Latest Odisha News

BREAKING NEWS

Browsing Category

ଫିଚର

ଉଡ୍ର ଚାରିଟେବୁଲ ଟ୍ରଷ୍ଟର ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର : ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ପୁରୁଣା ବସ୍ତ୍ର ଓ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ । ‘ଥିଲେ ଦିଅ, ନଥିଲେ ନିଅ’ ଆନ୍ଦୋଳନର ପ୍ରବର୍ତ୍ତକ ତଥା ସମାଜସେବୀ ମାୟାଧର ନାୟକଙ୍କ ଅଭିଯାନରେ ଅଣୁପ୍ରାଣୀ ହୋଇ ବାପୁଜୀନଗର ପ୍ୟାରିସ ବେକରୀ ଆଉଟଲେଟରେ ଆନୁଷ୍ଠାନିକ…

କୋର୍ଟର ନିୟମକୁ ଅବମାନନା କଲେ ବ୍ରହ୍ମପୁରର ବଧୂ ତପସ୍ୱିନୀ

ବ୍ରହ୍ମପୁର : କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ନବ ବିବାହିତା ବଧୂ । ଆଜି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ତପସ୍ୱିନୀଙ୍କ ଶୁଣାଣି ହୋଇଛିା କୋର୍ଟ ତପସ୍ୱିନୀଙ୍କୁ ସଖୀ ସୁରକ୍ଷା ଗୃହରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ହେଲେ ତପସ୍ୱିନୀ କୋର୍ଟର ନିୟମକୁ ଅବମାନନା କରିଛନ୍ତି । ସେ…

ଓମିକ୍ରନ ନାମକୁ ନେଇ ଉପୁଜିଲା ବିବାଦ: ଚୀନକୁ ଡରୁଛି କି ହୁ !

ନୂଆଦିଲ୍ଲୀ: କରୋନା ମହାମାରୀର ନୂତନ ଭ୍ୟାରିଆଂଟର ନାମ ଓମିକ୍ରନ ରଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଏହି ନାମକରଣକୁ ନେଇ ଏବେ ବିବାଦ ଉପୁଜିଛି । ନୂତନ ଭ୍ୟାରିଆଂଟର ନାମ ଏନୟୁ କିମ୍ବା ଏକ୍ସଆଇରୁ ଆରମ୍ଭ ହୋଇଥାନ୍ତା । ଅଥଚ ୟୁ ଏହାକୁ ଡେଇଁ ଓମିକ୍ରନ କାହିଁକି ଦେଲା ସେ ନେଇ…

ଦିଲ୍ଲୀରେ ଥମୁନି ପ୍ରଦୂଷଣ, ଆଜିଠୁ ଗଡ଼ିଲା ସିଏନଜି ଓ ଇଲେକ୍ଟ୍ରିକ୍ ଯାନ

ନୂଆଦିଲ୍ଲୀ : ଦିଲ୍ଲୀରେ ଥମୁନି ପ୍ରଦୂଷଣ । ଆଜିଠାରୁ ଲାଗୁ ହୋଇଛି କଡ଼ା ନିୟମ । ଦିଲ୍ଲୀ ଭିତରେ ପ୍ରବେଶ କରିବା ଲାଗି କେବଳ ସିଏନଜି ଓ ଇଲେକ୍ଟ୍ରିକ ଯାନକୁ ମିଳିଛି ଅନୁମତି । ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିର ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ଏହି ନିୟମ ଆସନ୍ତା ଡିସେମ୍ବର ୩ ତାରିଖ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା

ଭୁବନେଶ୍ବର : କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ବାରା କୋରାପୁଟର…

ଟ୍ରିଟମେଣ୍ଟ ପାଇଁ ଜର୍ମାନୀରେ ଅନିଲ କପୁର, ଶେୟାର କଲେ ଭିଡିଓ ,କହିଲେ ଆଜି ଚିକିତ୍ସାର ଶେଷ ଦିନ

ମୁମ୍ବାଇ: ବଲିଉଡର ଫିଟନେସ୍ ଏଭରଗ୍ରୀନ୍ ଷ୍ଟାର ଅନିଲ କପୁର ଏବେ ରୋଗରେ ପୀଡିତ । ଅନୀଲ କପୁର ନିଜ ରୋଗର ଟ୍ରିଟମେଣ୍ଟ ପାଇଁ ଜର୍ମୀନୀ ଯାଇଛନ୍ତି । ସେଠାରୁ ସେ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ହେଲେ ଭିଡିଓରେ ତାଙ୍କର କ୍ୟାପସନ ଦେଖି ଏବେ ଚିନ୍ତାରେ ପଡି ଯାଇଛନ୍ତି…

ବୈଜୁ ବାୱାରାରେ ତାନସେନ ହେବେ ଅଜୟ !

ମୁମ୍ବାଇ: ସଞ୍ଜୟ ଲୀଲା ଭଁସାଲୀଙ୍କ ବୈଜୁ ବାୱାରା ଫିଲ୍ମରେ ଅଜୟ ଦେବଗାନ ତାନସେନଙ୍କ ଭୂମିକା କରିବାକୁ ଯାଉଛନ୍ତି । ତେବେ ଏଥିନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ୧୯୫୨ରେ ବିଜୟ ଭଟ୍ଟ ଦ୍ୱାରା ନିର୍ମିତ ଏହି କ୍ଲାସିକ ମୁଭିର ରିମେକରେ ରଣବୀର ସିଂ ମୁଖ୍ୟ ଭୂମିକା ଗ୍ରହଣ…

ଅକ୍ଷରଙ୍କୁ ୫ ଉଇକେଟ, ଭାରତ ୬୩ ରନରେ ଅଗ୍ରଣୀ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ସୁବିଧାଜନକ ସ୍ଥିତିରେ ରହିଛି । ଦ୍ୱିତୀୟ ଇନିଂସରେ ଭାରତ ୧ ଉଇକେଟ ବିନିମୟରେ ୧୪ ରନ କରି ଓଭରାଲ ୬୩ ରନର ଅଗ୍ରଣୀ ହାସଲ କରିଛି । ପୂର୍ବରୁ ଭାରତର…

ଦେଖନ୍ତୁ ଭିଡିଓ : ନବରଙ୍ଗପୁରରେ ମନ୍ତ୍ରୀ ନବ ଦାସ ଓ ମନ୍ତ୍ରୀ ତୁଷାରକାନ୍ତିଙ୍କୁ ଅଣ୍ଡାମାଡ

ନବରଙ୍ଗପୁର : ପୁଣି ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ । ନବରଙ୍ଗପୁର ଜିଲ୍ଲାରେ ମନ୍ତ୍ରୀ ନବ ଦାସ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ଯିବେ ବେଳେ ତାଙ୍କ ଗାଡି ଉପରପକୁ ଅଣ୍ଡା ମାଡ କରିଛନ୍ତି ବିଜେପି କର୍ମୀମାନେ । ଦୁଇ ମନ୍ତ୍ରୀ ଓ ସର୍କିଟ ହାଉସରୁ ବାହାରି ସଭା…

ଟ୍ରାକ୍ଟର ରାଲୀ ସ୍ଥଗିତ ରଖିଲେ ସଂଯୁକ୍ତ କୃଷକ ମୋର୍ଚ୍ଚା

ନୂଆଦିଲ୍ଲୀ: ସଂଯୁକ୍ତ କୃଷକ ମୋର୍ଚ୍ଚା ଟ୍ରାକ୍ଟର ରାଲୀକୁ ସ୍ଥଗିତ ରଖିଛନ୍ତି । କୃଷି ଆଇନ ପ୍ରତ୍ୟାହାର ନେଇ ସଂସଦରେ ବିଲ ଉପସ୍ଥାପନ ହେବାର ୨ ଦିନ ପୂର୍ବରୁ କୃଷକମାନେ ଏହି ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିବା ପରେ ମଧ୍ୟ ଟ୍ରାକ୍ଟର ରାଲୀ କରାଯିବ ବୋଲି…