Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ପୁଣି ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଆଜି ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟ ହୋଇଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୦କୁ ବୃଦ୍ଧି ପାଇଛି । ମୃତକ ଦୁଇଜଣ…

ବୟାନରେ ବୋମା ପକାଇଲେ ରଘୁରାଜ, ଜେଏନୟୁରେ ଚାଲିଛି ସେକ୍ସ ସ୍କାଣ୍ଡାଲ

ଅଲିଗଡ: ଉତରପ୍ରଦେଶର ରାଜ୍ୟମନ୍ତ୍ରୀ ତଥା ବିଜେପିର ବଡ ନେତା ରଘୁରାଜ ସିଂ ଆଜି ବିବାଦୀୟ ବୟାନ ବୋମା ପକାଇଛନ୍ତି । ସେ କହିଛନ୍ତି ଜବାହାର ଲାଲ ନେହେରୁ ୟୁନିଭରସିଟିରେ ସେକ୍ସ ସ୍କାଣ୍ଡାଲ ଚାଲୁଛି । ରାହୁଲ ଗାନ୍ଧୀ, କଂଗ୍ରେସର ବଡ ନେତାଙ୍କ ସମେତ ଦୀପିକା ପାଦୁକୋନ ବି ସେଠାକୁ ଯାଆନ୍ତି ।…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ,୨ ଗିରଫ

କନ୍ଧମାଳ :ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ଦୁଇ ଜଣ ଅଭିଯୁକ୍ତ ଗିରଫ । କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବନ ବିଭାଗ ଟିମ୍ ଚୋରା ଚାଲଣକାରୀଙ୍କ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ମିଳିତ ଉଦ୍ୟମରେ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୮ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୧ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ସଂକ୍ରମଣରୁ ୯୭ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୨ଜଣ କରୋନା ପଜିଟିଭ୍…

ଆଜିଠାରୁ ୩ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ରାତି ପାହିଲେ ନୂଆବର୍ଷ । ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀମାନଙ୍କରେ ଜମିଥାଏ ଲୋକଙ୍କ ଭିଡ଼ । ହେଲେ ଏହା ମଧ୍ୟରେ ରହିଛି କରୋନା ସଂକ୍ରମଣର ଭୟ । ରାଜ୍ୟରେ ଓମିକ୍ରନ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି…

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ! ୫୨ବର୍ଷୀୟ ବ୍ୟକ୍ତି ନାଇଜେରିଆ ଫେରନ୍ତା

ଦିଲ୍ଲୀ: ଓମିକ୍ରନ ଭାରିଏଣ୍ଟ ନିଜ କାୟା ବିସ୍ତାର କରି ଚାଲିଛି । ଏହି ମଧ୍ୟରେ ଭାରତରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜନସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡ଼ା ପୌର ନିଗମର ଜଣେ ୫୨ବର୍ଷୀୟ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।…

ଆଜିଠୁ ବଦଳିବ ପାଗ, ପୁଣି ଫେରିବ ଶୀତ

ଭୁବନେଶ୍ୱର: ପୁଣି ଫେରିବ ଶୀତ । ଆଜିଠୁ ରାଜ୍ୟରେ ବଦଳିବ ପାଗ । ଥଣ୍ଡା କମିଥିବାରୁ କିଛିଦିନ ଲୋକେ ଆଶ୍ୱସ୍ତି ଥିଲେ । ନୂଆବର୍ଷରୁ ପୁଣି ଲେଉଟିବ ହାଡ଼ଭଙ୍ଗା ଶୀତ । ରାଜ୍ୟକୁ ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘନ କୁହୁଡ଼ି ଦେଖାହେବ । ଓଡ଼ିଶାକୁ ଆସୁଥିବା…

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଦିନ ୧୨ଟା ୩୦ରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରାଯିବ ବୋଲି ଜଣାପଡ଼ିଛି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଏହି ସମୟରେ ବୈଠକ ବସୁଥିବାରୁ ନୂଆ ବର୍ଷ ଓ ପଞ୍ଚାୟତ…

ଓଡିଶା କ୍ରୀଡା ୨୦୨୧: ଗୌରବାନ୍ୱିତ କଲେ ବୀରେନ୍ଦ୍ର, ଅମିତଙ୍କଠାରୁ ଆରମ୍ଭ କରି ପ୍ରମୋଦ, ଋତାପର୍ଣ୍ଣା

ପୁରୀ: ଆଉ ଦିନକ ପରେ ୨୦୨୧ ବିଦାୟ ନେଇଯିବ । ମୋଟାମୋଟି ଭାବେ ଦେଖିବାକୁ ଗଲେ ଏ ବର୍ଷ ଓଡିଶା କ୍ରୀଡାର ଏକ ସଫଳ ବର୍ଷ କହିଲେ ଭୁଲ ହେବନି । ଅଲିମ୍ପିକ ପଦକ ଖାତାରେ ନାମ ଯୋଡି ହେବାଠାରୁ ଆରମ୍ଭ କରି ଅନେକ କିଛି ଘଟିଯାଇଛି, ଯାହା କି ଆମକୁ ଗୌରବାନ୍ୱିତ କରିଛି । କ୍ରିକେଟ, ଦୂତି ଚାନ୍ଦ ଆଶା…

ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ‘ମିଲେଟ୍ ଅନ୍ ହ୍ୱିଲ୍ସ’

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ଜଳଖିଆକୁ ଲୋକପ୍ରିୟ କରିବା ପାଇଁ ‘ମିଲେଟ୍ ଅନ୍ ହ୍ୱିଲ୍ସ’ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ସ୍ବତନ୍ତ୍ର ଗାଡ଼ି ମାଧ୍ୟମରେ ନୂଆଗାଁ ଏବଂ କୁତ୍ରା ବ୍ଲକର ବିଭିନ୍ନ ହାଟ,…