Latest Odisha News

BREAKING NEWS

Browsing Category

ଫିଚର

୧୭ ଜଣ କରୋନା ସଂକ୍ରମିତ ଜଣାପଡିବା ପରେ ମିସ ୱାର୍ଲ୍ଡ ଆୟୋଜନ ନେଇ ସୃଷ୍ଟି ହେଲା ସନ୍ଦେହ

ନୂଆଦିଲ୍ଲୀ: ମିସ ୟୁନିଭର୍ସ ପ୍ରତିଯୋଗିତା ପରେ ଏବେ ସମସ୍ତଙ୍କ ନଜର ମିସ ୱାର୍ଲ୍ଡ ଉପରେ ଥିଲା । ଡିସେମ୍ବର ୧୦ରେ ପୁର୍ତୋ ରିକୋରେ ହେବାକୁ ଥିବା ଏହି ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ ନେଇ ଏବେ କିନ୍ତୁ ସନ୍ଦେହ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ଏହା ସହିତ ସଂଶ୍ଲିଷ୍ଟ ୧୭ଜଣ ବ୍ୟକ୍ତି…

ୟୁପି ନିର୍ବାଚନ ପୂର୍ବରୁ ଏକ ହେଲେ କକା-ପୁତୁରା

ଲକ୍ଷ୍ନୌ: ଉତରପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଡ ଗୋଟି ଚଳାଇଛନ୍ତି । ପାଖାପାଖି ୬ ବର୍ଷ ପରେ ସେ ତାଙ୍କ କକା ଶିବପାଲ ଯାଦବଙ୍କ ସହ ଆଗାମୀ ନିର୍ବାଚନ ପାଇଁ ଗଠବନ୍ଧନ କରିଛନ୍ତି । ପୂର୍ବରୁ କକା-ପୁତୁରା ଏକ ହେବା ନେଇ ଆଲୋଚନା ଜୋର ଧରିଥିଲା । ଗୁରୁବାର…

ଏକା ଥରକେ ନିଯୁକ୍ତି ପାଇଲେ ୬୧୩୧ ଜଣ ଶିକ୍ଷକ

ଭୁବନେଶ୍ବର : ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ନୂଆ ରେକର୍ଡ । ଏକାଥରକେ ନିଯୁକ୍ତି ପାଇଛନ୍ତି ୬୧୩୧ ଜଣ ଶିକ୍ଷକ । ରାଜ୍ୟ ନିଯୁକ୍ତି ଇତିହାସରେ ଏହା ଏକ ସର୍ବକାଳୀନ ରେକର୍ଡ । କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ଜାତୀୟସ୍ତରୀୟ ମହିଳା ଶୁଟର କୋନିକାଙ୍କ ଆତ୍ମହତ୍ୟା

ଧନବାଦ: ଜାତୀୟସ୍ତରର ମହିଳା ଶୁଟର କୋନିକା ଲାୟକ ଆଜି କୋଲକାତାରେ ଆତ୍ମହତ୍ୟା କରିଛନ୍ତି । ଝାଡଖଣ୍ଡର ଏହି ତାରକା ଶୁଟରଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କୋଲକାତାରେ ସେ ପ୍ରଶିକ୍ଷଣ ନେଉଥିଲେ । ସ୍ଥାନୀୟ ପୋଲିସ କୋନିକାଙ୍କ ପରିବାରକୁ ଏ ନେଇ ଖବର ଦେଇଥିଲା । ତାଙ୍କ ବାହାଘର…

ଭୋଟର ପରିଚୟପତ୍ର ସହ ସଂଯୋଗ କରାଯିବ ଆଧାର କାର୍ଡ

ନୂଆଦିଲ୍ଲୀ : ଭୋଟର ପରିଚୟପତ୍ର ସହ ସଂଯୋଗ କରାଯିବ ଆଧାର କାର୍ଡ । ନିର୍ବାଚନୀ ସଂସ୍କାର ପାଇଁ ୨୦୧୯ରୁ ଏଭଳି ପ୍ରସ୍ତାବ ଭାରତୀୟ ନିର୍ବାଚନ କମିଶନ ଦେଇଥିବା ବେଳେ, କେନ୍ଦ୍ର କ୍ୟାବିନେଟ ଏହା ଉପରେ ମୋହର ମାରିଛି । ଏହାଦ୍ବାରା ନକଲି ଭୋଟରଙ୍କ ଉପରେ ଅଙ୍କୁଶ ଲାଗିବ । ଖାଲି ସେତିକୁ…

ମହାରାଷ୍ଟ୍ରରେ ଶଗଡ ଦୌଡକୁ ଅନୁମତି ଦେଲେ ସୁପ୍ରିିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶଗଡ ଦୌଡକୁ ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଏଥିନେଇ ମହାରାଷ୍ଟ୍ରରେ ଖୁସିର ଲହରୀ ଖେଳିଯାଇଛି । ପୂର୍ବରୁ ପ୍ରାଣୀ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତରେ ୨୦୧୮ରେ ଏହାକୁ ବମ୍ବେ ହାଇକୋର୍ଟ ବନ୍ଦ କରିଥିଲେ । ପରେ ଏ ନେଇ ସୁପ୍ରିମକୋର୍ଟରେ…

ଅଡିଓ ଟେପ୍ ଜାରି କଲେ ଡାକ୍ତର ସୁମିତ, କହିଲେ ତପସ୍ୱିନୀ ମତେ ବରବାଦ କରିଦେଲା

ବ୍ରହ୍ମପୁର : ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ ସୁମିତ ପାରିବାରିକ କଳହ ମାମଲା । ଏହି ମାମଲାରେ ତପସ୍ୱିନୀ ଅଭିଯୋଗ ଆଣିଥିଲେ ସ୍ୱାମୀ ସୁମିତ କୁଆଡେ ତାଙ୍କୁ ଏକୁଟିଆ ଛାଡି ଚାଲିଯାଇଛନ୍ତି । ହେଲେ ସୁମିତଙ୍କ ଏକ ଅଡିଓ ଏବେ ଗଣମାଧ୍ୟମ ସାମ୍ନାକୁ ଆସିଛି ।ଯେଉଁଥିରେ ସୁମିତ କହୁଛନ୍ତି କି…

ଆର୍ୟନ ମାମାଲ ପରେ ପୁଣି ନିଜ ବିଜନେସକୁ କମବ୍ୟାକ୍ କଲେ ଗୌରୀ ଖାନ , ପୋଷ୍ଟ କଲେ ଭିଡିଓ

ମୁମ୍ବାଇ : ଦୀର୍ଘଦିନ ବ୍ୟବଧାନ ପରେ ପୁଣି ନିଜ ବିଜନେସକୁ କମବ୍ୟାକ କରିଛନ୍ତି ଗୌରୀ ଖାନ୍ । ପୁଅ ଆର୍ୟନ ଡ୍ରଗ୍ ମାମାଲରା ଫସିବା ପରେ ଦୀର୍ଘ ଦିନ ହେଲେ ସୋସିଆଲ ମିଡିଆ ଓ ନିଜ ବିଜନେସରୁ ଦୂରରେ ରହୁଥିଲେ ଗୌରି ଖାନ୍ ।ହେଲେ ଏବେ ଆର୍ୟନଙ୍କ କଣ୍ଟୋଭର୍ସି ମାମଲା ଥମିବା ପରେ ପୁଣି ବାହାରକୁ…

ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲା; ଯୁବତୀଙ୍କ ସଂପୃକ୍ତି ଥିବା ସନ୍ଦେହ

ପୁରୀ : ବ୍ରହ୍ମଗିରି ଚିତ୍ତ ରଞ୍ଜନ ହତ୍ୟା ଘଟଣାରେ ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିଛି । ଚିତ୍ତ ରଞ୍ଜନଙ୍କ ମୃତ ଦେହ ମିଳିଥିବା ସ୍ଥାନ ଆଜି କ୍ରାଇମବ୍ରାଞ୍ଚ ଟିମ୍ ବୁଲି ଦେଖିଥିଲେ । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ତଦନ୍ତ କରୁଥିଲେ । ହେଲେ ଆଜି ଏହି ଘଟଣାକୁ ନେଇ ଏକ…

କୁଲଗାମ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର କୁଲଗାମରେ ଦୁଇ ଆତଙ୍କବାଦୀ ନିପାତ । ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟରରେ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜାମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୁଲଗାମର ରେଡ଼ୱାନୀ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ…