Latest Odisha News

BREAKING NEWS

Browsing Category

ଫିଚର

ସିରିୟାର ଅନ୍ତରକୁ କନ୍ଦାଇଥିବା ଫଟୋ ଜିତିଲା ସିଏନା ଆୱାର୍ଡ

ରୋମ: ନିରାଶ ମଧ୍ୟରେ ଆଶାର ଝଲକ ଦେଖାଉଥିବା ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେବା ପରେ ଏବେ ଏହା ସମ୍ମାନଜନକ ସିଏନା ଇଂଟରନ୍ୟାଶନାଲ ଫଟୋ ଆୱାର୍ଡ୍ସ ଜିତିଛି । ଏହି ଫଟୋ ଅନେକଙ୍କ ଆଖିରେ ଲୁହ ଦେଇଥିଲେ ମଧ୍ୟ, ବଂଚିବାର ଆଗ୍ରହ ମଧ୍ୟ ଦର୍ଶାଇଥିଲା । ସିରିୟାରେ ବୋମା ବିସ୍ଫୋରଣରେ ଗୋଟିଏ ଗୋଡ…

ଡ୍ରାଗନ ମାନିଲା, ଚୀନରେ ଅଛି ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକ

ବେଜିଂ: ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଛି ଡ୍ରାଗନ । ଅରୁଣାଚଳ ପ୍ରଦେଶର ୧୭ ବର୍ଷୀୟ ନିଖୋଜ ଯୁବକ ଚୀନରେ ଥିବା ମାନିଛି ଡ୍ରାଗନ ସେନା । ତେଜପୁରରେ ଲେଫଟନାଂଟ କର୍ଣ୍ଣେଲ ହର୍ଷବର୍ଦ୍ଧନ ପାଣ୍ଡେ କହିଛନ୍ତି ଯେ, ଚୀନ ଆର୍ମି ପାଖରେ ନିଖୋଜ ଯୁବକ ଅଛନ୍ତି ଏବଂ ତାଙ୍କୁ ପଠାଇବା ପାଇଁ ବିଧିବଦ୍ଧ…

ସମାଜବାଦୀ ପାର୍ଟିରେ ସାମିଲ ହେଲେ ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତି

ଲକ୍ଷ୍ନୌ:ଉତରପ୍ରଦେଶ ନିର୍ବାଚନ ପାଇଁ ସମସ୍ତ ଦଳ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ସମାଜବାଦୀ ପାର୍ଟି ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତିଙ୍କୁ ନିଜ ଦଳରେ ସାମିଲ କରିଛି । ପ୍ରତାପଗଡର ଧର୍ମେନ୍ଦ୍ର ପ୍ରତାପ ସିଂଙ୍କ ଉଚ୍ଚତା ୮ଫୁଟ ୨ ଇଂଚ । ପାର୍ଟି ମୁଖ୍ୟ ଅଖିଳେଶ…

କରୋନା ଯୋଗୁ ବାହାଘର ଘୁଂଚାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଂଟନ: ପ୍ରଧାନମନ୍ତ୍ରୀ ହେବ ତ ଏମିତି । ଦେଶରେ କରୋନା ମହାମାରୀର ନୂତନ ଭ୍ୟାରିଏଂଟ ନିୟନ୍ତ୍ରଣକୁ ଆସି ନ ଥିବାରୁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଂଡା ଅର୍ଡର୍ନ ତାଙ୍କ ବାହାଘର ଘୁଂଚାଇବା ପାଇଁ ନିଷ୍ପତି ନେଇଛନ୍ତି । ଓମିକ୍ରନ ପାଇଁ ପ୍ରଧାନମନ୍ତ୍ରୀ ସତର୍କତା ଅବଲମ୍ବନ କରିବା ସହ…

ଆଇପିଏଲ ନିଲାମରେ ୫ ଓଡିଆ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୫ଜଣ ଓଡିଆ ଖେଳାଳି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫି ଓ ବିଜୟ ହଜାରେରେ ଏହି ଖେଳାଳିମାନେ ପ୍ରଭାବୀ…

ପରିବା ମାର୍କେଟରେ ନିଆଁ, ୪୦ ଦୋକାନ ଛାରଖାର

ଜୟପୁର(କୋରାପୁଟ): ପରିବା ମାର୍କେଟରେ ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହୋଇଗଲା ୪୦ ଦୋକାନ। କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିଦ୍ୟାଧର ବଜାରରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ପରିବା ବଜାର ସମ୍ପୂର୍ଣ୍ଣ  ଛାରଖାର ହୋଇ ଯାଇଛି। ଗତକାଲି ରାତି…

ରାଜଧାନୀରେ ଘନ କୁହୁଡି, ଦିଶୁନି ରାସ୍ତାଘାଟ

ଭୁବନେଶ୍ୱର: ରାଜଧାନୀରେ ଘନ କୁହୁଡି। ୧୦-୨୦ ମିଟର ଦୂରରୁ ବି କିଛି ଦେଖା ଯାଉ। ଯୁଆଡ଼େ ଦେଖିଲେ ଖାଲି ଧୂଆମୟ ପରିବେଶ ଭଳି ଲାଗୁଛି। ଅତି ନିକଟରେ ଥିବା ଲୋକ ବି ଦେଖା ଯାଉ ନାହାଁନ୍ତି।  ସକାଳୁ ସକାଳୁ ଏମିତି ଦୃଶ୍ୟ ଦେଖା ଯାଇଥିଲା ରାଜଧାନୀ ଭୁବନେଶ୍ୱରରେ। କୁହୁଡି ତଳେ ଲୁଚି ଯାଇଥିଲା ବଡ…

ବିଟିଂ ରିଟ୍ରିଟରୁ ହଟିଲା ଆବାଇଡ ୱିଥ ମି

ନୂଆଦିଲ୍ଲୀ: ଚଳିତ ବର୍ଷ ଧ୍ୱଜାବତରଣ ଉତ୍ସବରେ ବିଟିଂ ରିଟ୍ରିଟ ଆବାଇଡ ୱିଥ ମି ଆଉ ବାଜିବ ନାହିଁ । ମହାତ୍ମା ଗାନ୍ଧୀଙ୍କ ଏହି ପ୍ରିୟ ଧୂନ ମୃତୁ୍ୟ ବାର୍ଷିକର ଗୋଟିଏ ଦିନ ପୂର୍ବରୁ ଜାନୁୟାରୀ ୨୯ରେ ବଜା ଯାଉଥିଲା । ୨୦୨୦ରେ ଏହାକୁ ବାଦ ଦିଆଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରେ…

ଟ୍ରେନ୍ ଯାତ୍ରୀ ସାବଧାନ, ଯାତ୍ରା ସମୟରେ ଉଚ୍ଚସ୍ବରରେ କଥା ହେବା ମନା

ନୂଆଦିଲ୍ଲୀ : ଟ୍ରେନରେ ଯଦି ଯାଉଛନ୍ତି ଏଣିକି ହୋଇଯାଆନ୍ତୁ ସାବଧାନ । ଉଚ୍ଚସ୍ବରରେ କଥାବାର୍ତ୍ତା ଓ ଉଚ୍ଚ ଶବ୍ଦରେ ବିନା ଇୟର ଫୋନରେ ସଂଗୀତ ଶୁଣିବା ହେଲା ବ୍ୟାନ । ରେଳଯାତ୍ରାକୁ ଅଧିକ ଆରାମଦାୟକ କରିବା ଲାଗି ଏବେ କଡ଼ା କଟକଣା ଲଗାଇଛି ରେଳବାଇ । ଏଣିକି ଟ୍ରେନରେ ଯାତ୍ରାବେଳେ ଅଧିକ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଓଡିଶାର ପରେଶ ପଟେଲ

ଭୁବନେଶ୍ୱର: ଓଡିଶାର ପୂର୍ବତନ ରଣଜୀ ଖେଳାଳି ପରେଶ ପଟେଲ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ପରେଶ ଓଡିଶା ପକ୍ଷରୁ ରଣଜୀ ଖେଳିବା ବ୍ୟତୀତ ଇଷ୍ଟ ଜୋନ, ଦେଓଧର ଟ୍ରଫି ଓ ଚ୍ୟାଲେଞ୍ଜର ଟ୍ରଫିରେ ଖେଳିଛନ୍ତି । କ୍ୟାରିୟରରେ ସେ ୯ ପ୍ରଥମ ଶ୍ରେଣୀ ମ୍ୟାଚ,…