Latest Odisha News

BREAKING NEWS

Browsing Category

ଫିଚର

ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଝାରପଡା ଜେଲରେ NIA ଟିମ୍ କରୁଛି ଜେରା

ଭୁବନେଶ୍ୱର : ଝାରପଡା ଜେଲରେ ପହଁଞ୍ଚିଛନ୍ତି ଏନଆଇଏର ଦୁଇ ଜଣିଆ ଟିମ୍ । ଦୁର୍ଦ୍ଦାନ୍ତ ମାଓନେତା ସୁବାସି ଶଙ୍କରକୁ ଝାରପଡା ଜେଲରେ ଚାଲିଛି ଜେରା । ୨୦୧୨ମାଲକାନଗିରି ଚିତ୍ରକୋଣ୍ଡା ବିସ୍ପୋରଣରେ ବିଏସଏଫ୍ କମାଣ୍ଡୋ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଜେରା ଚାଲିଛି । ସୂଚନା ଅନୁସାରେ…

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ଆସୁଛି ପୌର ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ଜାନୁଆରୀ ଶେଷ ସୁଦ୍ଧା ସବୁ ଜିଲ୍ଲାକୁ ଇଭିଏମ୍ ମେସିନ ପଠାଯିବ । ରାଜ୍ୟରେ ୧୦୫ ପୌରାଞ୍ଚଳ ଓ ୩ ଟି ମହାନଗର ନିଗମରେ ହେବ ମତଦୋନ । କଟକ, ଭୁବନେଶ୍ୱର ,ବ୍ରହ୍ମପୁର ମହାନଗର ନିଗମରେ ମତଦାନ ହେବ । ଏନେଇ ଗଜପତି,…

ଡେଲଟାଠୁ ୫ ଗୁଣା ଅଧିକ ସଂକ୍ରାମକ ଓମିକ୍ରନ୍, ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର: ସାରା ବିଶ୍ୱକୁ ଛାନିଆ କରିଛି ଓମିକ୍ରନ୍ । କରୋନାର ନୂଆ ଷ୍ଟ୍ରେନକୁ ନେଇ ବିଶ୍ୱବ୍ୟାପୀ ହଇଚଇ । ଡେଲଟା ଅପେକ୍ଷା ଓମିକ୍ରନ୍ ୫ ଗୁଣା ଅଧିକ ସଂକ୍ରାମକ । ଏକଥା କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି…

କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଗଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଆଜି ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛି । ମୁମ୍ବାଇରୁ ଟିମ୍ ଇଣ୍ଡିଆ ଜୋହାନ୍ସବର୍ଗ ଯିବ । ବିସିସିଆଇ ଖେଳାଳିମାନଙ୍କ ଫଟୋ ସୋସିଆଲ ସାଇଟରେ ଶେୟାର କରିଛି । ଭାରତ ଏଠାରେ ୮ମ ସିରିଜ ଖେଳିବ । ଏଥର କିଛି ବିଶେଷ କରି ଫେରିବୁ ବୋଲି…

ଜାନୁଆରୀରେ ମହାରାଷ୍ଟ୍ରରେ ଓମିକ୍ରନ୍ ଲହର !

ମହାରାଷ୍ଟ୍ର: ଦେଶରେ ଓମିକ୍ରନ୍ ମାଡୁଛି । ମହାରାଷ୍ଟ୍ରରେ ବଢୁଛି ନୂଆ ଭାରିଆଣ୍ଟ ଜନିତ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪ ଜଣ ପଜିଟିଭ୍ ବାହାରିଥିଲେ । ଦେଶରେ ବର୍ତ୍ତମାନ ସୁଦ୍ଧା ୭୩ ପଜିଟିଭି ବାହାରିଥିବା ବେଳେ ମହାରାଷ୍ଟ୍ରରେ କେବଳ ଏହି ସଂଖ୍ୟା ୩୨ । ବିଶେଷଜ୍ଞ ଆଶଙ୍କା…

ଭାରତରେ ୧୧ ରାଜ୍ୟକୁ ମାଡିଲାଣି ଓମିକ୍ରନ୍

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ କାୟା ମେଲାଉଛି । ପ୍ରତିଦିନି ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଯାଏ ୧୧ ରାଜ୍ୟକୁ ମାଡ଼ିଲାଣି । ଗତ ୨୪ ଘଣ୍ଟାରେ ଦେଶରୁ ୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦାଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ…

୨୪ଘଣ୍ଟାରେ ରାଜ୍ୟରେ ୧୭୩ଜଣ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୮ଜଣ ଓ ସ୍ଥାନୀୟ ସଂକ୍ରମଣ କେସ୍ ରହିଛି ୭୫ଜଣ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୬ଜଣ ପଜିଟିଭ୍ ବାହାରିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

ଜାଡ଼ରେ ଥରୁଛି ଓଡ଼ିଶା: ୨୨ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ଜାଡ଼ରେ ଥରୁଛି ଓଡ଼ିଶା । ଖସୁଛି ପାରଦ । ଶୀତ ବଢୁଛି । ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ୨୨ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗିବାଡ଼ି । ସେଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ…

ଓଡ଼ିଶାର ରାଜବୀର ପାଇଁ ଚିକିତ୍ସା ସହାୟତା ମାଗିଲେ ସୋନୁ ସୁଦ

ମୁମ୍ବାଇ: କନ୍ଧମାଳର କୁନି ପୁଅ ରାଜବୀର ପାଇଁ ସହାୟତା ମାଗିଲେ ବଲିଉଡ ଅଭିନେତା ସୋନୁ ସୁଦ । ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ ସହାୟତା କରିବାକୁ ସେ ଅପିଲ୍ କରିଛନ୍ତି । ରାଜବୀରଙ୍କ ଚିକିତ୍ସା ପାଇଁ ୧୬ କୋଟି ଇଞ୍ଜେକସନ୍ ଦରକାର । ଯାହା ଯୋଗାଡ଼ କରିବା ତାଙ୍କ ପରିବାର ପାଇଁ…

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ନୀତି

ପୁରୀ: ଆଜି ହେଉଛି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ହେଉଛି । ଆଜିଠୁ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଶ୍ରୀମନ୍ଦିରରେ ଏହି ନୀତି ମାସେ ଧରି ଚାଲିବ । ପୌଷମାସରେ ମା’ ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ଏହି ସମୟରେ ମାତା ଯଶୋଦା ପହିଲି ଭୋଗରେ…