Latest Odisha News

BREAKING NEWS

Browsing Category

ଫିଚର

ନିଶା ନିବାରଣ କେନ୍ଦ୍ର ନାଁରେ ନିର୍ଯାତନା, ୪୯ ଅନ୍ତେବାସୀ ଫେରାର

ବାରିପଦା : ନିଶା ନିବାରଣ କେନ୍ଦ୍ର ନାଁରେ ଅନ୍ତେବାସୀଙ୍କୁ ଅକଥନୀୟ ଅତ୍ୟାଚାର । ଯାହାର ସୁଯୋଗ ନେଇ ନିଶା ନିବାରଣ କେନ୍ଦ୍ରରୁ ଫେରାର ହୋଇଯାଇଛନ୍ତି ୪୯ ଜଣ ଅନ୍ତେବାସୀ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରିଛି ପୋଲିସ । ବାରିପଦା କାଳିକାପୁର ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ…

ଉପାନ୍ତ ଅଞ୍ଚଳରେ ଅଫଲାଇନରେ ହେବ ପାଠପଢ଼ା

ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ କେମିତି ହେବ ପାଠପଢ଼ା ସେନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଅନଲାଇନରେ ପାଠ ପଢ଼ାକୁ ନେଇ ଚିନ୍ତାରେ ପଡିଛି ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ । ତେବେ ପରୀକ୍ଷା ପୂର୍ବରୁ ପିଲା କେମିତି ପଢିବେ ସେ ଦାୟିତ୍ବ ଶିକ୍ଷକ ନେବେ ବୋଲି ଉଚ୍ଚ ମାଧ୍ୟମିକ…

ଦିନକୁ ଦିନ ଘନୀଭୂତ ହେଉଛି ୟୁକ୍ରେନ୍ କ୍ରାଇସିସ୍

ମସ୍କୋ : ଦିନକୁ ଦିନ ଘନୀଭୂତ ହେଉଛି ୟୁକ୍ରେନ କ୍ରାଇସିସ । ଋଷ ଓ ଆମେରିକା ନେତୃତ୍ବାଧୀନ ନାଟୋ ବାହିନୀ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ । ସେପଟେ ଆଫଗାନିସ୍ତାନ ସ୍ଥିତି ପରି ସମସ୍ୟା ଉପୁଜିବା ଆଶଙ୍କା କରି ଭାରତ ପକ୍ଷରୁ ନିଆଯାଇଛି ଆଗୁଆ ପଦକ୍ଷେପ । ୟୁକ୍ରେନରେ ରହୁଥିବା ପ୍ରାୟ ୧୮…

ବିଶ୍ବରେ ଆତଙ୍କ ରଚିଥିବା ନିଓକୋଭକୁ ନେଇ ପୁଣି ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ : ବିଶ୍ବରେ ଆତଙ୍କ ରଚିଥିବା ନିଓକୋଭକୁ ନେଇ ପୁଣି ବଢ଼ିଲା ଚିନ୍ତା । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି, ଏହି ନୂଆ ଭୂତାଣୁ ମଣିଷ ଲାଗି ଅଧିକ ବିପଦ । ତେଣୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଚୀନର ଉହାନ୍ ଗବେଷକମାନେ ଏହି ଭାଇରସକୁ ଚିହ୍ନଟ କରିବା ପରେ ବିଶ୍ବବ୍ୟାପୀ…

ତାମିଲ ସୁପରହିଟ ସୋରାରଇ ପେଟରୁ ହିନ୍ଦୀ ରିମେକରେ ଅକ୍ଷୟ !

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଭିନୀତ ସୁରିୟାଙ୍କ ତାମିଲ ସୁପରହିଟ ଫିଲ୍ମ ସୋରାରଇ ପୋଟରୁ ହିନ୍ଦୀ ରିମେକରେ ଅକ୍ଷୟ କୁମାର ହୀରୋ ହେବା ନେଇ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତେବେ ମେକର୍ସ କିମ୍ବା ଅକ୍ଷୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହାନ୍ତି । ଏହି ଫିଲ୍ମ କ୍ୟାପ୍ଟେନ ଜିଆର…

ଅଷ୍ଟ୍ରେଲିଆନ ଓପନ: ୪୪ ବର୍ଷ ପରେ ଅଷ୍ଟ୍ରେଲୀୟ ମହିଳା ଖେଳାଳି ଭାବେ ଟାଇଟଲ ଜିତିଲେ ବାର୍ଟି

ମେଲବୋର୍ଣ୍ଣ: ୪୪ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଖେଳାଳି ଭାବେ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ଜିତିଛନ୍ତି ଆଶଲେ ବାର୍ଟି । ଫାଇନାଲରେ ସେ ଆମେରିକାର ଡାନିୟଲ କଲିନ୍ସଙ୍କୁ ୬-୩, ୭-୬ ସେଟରେ ପରାସ୍ତ କରିଥିଲେ । ଏହା ତାଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ । ସେ ୨୦୧୯ରେ ଫ୍ରେଂଚ ଓପନ…

ଗାନ୍ଧିଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ମହାରାଷ୍ଟ୍ର: ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ । ଗାନ୍ଧିଧାମ-ପୁରୀ ଏକ୍ସପ୍ରେସରେ(୧୨୯୯୩) ଅଗ୍ନିକାଣ୍ଡ ହୋଇଛି । କ୍ସପ୍ରେସର ୧୩ ନମ୍ବର ବଗିରେ ଥିବା ପ୍ୟାଣ୍ଟ୍ରି କାର୍‌ରେ ନିଆଁ ଲାଗିଲା । ମହାରାଷ୍ଟ୍ରର ନନ୍ଦୁରବାରରେ ଏହି ଅଗ୍ନିକାଣ୍ଡ ହୋଇଛି । ନିଆଁ ଆୟତ୍ତ କରିବାକୁ ପ୍ୟାଣ୍ଟ୍ରି…

ରାଜ୍ୟରେ ସଂକ୍ରମଣ କମୁଛି, ଫେବ୍ରୁଆରୀରେ କୋହଳ ହୋଇପାରେ କଟକଣା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଖସୁଛି । ଦୈନିକ କେସ୍ ୫ହଜାର ତଳକୁ ଖସିଛି । ସପ୍ତାହେ ପୂର୍ବରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିଲା । ଏବେ ନିୟନ୍ତ୍ରଣକୁ ଆସୁଛି କରୋନା । ଆଉ ଦୁଇ ଦିନ ପରେ ସରୁଛୁ ଜାନୁଆରୀ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ । ଆଶା…

୨୦ ହଜାର ସ୍କ୍ରିନରେ ରିଲିଜ ହେବ ପ୍ରଭାସଙ୍କ ଆଦିପୁରୁଷ

ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସଙ୍କ ଆଗାମୀ ଫିଲ୍ମ ଆଦିପୁରୁଷ ୨୦ ହଜାରରୁ ଊର୍ଦ୍ଧ୍ୱ ସ୍କ୍ରିନରେ ରିଲିଜ ହେବ ବୋଲି ପ୍ରଡକ୍ସନ ଟିମ ପକ୍ଷରୁ ଘୋଷଣା କରାଯାଇଛି । ବାହୁବଳୀର ୨ଟି ଯାକ ପାର୍ଟ ଭଲ ବ୍ୟବସାୟ କରିଥିବାରୁ ପ୍ରଭାସଙ୍କ ଚାହିଦା ଅଧିକ ରହିଛି । ୧୧ ଅଗଷ୍ଟରେ ଏହି ଫିଲ୍ମ ଭାରତ ବ୍ୟତୀତ…

ଇସ୍ରାଏଲଠାରୁ ଭାରତ କିଣିଥିଲା ପେଗାସସ ସଫ୍ଟୱେର: ଏନୱାଇଟି

ନୂଆଦିଲ୍ଲୀ: ୨୦୧୭ରେ ଇସ୍ରାଏଲଠାରୁ ଭାରତ ପେଗାସସ ସଫ୍ଟୱେର କିଣିଥିଲା ବୋଲି ଆଜି ଦି ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଛି । ଇସ୍ରାଏଲ ସହିତ ଏହି ସମୟରେ କରାଯାଇଥିବା ୧୫ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତିରେ ପେଗାସସ ସ୍ପାଏୱେୟାର ସାମିଲ ଥିଲା । ସେହିପରି ଆମେରିକାର ଫେଡେରାଲ…