Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିରକୁ ୫ଲକ୍ଷ ଟଙ୍କା ସହ ୭ କେଜି ୬୬୨ ଗ୍ରାମ ୩ଟି ରୂପା ଗରା,ଥାଳି ଦାନ କଲେ ଭକ୍ତ

ପୁରୀ : ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ସୁବ୍ରତ ରଥ ନାମକ ଜଣେ ବ୍ୟକ୍ତି ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନାଙ୍କୁ ଭେଟି ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କା ଦାନ ଦେବା ସହ ମହାପ୍ରଭୁଙ୍କ ନିତ୍ୟ…

୧୬ ବର୍ଷରୁ କମ ବିଜୟ ମର୍ଚ୍ଚାଂଟ ଟ୍ରଫି: ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର: ଗୌହାଟୀରେ ୯ ଜାନୁୟାରୀ ୨୦୨୨ରେ ହେବାକୁ ଥିବା ୧୬ ବର୍ଷରୁ କମ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷଣା ହୋଇଛି ୨୦ ଜଣିଆ ଓଡ଼ିଶା ଟିମ୍ । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏ ନେଇ ସୂଚନା ଦେଇଛନ୍ତି । ଶ୍ରେୟାଂଶ ଭରଦ୍ବାଜଙ୍କୁ ଅଧିନାୟକ ଦାୟିତ୍ବ…

ଇନୋଭେସନ୍‍ ରାଙ୍କିଂ ୨୦୨୧, କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଲା କିଟ୍‍

ଭୁବନେଶ୍ବର : ଗବେଷଣା ଓ ସର୍ଜନା କ୍ଷେତ୍ରରେ କିଟ୍‍ ବିଶ୍ବବିଦ୍ୟାଳୟକୁ ମିଳିଛି ଭାରତ ସରକାରଙ୍କ ସ୍ବୀକୃତି । ଲଗାତାର ଦ୍ବିତୀୟ ବର୍ଷ ପାଇଁ ଅଟଳ ରାଙ୍କିଂ ଅଫ୍‍ ଇନ୍‍ଷ୍ଟିଚ୍ୟୁସନ୍‍ ଅନ୍‍ ଇନୋଭେସନ୍‍ ଆଚିଭମେଣ୍ଟରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍‍ ବିଶ୍ବବିଦ୍ୟାଳୟ…

ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ପାନବରଜ ଦେଇ ୧୪ ବରଜିଙ୍କୁ ମିଳିଲା ୩୦ ଲକ୍ଷ ଟଙ୍କା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଜାରି ରହିଛି ପ୍ରଶାସନିକ କାର୍ଯ୍ୟ । ଆଜି ଢ଼ିଙ୍କିଆ ପଞ୍ଚାୟତର ପାଟଣା ଗାଁରେ ୮ଟି ପାନବରଜର ମାପଚୁପ କରାଯାଇଛି । ଢ଼ିଙ୍କିଆରେ ଆଜି ୨ଟି ପାନବରଜ…

ରାଜ୍ୟରେ ୧୪ଟି ସାଇବର ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ୧୪ ଟି ସାଇବର ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ୟୁଆଲ ମୋଡରେ ୧୪ ଟି ସାଇବର ଥାନାର ଉଦଘାଟନ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦିନକୁ ଦିନ ରାଜ୍ୟରେ ସାଇବର ଅପରାଧ ବଢିବାରେ ଲାଗିଛି । ଆଖି ପିଛୁଳାକେ…

ରିଲାଏନ୍ସ ଫାଉଣ୍ଡେସନ ହଜାର ହଜାର ପିଲାଙ୍କ ପାଇଁ ଆଣିଦେଲା ଉତ୍ସବର ଆନନ୍ଦ

ଭୁବନେଶ୍ବର : ଶେଷ ହେବାକୁ ଯାଉଛି ବର୍ଷ ୨୦୨୧ । ଆରମ୍ଭ ହେବ ନୂଆବର୍ଷ । ନୂଆବର୍ଷ ପାଳନ କରିବାକୁ ଦେଶବାସୀ ପ୍ରସ୍ତୁତ ଥିବା ବେଳେ, ରିଲାଏନ୍ସ ଫାଉଣ୍ଡେସନ ସମଗ୍ର ଭାରତରେ ପିଲାଙ୍କ ସହିତ ଏହି ଉତ୍ସବର ଆନନ୍ଦ ବାଣ୍ଟିବାର ପରମ୍ପରାକୁ ବଜାୟ ରଖିଛି । ଭୁବନେଶ୍ବର ସମେତ ଦେଶର ୧୧ଟି ସହରରେ ୨୬ଟି…

ସାଜିଦଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଆହାନ

ମୁମ୍ବାଇ: ସାଜିଦ ନାଡିୟାଡୱାଲାଙ୍କ ତଡପରେ ଧମାକାଦାର ଷ୍ଟାଇଲରେ ବଲିଉଡରେ ପାଦ ଥାପିଥିଲେ ସୁନୀଲ ସେଟ୍ଟୀଙ୍କ ପୁତ୍ର ଆହାନ । ତେଲୁଗୁ ଫିଲ୍ମ ଆରଏକ୍ସ ୧୦୦ର ହିନ୍ଦର ରିମେକ ତଡପ ବ୍ୟବସାୟୀ ଦୃଷ୍ଟିକୋଣରୁ ସେତେଟା ବଡ ହିଟ ହୋଇ ନ ଥିଲେ ମଧ୍ୟ ଆହାନ ପ୍ରଭାବିତ କରିଥିଲେ । ବଲିଉଡ ହଙ୍ଗାମାରେ…

ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନି ଗିରଫ

ଚଣ୍ଡିଗଡ଼ : ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ଗିରଫ ହୋଇଛି ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନି । ଖଲିସ୍ତାନୀ ଆତଙ୍କବାଦ ଯୋଜନାରେ ସମ୍ପୃକ୍ତ ଯଶବିନ୍ଦରକୁ ଜର୍ମାନୀରୁ ଗିରଫ କରାଯାଇଛି । ସେ ପଞ୍ଜାବ, ମୁମ୍ବାଇ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ଆତଙ୍କୀ ହମଲା କରିବାକୁ ଯୋଜନା କରିଥିବା…

୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ଲଗାଗଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭାରତକୁ ସାମରିକ ଏବଂ ଯନ୍ତ୍ରପାତି ଉତ୍ପାଦନର କେନ୍ଦ୍ର କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼

ଭୁୁବନେଶ୍ୱର: ଆସନ୍ତା ୧୬ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ ଏନେଇ ବୁଧବାର ସୂଚନା ଦେଇଛି ଯେ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ମୟୁରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ…