Latest Odisha News

BREAKING NEWS

Browsing Category

ଫିଚର

ଦେଶରେ କମୁଛି କରୋନା କେସ୍: କାଲି ଅପେକ୍ଷା ଆଜି ୨୦ ହଜାର କମ୍ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା କେସ୍ । ଗତକାଲି ଅପେକ୍ଷା ଆଜି କମିଛି ସଂକ୍ରମିତଙ୍କ ସଂଖ୍ୟା । ଅଢ଼େଇ ଲକ୍ଷ ତଳକୁ ଖସିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୮ହଜାର ଆକ୍ରାନ୍ତ । ଗତକାଲି ଅପେକ୍ଷା ଏହି ସଂଖ୍ୟା ୨୦ହଜାର କମ୍ । ଗତକାଲି ଦେଶରୁ ଚିହ୍ନଟ ହୋଇଥିଲେ…

ଆଜି ଓଡ଼ିଶାରେ ପୁଣି ୧୧ହଜାର ପାର କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଦିନେ କମିବା ପରେ ପୁଣି ବଢ଼ିଲା । ରାଜ୍ୟରେ ପୁଣି ଥରେ ୧୧ହଜାର ପାର କରିଛି ଦୈନିକ କରୋନା କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୧ହଜାର ୮୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୪୩୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୫୫ । ୧୮ ବର୍ଷ ଭିତରେ ଆଉ ୧୦୬୧…

ଦୁର୍ଘଟଣା ନେଲା ୨ ବାଇକ୍ ଆରୋହୀଙ୍କ ଜୀବନ

ବଲାଙ୍ଗିର: ବିଳମ୍ବିତ ରାତିରେ ଦୁର୍ଘଟଣା ନେଲା ୨ ବାଇକ୍ ଆରୋହୀଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଧାମନଡଙ୍ଗା ଗାଁ ନିକଟ ବୁଲାଣିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।…

ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା । ସେ କରୋନା ସଂକ୍ରମିତ ହୋଇଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ସେ ଲେଖିଛନ୍ତି, ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସାମାନ୍ୟ ଲକ୍ଷଣ ରହିଛି । ଏବେ ସେ…

ପଞ୍ଚାୟତ ନିର୍ବାଚନ: ୧୦ ଜିଲ୍ଲାକୁ ଗଲା ବାଲଟ୍ ପେପର୍

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ପୂର୍ବରୁ ବିଭିନ୍ନ ଜିଲ୍ଲାକୁ ଭୋଟ୍ ବାକ୍ସ ପଠାଇଥିବା ବେଳେ ଏବେ ୧୦ ଜିଲ୍ଲାକୁ ଗଲା ବାଲାଟ ପେପର । ୱାର୍ଡ ମେମ୍ବର, ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ବାଲାଟ ପେପର ପଠାଯାଇଛି । ଗତକାଲି ରାଜ୍ୟ ନିର୍ବାଚନ…

ପଞ୍ଜାବରେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆଜି ନାଁ ଘୋଷଣା କରିବେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ କିଏ ହେବେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ୍ । ମଧ୍ୟାହ୍ନ ୧୨ଟା ବେଳେ ନାଁ ଘୋଷଣା ହେବ । ଏଥିପାଇଁ ଦଳ ଭିତରେ ସସପେନ୍ସ ବଢ଼ି ଚାଲିଛି…

[ଭିଡିଓ] ହସୁଥିଲେ ତାଲିବାନୀ, କାନ୍ଦୁଥିଲେ ଆଫଗାନୀ ସଂଗୀତଜ୍ଞ, ଜଳୁଥିଲା ସଂଗୀତ ଉପକରଣ

ଭୁବନେଶ୍ୱର: ଅବ୍ଦୁଲହକ୍ ଅମେରୀ ନାମକ ଜଣେ ଆଫଗାନୀ ସାମ୍ବାଦିକଙ୍କ ସୋସିଆଲ ମିଡିଆ ଭିଡିଓ ପୋଷ୍ଟ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଏହି ଭିଡିଓରେ ହତ୍ୟା କିମ୍ବା ଦୁଷ୍କର୍ମ ଭଳି ଦୃଶ୍ୟ ନାହିଁ । ବରଂ ମଣିଷ ହୋଇ ଓ ମଣିଷର ଭାବନା ସହ ଖେଳୁଥିବାର ଏକ ଘଟଣା ଅନେକଙ୍କୁ ବ୍ୟଥିତ କରିଛି ।…

ମାସ୍କ ଭିତରେ ଥିବା ଆବର୍ଜନା, ଚପଲ ଶୈଳୀରେ ସୁସ୍ୱାଦ କେକ

ଭୁବନେଶ୍ୱର: କେକକୁ ସୁସଜ୍ଜିତ ଏବଂ ଆକର୍ଷକ ଢ଼ଙ୍ଗରେ ଖାଇବାକୁ ସମସ୍ତେ ଚାହାନ୍ତି । ତେବେ ଏହାକୁ ଭିନ୍ନ ଭାବେ ଆକୃଷ୍ଟ କରିବା ପାଇଁ କେତେକ ହୋଟେଲରେ ଅପରିସ୍କାର ଏବଂ ଅବିଶ୍ୱସନୀୟ ଢ଼ଙ୍ଗରେ ପରୋଷା ଯାଇଥାଏ । ଇଟାଲୀରେ ଏକ ରେଷ୍ଟୁରାଂଟରେ ଏ ଭଳି ନୂତନ ଶୈଳୀରେ କେକ ଦେଖିବାକୁ ମିଳିଥିଲା ।…

ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ବର : ଆଗାମୀ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ପାଇଁ କମିଟି ଗଠନ କରିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା କମିଟି ଗଠନ କରିଛନ୍ତି । ଏହି କମିଟି ନିର୍ବାଚନର ପରିଚାଳନା କରିବା ସହ…

ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲଶ ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡ ମେମ୍ବର ସେମାନଙ୍କ ନାମାଙ୍କନ ଦାଖଲ ଆରମ୍ଭ କରିଛନ୍ତି । କୋଭିଡ କଟକଣା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ହୋଇଛି ।…