Latest Odisha News

BREAKING NEWS

Browsing Category

ଫିଚର

ଭିକ୍କି-କ୍ୟାଟ୍ରିନା ବାହାଘରରେ ଯୋଗ ଦେବେ ଶାହାରୁଖ

ମୁମ୍ବାଇ: ପୁତ୍ର ଆର୍ଯ୍ୟନ ଡ୍ରଗ୍ସ କେସରେ ଫସିବା ପରେ ବଲିଉଡ ଅଭିନେତା ଶାହାରୁଖ ଖାଁ ପ୍ରଶଂସକ ଓ ମିଡିଆଠାରୁ ଦୂରେଇ ରହିଥିଲେ । ଆର୍ଯ୍ୟନ ନିର୍ଦ୍ଦୋଷ ପ୍ରମାଣିତ ହୋଇ ଜାମିନ ପାଇବା ପରେ ଶାହାରୁଖଙ୍କ ମନ ଖୁସି ରହିଛି । ରିପୋର୍ଟ ମୁତାବକ ଡିସେମ୍ବରରେ ହେବାକୁ ଥିବା ଭିକ୍କି କୌଶଲ ଓ…

ମାର୍ଚ୍ଚରେ ମହାରାଷ୍ଟ୍ରରେ ହେବ ବିଜେପି ସରକାର : ନାରାୟଣ

ମୁମ୍ବାଇ: ମହାରାଷ୍ଟ୍ର ପୂର୍ବ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀ ନାରାୟଣ ରାଣେ ଶୁକ୍ରବାର କହିଛନ୍ତି ଯେ, ମାର୍ଚ୍ଚ ମାସ ସୁଦ୍ଧା ମହା ବିକାଶ ଅଘାଡି ସରକାର ଭାଙ୍ଗିଯିବ । ଏହା ପରେ ବିଜେପି ସରକାର ଗଠନ କରିବ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦେହ ଭଲ ନ ଥିବାରୁ ତାଙ୍କ ଉପରେ ଏବେ…

କର୍ଣ୍ଣାଟକ ମେଡ଼ିକାଲ କଲେଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି

କର୍ଣ୍ଣାଟକ: କର୍ଣ୍ଣାଟକ ଧାରୱାଡ଼ର ମେଡ଼ିକାଲ କଲେଜରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୁରୁବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ଥିଲା । ଆଜି ଆଉ ୧୧୬ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ଏହାସହ କଲେଜରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୨ରେ ପହଞ୍ଚିଛି । ଏହି…

ଜମ୍ମୁ କଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ଭାରତୀୟ ସେନା, ପାକିସ୍ତାନୀ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା । ଗୁରୁବାର ବିଳମ୍ବିତ ରାତିରେ ପୋଞ୍ଚ ଅନ୍ତର୍ଗତ ଭୀମବର୍ ଗଲି ଅଞ୍ଚଳରେ ନିୟନ୍ତ୍ରଣ ରେଖା ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କଲେ ଭାରତୀୟ ସେନାର ଯବାନ । ଭାରତୀୟ ଯବାନ ମାନେ…

ବଲାଙ୍ଗୀରରେ ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

ବଲାଙ୍ଗୀର : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ବଲାଙ୍ଗୀର ଜିଲ୍ଲାରେ ରାସ୍ତା କଡର ଅଳିଆ ଗଦାରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଶିଶୁ କନ୍ୟାକୁ ରାତି ୧୨ ଟା ପାଖାପାଖି ସମୟ ହେବ କେହି ଅଳିଆ ଗଦାରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସୁଦପଡା ଫାଟକ ଓଭରବ୍ରିଜ…

ବାଲେଶ୍ୱରରେ BSKY ସ୍ମାର୍ଟ କାର୍ଡ଼ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଡ଼ ଦ୍ୱାରା ଜିଲ୍ଲାର ୨୦ଲକ୍ଷ ଲୋକ ଉପକୃତ ହେବେ । ବାଲେଶ୍ୱରବାସୀଙ୍କୁ ୧୪୭୬କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୩୭୬କୋଟି…

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ଗୁରୁତର

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ମଦେଡ଼ ଥାନା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଡ଼ିଆରଜି ବାହିନୀ ପକ୍ଷରୁ…

ଏଠି ଖଟରେ ଶୋଇବା ମନା, ବିଶ୍ୱାସ ନା ଅନ୍ଧବିଶ୍ୱାସ ?

ନୂଆପଡ଼ା: ଧନୀ ହେଉ କି ଗରିବ ମଣିଷକୁ ନିଦ ଲାଗିଲେ ଶୋଇବାକୁ ଖଟ କିମ୍ବା ପଲଙ୍କ ଖୋଜେ । ହେଲେ ଏବେବି ଏମିତି ଏକ ଗାଁ ଅଛି ଯେଉଁଠି କାହିଁ କେଉଁ କାଳରୁ ଖଟ ବ୍ୟବହାର ହୁଏନାହିଁ । ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ନୂଆପଡ଼ା ଜିଲ୍ଲାର କୋଟଗାଁ । ଜିଲ୍ଲା ସଦର ମହକୁମାଠାରୁ ଶହେ ପାଞ୍ଚ କି.ମି…

୬୪ ବର୍ଷ ପରେ ଜଣେ ପେସ ବୋଲର ଭାବେ ଅଷ୍ଟ୍ରେଲିଆ ଅଧିନାୟକ ହେଲେ କୁମିନ୍ସ

ମେଲବୋର୍ଣ୍ଣ: ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଆଶେସ ସିରିଜ ପାଇଁ ପେସ ବୋଲର ପ୍ୟାଟ କୁମିନ୍ସଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିୟୋଜିତ କରାଯାଇଛି । ୬୪ ବର୍ଷ ପରେ ଜଣେ ପେସ ବୋଲର ଭାବେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି । ୧୯୫୬ରେ ରେ…

ଡେବ୍ୟୁ ଟେଷ୍ଟରେ ସେଞ୍ଚୁରୀ ମାରିଲେ ଶ୍ରେୟସ

କାନପୁର: ନ୍ୟୁଜିଲାଣ୍ଡ ଆଗରେ ପାଚେରୀ ହୋଇ ଠିଆ ହେଲେ ଶ୍ରେୟସ ଆୟାର । ପ୍ରଥମ ଟେଷ୍ଟରେ ମାରିଲେ ଶତକ । ଡେବ୍ୟୁ ମ୍ୟାଚରେ ସେଞ୍ଚୁରୀ ମାରିଛନ୍ତି ଶ୍ରେୟସ ଆୟାର୍ । ମାତ୍ର ୧୫୭ ବଲ୍ ଖେଳି ଟେଷ୍ଟ କ୍ୟାରିୟରରେ ପ୍ରଥମ ଶତକ ନିଜ ନାଁରେ କରିଛନ୍ତି । ଗତକାଲି ୭୫ ରନ୍ କି ନଟଆଉଟ୍ ଥିଲେ ଶ୍ରେୟସ ।…