Latest Odisha News

BREAKING NEWS

Browsing Category

ଫିଚର

ଚୀନ ଯିବାକୁ ଥିବା ୪୪ଟି ବିମାନକୁ ରଦ୍ଦ କଲା ଆମେରିକା

ଓ୍ବାସିଙ୍ଗଟନ୍ : ପୁଣି ବିଶ୍ବର ଦୁଇ ସୁପରପାଓ୍ବାରଙ୍କ ମଧ୍ୟରେ ଘନେଇଲା ବିବାଦ । ଚୀନ ଯିବାକୁ ଥିବା ୪୪ଟି ବିମାନକୁ ରଦ୍ଦ କରିଛି ଆମେରିକା । କୋଭିଡ ନିୟମ ଅନୁସାରେ ଆମେରିକାର ବିମାନ ଉପରେ ଚୀନ କଟକଣା ଜାରି କରିବା ପରେ ଯେସାକୁ ତେସା ନୀତିରେ ଆମେରିକା ଏଭଳି ପଦକ୍ଷେପ ନେଇଛି । ବିଦେଶରୁ…

ସାଧାରଣତନ୍ତ୍ର ଦିବସ ପାଇଁ ବନ୍ଦ ହେଲା ଐତିହାସିକ ଲାଲକିଲ୍ଲା

ନୂଆଦିଲ୍ଲୀ : ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆଜିଠାରୁ ବନ୍ଦ ହୋଇଛି ଦିଲ୍ଲୀର ଐତିହାସିକ ଲାଲକିଲ୍ଲା । ଆସନ୍ତା ୨୬ ତାରିଖ ଯାଏ ଲାଲକିଲ୍ଲା ଭିତରକୁ ଯାଇପାରିବେ ନାହିଁ ସାଧାରଣ ନାଗରିକ ଓ ପର୍ଯ୍ୟଟକ । ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛି ଦିଲ୍ଲୀ ପୋଲିସ । ଦିଲ୍ଲୀର…

ବ୍ରିଟେନରେ ଠାବ ହେଲା ଓମିକ୍ରନର ନୂଆ ଭାରିଆଣ୍ଟ

ବ୍ରିଟେନ୍ : ବ୍ରିଟେନରେ ଠାବ ହୋଇଛି ଓମିକ୍ରନର ନୂଆ ଭାରିଆଣ୍ଟ । ଏହାକୁ ନେଇ ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସି ପକ୍ଷରୁ ଚିନ୍ତା ପ୍ରକଟ ହୋଇଛି । ଏହି ନୂଆ ଭାରିଆଣ୍ଟର ନାଁ BA.2 ରଖାଯାଇଛି । ଏହି ନୂଆ ଭୂତାଣୁ ସମ୍ପର୍କରେ ଗବେଷଣା ଜାରି ରହିଛି ଏବଂ ଏହାକୁ ଭାରିଆଣ୍ଟ ଅଫ…

ଆଖିରୁ ଜଣାପଡିବ କେବେ ହେବ ମୃତ୍ୟୁ !

ଭୁବନେଶ୍ୱର: ମଣିଷର ଆଖି ବହୁତ କିଛି କହିଥାଏ । ଏବେ ଏହାକୁ ଦେଖି ମଣିଷର ମୃତ୍ୟୁ କେବେ ହେବ ତାହା ଆକଳନ କରାଯାଇ ପାରିବ ବୋଲି ଜଣାପଡିଛି । ଇଂଲଣ୍ଡର ଏକ ବୈଜ୍ଞାନିକ ଏ ଭଳି ଏକ ଗବେଷଣା କରିଛନ୍ତି ଯେ, ଆଖିର ରେଟିନାକୁ ଦେଖି ମୃତ୍ୟୁର ପ୍ରକୃତ ସମୟ ଜଣାଯାଇ ପାରିବ । ସ୍ୱାସ୍ଥ୍ୟ ଅବସ୍ଥା ଆକଳନ…

ସୋରୋ ବସ୍ ଦୁର୍ଘଟଣା ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର : ବାଲେଶ୍ବର ସୋରରେ ମର୍ମନ୍ତୁଦ ଦୁର୍ଘଟଣା । ୧୬ନଂ ଜାତୀୟ ରାଜପଥର ବିଦୁ ଛକ ନିକଟରେ ବସକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଆହତ ହୋଇଥିବା ୮ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ…

ବାଲେଶ୍ବରରେ ବସକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ୮ ମୃତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ଘଟିଛି ଏକ ବଡ଼ ଧରଣର ଦୁର୍ଘଟଣା । ସୋର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ବିଦୁ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଘରୋଇ ବସ । ମର୍ମନ୍ତୁଦ ବସ ଦୁର୍ଘଟଣାରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ…

ମୁମ୍ବାଇରେ ହୋଇପାରେ ଆଇପିଏଲର ୨୦୨୨ ସଂସ୍କରଣ !

ମୁମ୍ବାଇ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଏଥର ଘରୋଇ ପରିବେଶରେ ଆଇପିଏଲ ଆୟୋଜନ ହେବ ବୋଲି ସୂଚନା ଦେଇଛି । ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୨ ସଂସ୍କରଣ ମୁମ୍ବାଇରେ ହେବ ବୋଲି ଜଣାପଡିଛି । ବିସିସିଆଇର ଜନୈକ ଅଧିକାରୀ ତାଙ୍କ ନାମ ପ୍ରକାଶ ନ କରି ଏହା ଏଏନଆଇକୁ…

ନିଲାମ ହେବ ଦୁନିଆର ସବୁଠାରୁ ବଡ କଳା ହୀରା

ଭୁବନେଶ୍ୱର: ଦୁନିଆର ସବୁଠାରୁ ବଡ କଳା ହୀରାର ନିଲାମ ହେବ ବୋଲି ନ୍ୟୁଜ ୱେବସାଇଟ ସିଏନଏନରେ ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟ ଗ୍ରହରୁ ଏହି ହୀରା ଆସିଥିବା ଅନୁମାନ କରାଯାଉଛି । ଏହା ୫୫୫.୫୫ କ୍ୟାରେଟ ବିଶିଷ୍ଟ ଏବଂ ଏହାର ପ୍ରାରମ୍ଭିକ ମୂଲ୍ୟ ୫୦ କୋଟି ରଖାଯାଇଛି । ସୋଥବେ ନାମକ ଏକ କମ୍ପାନୀ…

ଆଇପିଏଲ ୨୦୨୨ ମେଗା ନିଲାମ: ସାମିଲ ହେବେ ୮୯୬ ଭାରତୀୟ, ୩୧୮ ବିଦେଶୀ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ର ମେଗା ନିଲାମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ୧୦ଟି ଟିମ ଅଂଶଗ୍ରହଣ କରିବେ । ୮୯୬ ଭାରତୀୟ ଓ ୩୧୮ ବିଦେଶୀ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯିବ । ନିଲାମରେ ୨୭୦ କ୍ୟାପଡ ଖେଳାଳି, ୯୦୩ ଅନକ୍ୟାପଡ ଖେଳାଳି ସାମିଲ ହେବେ…

ରାହୁଲ ହେଲେ ଆଇପିଏଲ ଇତିହାସର ଦାମୀ ଖେଳାଳି

ଲକ୍ଷ୍ନୌ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ଅହମ୍ମଦାବାଦ ଓ ଲକ୍ଷ୍ନୌ ମେଗା ଅକ୍ସନ ପୂର୍ବରୁ ଖେଳାଳିଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛି । କେଏଲ ରାହୁଲଙ୍କୁ ଲକ୍ଷ୍ନୌ ୧୭ କୋଟି ଟଙ୍କାରେ ଚୁକ୍ତ କରିଛି । ଏଥିସହ ରାହୁଲ ଆଇପିଏଲ ଇତିହାସର ଦାମୀ ଖେଳାଳି ପାଲଟିଛନ୍ତି । ବିରାଟ…