Latest Odisha News
Browsing Category

ଫିଚର

ବ୍ରହ୍ମଗିରି ନାଥପୁର ବୋମା ମାଡ଼ ଘଟଣାରେ ଗିରଫ ସଂଖ୍ୟା ୧୦କୁ ବୃଦ୍ଧି

ପୁରୀ : ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼ ମାମଲାରେ ବଢୁଛି ଗିରଫଦାରୀ । ବୋମାମାଡ ଘଟଣା ପରେ ଗାଁ ପୁରୁଷଶୂନ୍ୟ ହୋଇପଡିଥିବା ବେଳେ, ଗିରଫ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏବେ ବି ଗାଷରେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା…

ନଭେମ୍ବର ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ସ୍କୁଲ ଯିବେ : ଗଣଶିକ୍ଷା ମନ୍ତ୍ରୀ

ସୋନପୁର : ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ। ନଭେମ୍ବର ୧୫ରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ମରୁଡ଼ି ଅଞ୍ଚଳ ପାଇଁ ଉପଯୋଗୀ ଧାନ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ

ବଲାଙ୍ଗୀର : ବଲାଙ୍ଗୀର ଲର୍କିପାଲି ଠାରେ ଧାନ ଗବେଷଣା କରାଯାଇଛି। ଯେଉଁ ଧାନ ମରୁଡ଼ି ଅଞ୍ଚଳ ପାଇଁ ଉପ ଯୋଗୀ ତାହା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଚାଷୀ। ବଲାଙ୍ଗିର ଲର୍କିପାଲି ଠାରେ ଥିବା ବିହନ ଗବେଷଣା କେନ୍ଦ୍ରରେ ଫିଲିପାଇନସ ଠାରେ ଥିବା ଆର୍ନ୍ତଜାତୀୟ ବିହନ…

କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକଙ୍କୁ ପୋଲିସ ଗିରଫ କରିନେଇଛି । ମୁମ୍ବାଇ ପୋଲିସର ଆଇଟି ସେଲ ୨୩ ବର୍ଷୀୟ ରାମନଗେଶ ଅଲିବାଥିନୀଙ୍କୁ ହାଇଦ୍ରାବାଦରେ ଧରିଥିଲା । ଯୁବକଜଣକ ସଫ୍ଟୱେୟାର ଇଜିଂନିୟର ଓ ଆଇଆଇଟି ହାଇଦ୍ରାବାଦରେ…

ପାଖରେ ଥାନା ତଥାପି ମନ୍ଦିରରୁ ଚୋରିି

ଭଦ୍ରକ : ଭଦ୍ରକରେ ମାତିଛନ୍ତି ଲୁଟେରା। ଭଦ୍ରକ ପୁରୁଣା ବଜାର ଥାନାକୁ ଲାଗିଥିବା ମନ୍ଦିରରୁ ଚୋରି। ଗତକାଲି ବିଳମ୍ବିତ ରାତିରେ ଲୁଟେରା ମାନେ ମନ୍ଦିରରେ କଳାକନା ବୁଲାଇଥିଲେ। ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟେରାମାନେ ବାବା କଦମ୍ବସ୍ୱର ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସମସ୍ତ ପୂଜା ସାମଗ୍ରୀ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବିଜେପି ପ୍ରଚାରରେ ମାତିଛନ୍ତି ରାହୁଲ ଗାନ୍ଧୀ, କେତେ ସତ ?

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ହେଲେ ଏଥର ନିଜର ପିଲାଳିଆମୀ ବକ୍ତବ୍ୟ ପାଇଁ ନୁହେଁ ବରଂ ଏକ ଫଟୋ ପାଇଁ ରାହୁଲଙ୍କୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ରାହୁଲଙ୍କୁ ନେଇ ଏକ ଫଟୋ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯାହାକୁ ଦେଖି ଅନେକ ଲୋକ…

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଓପିଏଚ୍‌ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ଗିରଫ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କୋଟିପତି ଓଡ଼ିଶା ପୋଲିସ ହାଉସିଂ ବୋର୍ଡ ଆଣ୍ଡ ୱଲଫେଆର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ପ୍ରତାପଙ୍କ ସହ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କୁ ମଧ୍ୟ ଗିରଫ କରିଛି। ଉଭୟ ପତି ଓ…

୨୭ବର୍ଷର ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ରାମନଗରୀ ଅଯୋଧ୍ୟାର ଶରୀଫଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ଅଯୋଧ୍ୟା: ଅଜଣା ବ୍ୟକ୍ତିର ମୃତଦେହକୁ ଅନ୍ତିମ ସଂସ୍କାର କରିବାକୁ ସର୍ବଦା ଆଗେଇ ଆସିଥାନ୍ତି ମହମ୍ମଦ ଶରୀଫ୍। ଏଥିପାଇଁ ସେ ବେଶ୍ ପରିଚିତ ହୋଇପାରିଛନ୍ତି। ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ସୋମବାର ତାଙ୍କୁ ଦିଲ୍ଲୀରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପୁଅର ମୃତ୍ୟୁ ଏବଂ ପରେ…

ଓଡ଼ିଶାର ନୋ ଫିସିଂ ଜୋନରୁ ମାଛ ଧରୁଥିଲା ଆନ୍ଧ୍ର ; ଧରି ପକାଇଲା ବନବିଭାଗ,୮ଅଟକ

ବ୍ରହ୍ମପୁର : ଓଡ଼ିଶାର ପିଛା ଛାଡୁନି ଆନ୍ଧ୍ର । ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ମାଛ ଧରୁଥିବା ବେଳେ ଆନ୍ଧ୍ରର ଟ୍ରଲରକୁ ଜବତ କରିଛି ଓଡ଼ିଶା । ଏଥିସହ ୮ ଜଣ ମତ୍ସଜୀବୀଙ୍କୁ ଅଟକ ରଖିଛିା ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇଛି । ଏଣୁ ବନ ବିଭାଗ…

ରାଜ୍ୟରେ କୋହଲା ପାଗ , ପୁଣି ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର :ରାଜ୍ୟରେ କୋହଲା ପାଗ । ପୁଣି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଶୀତ ବଢ଼ୁଥିବା ବେଳେ ଓଡ଼ିଶାରେ ଲଘୁଚାପ ସୃଷ୍ଟି ହେବା ଆଶଙ୍କା ରହିଛି। ଦକ୍ଷୀଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣ ବଳୟ ଲଘୁଚାପର ରୂପ ନେଇଛି  । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରୀ…