାଂଟିବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ରହିବ । ଏହା ସହିତ ଜୋ ରାମ କୋ ଲାୟେ ହମ…