Latest Odisha News

BREAKING NEWS

Browsing Category

ଫିଚର

ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କୁ ଚିତ୍ର କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପ୍ରତିବର୍ଷ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଇଥାଏ । ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଆୟାଙ୍ଗରଙ୍କ ୧୨୫ ତମ ଜନ୍ମ ବାର୍ଷିକୀ । ଜନ୍ମ ବାର୍ଷିକୀ ପାଳନ ଅବସରରେ ୨୬ ଫେବୃଆରୀ ୨୦୧୨ରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…

ଦିଲ୍ଲୀ ଓ ମୁମ୍ବାଇରେ ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ନେଇ କେନ୍ଦ୍ର ସରକାର ଜାରି କଲେ କଟକଣା

ନୂଆଦିଲ୍ଲୀ : ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ନେଇ କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ ଲାଇନ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା୨୨୮ରେ ପହଁଞ୍ଚିଲାଣି । ଦିଲ୍ଲୀ ଓ ମହାରାଷ୍ଟ୍ର ବହୁ ସଂଖ୍ୟାରେ କେଶ୍ ସାମ୍ନାକୁ ଆସିଛି ।…

 ରାୱଡି ରାଠୋର ସିକ୍ୱେଲ ପାଇଁ ଅଂଟା ଭିଡିଲେ ଅକ୍ଷୟ, କାହାଣୀ ଲେଖିବେ ବାହୁବଳୀ ଫେମ୍ କେଭି ଭିଜେନ୍ଦ୍ର

ମୁମ୍ବାଇ: ୨୦୧୨ରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ସୁପରହିଟ ଫିଲ୍ମ ରାୱଡି ରାଠୋର ସିକ୍ୱେଲ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅକ୍ଷୟ ମଧ୍ୟ ଏ ନେଇ ସବୁଜ ସଙ୍କେତ ଦେଇ ସାରିଛନ୍ତି । ଏସଏସ ରାଜମୌଲୀଙ୍କ ବାପା ତଥା ବାହୁବଳୀ ଫେମ୍ କେଭି ଭିଜେନ୍ଦ୍ର ପ୍ରସାଦ ଏହାର କହାଣୀ ଲେଖିବେ । ସଞ୍ଜୟ…

ଅଖିଳେଶଙ୍କ ପତ୍ନୀ ଓ ଝିଅ କରୋନା ସଂକ୍ରମିତ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଏବଂ ଝିଅ କରୋନା ସଂକ୍ରମିତ ହୋଇଛନ୍ତି । ଉଭୟଙ୍କ କୋଭିଡ ଟେଷ୍ଟ ପଜିଟିଭ ଆସିଛି । ସୋସିଆଲ ସାଇଟରେ ଡିମ୍ପଲ ଏ ନେଇ ସୂଚନା ଦେବା ସହ ନିଜକୁ ଆଇସୋଲେଟ କରିଛନ୍ତି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଢ଼ାକା: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ବୁଧବାର ଭାରତ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିନେଇଛି । ପାକିସ୍ତାନ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ଭାରତ ପକ୍ଷରୁ ସୁମି, ହରମନପ୍ରୀତ ସି. ଅକ୍ଷରଦୀପ ସିଂ ଓ ବରୁଣ କୁମାର ଗୋଲ ସ୍କୋର କରିଥିଲେ ।…

ସମ୍‌ରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ସମରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର । ଜନ୍ମରୁ ଜଟିଳ ହୃଦରୋଗରେ ପୀଡିତ ଥିବା ମହିଳାଙ୍କର ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇ ପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର । ହୃଦରୋଗ କୋଆର୍କଟେସନ ଅଫ୍ ଆଓର୍ଟା ଭଳି ସମସ୍ୟାରେ ପିଡିତ ଥିବା ଯାଜପୁର ଅଞ୍ଚଳର ୩୪…

ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କିଆରା ଆଡଭାନୀଙ୍କୁ ନେଇ ବଲିଉଡରେ ଚର୍ଚ୍ଚା

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି ଏହି ଯୋଡି କ୍ୟାଟ୍ରିନା-ଭିକିଙ୍କ ପରେ ଏମାନଙ୍କ ରିଲେସନସିପକୁ ନେଇ ଘୋଷଣା କରିପାରନ୍ତି । ଫିଲ୍ମ ସେରଶାହାରେ ଦୁହେଁ ନଜର ଆସିଥିଲେ । ହେଲେ ରିଲ୍ ଲାଇଫକୁ…

ନୂଆବର୍ଷ ପାଇଁ ଆସିପାରେ ନୂଆ ଗାଇଡ଼ଲାଇନ

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ଭୟ । ସେଥିରେ ଆଗକୁ ଆସୁଛି ନୂଆ ବର୍ଷ । ନୂଆବର୍ଷ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ ଦିଆଯିବ । ସଂକ୍ରମଣ ଯେପରି ନବଢ଼ିବ ସେନେଇ ଆସିପାରେ ନୂଆବର୍ଷ ଗାଇଡ଼ଲାଇନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ…

ଓମିକ୍ରନକୁ ନେଇ ସତର୍କ କଲେ ମୁଖ୍ୟମନ୍ତ୍ରୀ, ଆବଶ୍ୟକ ନଥିଲେ ଭିଡ଼କୁ ନ ଯିବାକୁ ପରାମର୍ଶ

ଭୁବନେଶ୍ୱର: ଓମିକ୍ରନ ଭ୍ୟାରିଆଣ୍ଟ ରାଜ୍ୟରେ ଚିହ୍ନଟ ପରେ ଲୋକଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମିକ୍ରନକୁ ନେଇ ସତର୍କ କରିବା ସହ ମୁଖ୍ୟମନ୍ତ୍ରୀ କହିଲେ, ବର୍ତ୍ତମାନ ଓମିକ୍ରନ ତାର କାୟା ବିସ୍ତାର କରୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ପ୍ରତିଟି ଜୀବନ…

‘BSKY’ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଜୀବିକା ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ଥିକ ଦୂରାବସ୍ଥାକୁ ଦେଖି  ମୁଖ୍ୟମନ୍ତ୍ରୀ ଏହି ସହାୟତା ଦେଇଛନ୍ତି। ବିଜୁ…