Latest Odisha News

BREAKING NEWS

Browsing Category

ଫିଚର

ଖଟରେ ଶୋଇଥିବା ବେଳେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ବୃଦ୍ଧ

କେନ୍ଦୁଝର : ଖଟରେ ଶୋଇଥିବା ବେଳେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ବୃଦ୍ଧ । ମୃତକ ହେଲେ ୭୦ ବର୍ଷ ବୟସ୍କ ଡିଲେଶ୍ବର ମହାକୁଡ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ତେଲକୋଇ ଗାଁର ଗଉଡ ସାହିରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଡିଲେଶ୍ବର ମହାକୁଡ ଖଟ ଉପରେ ମଶାରୀ ଟାଙ୍ଗି ଶୋଇଥିଲେ ।…

ଭୁୁବନେଶ୍ୱର ରେଲୱେ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନର ପ୍ରମାଣ ପତ୍ର ମିଳିଲା

ଭୁୁବନେଶ୍ୱର : ଭୁୁବନେଶ୍ୱର ରେଲୱେ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନର ପ୍ରମାଣ ପତ୍ର ମିଳିଲା । ଯାତ୍ରୀ ମାନଙ୍କୁ ଉଚ୍ଚ ଗୁଣବତ୍ତ। ଏବଂ ପୃଷ୍ଟି କର ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ 'FSSAI' ଦ୍ୱାରା ପ୍ରମାଣପତ୍ର ମିଳିଛି । ପ୍ରମାଣ ପତ୍ର ପାଇବାରେ…

ଶିକ୍ଷକ ନିଯୁକ୍ତିରେ ରେକର୍ଡ, ଆଉ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ଶିକ୍ଷକ ନିଯୁକ୍ତିରେ ରେକର୍ଡ । ଆଉ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର 5T ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ…

ରାଜ୍ୟର ଦୁଇ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ଆସିଲା ତଥ୍ୟ

ଭୁବନେଶ୍ୱର: ଆଜି ଓଡ଼ିଶାରେ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଦୁଇ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଚିହ୍ନଟ ହୋଇଥିବା ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଦୁଇ ଭଉଣୀ । ଜଣଙ୍କ ବୟସ ୧୧ ଓ ଅନ୍ୟ ଜଣଙ୍କ ବୟସ ୧୫ବର୍ଷ ବୋଲି…

ହକରଙ୍କୁ ୬୦୦୦ ଟଙ୍କା ଲେଖାଏ କୋଭିଡ ସହାୟତା ଦେଲ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖବର କାଗଜ ହକର ମାନଙ୍କୁ ସହାୟତା ଦେଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ  ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ୍‌ ପ୍ରଦାନ କରିଛନ୍ତି। ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା…

ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ, ୨ ମୃତ

ପଞ୍ଜାବ : ପଞ୍ଜାବ ଲୁଧିଆନା କୋର୍ଟ ପରିସରରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣ ଏତେ ଭୟଙ୍କ ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ୪ଜଣ ଗୁରୁତର ହୋଇପଡିଛନ୍ତି । ଅନେକ ଲୋକ ଆହତ ହେବା ସହ ଭୟରେ ଘଟଣା ସ୍ଥଳରୁ ପଳାଇଛନ୍ତି । ହେଲେ ଏହି ବିସ୍ପୋରଣ କାହିଁକି ଓ କିପରି…

କୋହଲିଙ୍କ ଅଧିନାୟକ ପଦରୁ ହଟିବା ବିବାଦ ନେଇ ଗାଙ୍ଗୁଲିଙ୍କୁ ଦୋଷ ଦେଲେ ଭେଙ୍ଗସରକାର

ମୁମ୍ବାଇ:ବିସିସିଆଇ ଓ ବିରାଟ କୋହଲିଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନେଇ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ସୌରଭ ଗାଙ୍ଗୁଲିଙ୍କୁ ଦାୟୀ କରିଛନ୍ତି । ବିନା କାରଣରେ ଅଧିନାୟକଙ୍କୁ ହଟାଇବା ବିସିସିଆଇର ପୂରୁଣା ଅଭ୍ୟାସ । କୋହଲିଙ୍କ ପ୍ରଦର୍ଶନ ବିଚାରକୁ ନେଲେ ତାଙ୍କୁ ସମ୍ମାନର ସହ ବିଦା…

ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଦ୍ୱିତୀୟ ଦିନରେ ପରୀକ୍ଷଣ ସଫଳ

ଭଦ୍ରକ : ଭଦ୍ରକ ଧାମରା ଏପିଜେ ଅବଦୁଲ କାଲାମ ଦୀପରୁ ପ୍ରଳୟ’ ମିଜାଇଲ ପରୀକ୍ଷଣ ସଫଳ ହୋଇଛି । ଗୁରୁବାର ସକାଳ ୯.୩୦ ସମୟରେ ଦ୍ୱିତୀୟ ଦିନ ପାଇଁ କ୍ଷେପଣାସ୍ତ୍ର ‘ପ୍ରଳୟର’ ପରୀକ୍ଷଣ କରାଯାଇଛି । ୫୦୦ କିଲୋମିଟର ଫ୍ଲାଟଫର୍ମ ସହିତ କ୍ଷେପଣାସ୍ତ୍ରର ବିକାଶମୂଳକ ପରୀକ୍ଷଣ ସଫଳ ହୋଇଥିଲା ।…

ଓଡ଼ିଶାର ୧୫ଟି ସ୍ଥାନରେ ୧୦ଡ଼ିଗ୍ରୀ କିମ୍ବା କମ୍ ରାତ୍ର ତାପମାତ୍ରା ରେକର୍ଡ଼

ଭୁବନେଶ୍ୱର: ଓଡ଼ିଶାର ୧୫ଟି ସ୍ଥାନରେ ୧୦ ଡ଼ିଗ୍ରୀ କିମ୍ବା ତାଠାରୁ କମ୍ ରାତି ତାପମାତ୍ରା ରେକର୍ଡ଼ ହୋଇଛି । ୫ଡ଼ିଗ୍ରୀ ରାତି ତାପମାତ୍ରା ସହ ଫୁଲବାଣୀ ଓଡ଼ିଶା ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୦ ଡ଼ିଗ୍ରୀ ତଳେ ଥିବା ସ୍ଥାନଗୁଡ଼ିକ…

ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଗଲା ଆଉ ଏକ ଜୀବନ । ଗତ ୨୪ଘଣ୍ଟା ମଧ୍ୟରେ ୧୫୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକ ଜଣକ ଯାଜପୁରର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…