Latest Odisha News

BREAKING NEWS

Browsing Category

ଫିଚର

ଆରଆରଆରରେ ଅଜୟଙ୍କୁ ୧୫ ଓ ଆଲିୟାଙ୍କୁ ମିଳିଛି ୮ମିନିଟର ଭୂମିକା !

ମୁମ୍ବାଇ: ରାଜାମୌଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ଆରଆରଆର ଫିଲ୍ମ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ମାଧ୍ୟମରେ ଆଲିୟା ଭଟ୍ଟ ଦକ୍ଷିଣ ଭାରତ ଫିଲ୍ମରେ ପଦାର୍ପଣ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମରେ ତାଙ୍କୁ ମାତ୍ର ୮ ମିନିଟର ରୋଲ…

ତଦନ୍ତ ପରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ପଦୋନ୍ନତି ବାତିଲ

ଭୁବନେଶ୍ୱର : ମିଛ ଯୋଗ୍ୟତା ପ୍ରମାଣ ପତ୍ର ମାମଲାରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ପଦୋନ୍ନତି ବାତିଲ। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତି ବାତିଲ କରିଛନ୍ତି। ପଦୋନ୍ନତି ବାତିଲ କରିବା ପୂର୍ବରୁ…

ବୌଦ୍ଧ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବୌଦ୍ଧ ଜିଲ୍ଲାରେ ସ୍ବାସ୍ଥ୍ୟସେବାରେ ବିପ୍ଲବ । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୩ ଲକ୍ଷ ୭୨ ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୧୯ଟି ଜିଲ୍ଲାର…

ସମାଜସେବୀ ଆନ୍ନା ହଜାରେ ଅସୁସ୍ଥ

ପୁଣେ: ସମାଜସେବୀ ତଥା ଗାନ୍ଧିବାଦୀ ନେତା ଆନ୍ନା ହଜାରେ ଆଜି ଅସୁସ୍ଥ ହୋଇ ପଡିଛନ୍ତି । ସେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ୮୪…

ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ସେବା ପାଇଁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଦିଲ୍ଲୀ : ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ଉଡାଣ ଲୋକମାନଙ୍କ ଦୀର୍ଘ ଦିନର…

ପ୍ରଧାନମନ୍ତ୍ରୀ ହେବାର ୧୨ ଘଂଟା ମଧ୍ୟରେ ଇସ୍ତଫା ଦେଲେ ସ୍ୱୀଡେନର ମାଗଡାଲେନା ଆଣ୍ଡରସନ

ଷ୍ଟକହୋମ: ସ୍ୱୀଡେନର ରାଜନୀତି ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ କାରଣ ସାଜିଛି । ଗତକାଲି ପ୍ରଥମ ମହିଳା ଭାବେ ମାଗଡାଲେନା ଆଣ୍ଡରସନ ନିର୍ବାଚିତ ହେବାର ୧୨ ଘଂଟା ମଧ୍ୟରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ଲେଫ୍ଟ ପାର୍ଟି ଓ ସେଂଟର ପାର୍ଟି ସହଯୋଗରେ ସରକାର ଗଠନ କରିଥିଲେ । ତେବେ ଆଜି…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ, ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

ବାଲେଶ୍ବର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଉଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ଏହି ଅବସରରେ ଆସନ୍ତାକାଲି ବାଲେଶ୍ବର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ…

କୋର୍ଟ ମନା କରିବା ସତ୍ୱେ ପୁନର୍ବାର ୱାଙ୍ଖେଡଙ୍କ ବିପକ୍ଷରେ ମୁହଁ ଖୋଲିଲେ ନୱାବ

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକ ଓ ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କୁ ନେଇ ବିବାଦ ଥମିବାର ନାମ ଧରୁନି । ଗୁରୁବାର ମାଲିକ ଅଭିଯୋଗ କରିଛନ୍ତି ଯେ, ୱାଙ୍ଖେଡଙ୍କ ମାଆ ଜାହିଦାଙ୍କ ନାମରେ ପରେ ୨ଟି ମୃତ୍ୟୁ ପ୍ରମାଣପତ୍ର ରହିଛି । ଗୋଟିକରେ ହିନ୍ଦୁ ଏବଂ ଅନ୍ୟଟିରେ ମୁସଲମାନ…

ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ ‘contours of my life’ ଉନ୍ମୋଚିତ

ଭୁବନେଶ୍ବର : ଉନ୍ମୋଚିତ ହୋଇଛି ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ contours of my life । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଓଡିଶୀ ନୃତ୍ୟ, ସଙ୍ଗୀତ, ବିଜ୍ଞାନ, ଗବେଷଣା, ନାରୀ ସ୍ବାଧୀନତା ତଥା ସମସାମୟିକ ଘଟଣାବଳୀ ଉପରେ…

ମୟୂରଭଞ୍ଜରୁ ବଜ୍ରକାପ୍ତା ଉଦ୍ଧାର, ଜଣଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ-ନାଲଦା ରାସ୍ତାର ମହୁଲଦିଆ ନିକଟରୁ ଜବତ ହୋଇଛି ଜୀବନ୍ତ ବଜ୍ରକାପ୍ତା । ବିକ୍ରି ପାଇଁ ଅଣା ଯାଇଥିବା ବଜ୍ରକାପ୍ତାକୁ ଉଦ୍ଧାର କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସଟିଏଫ୍ ଚଢ଼ାଉ କରି ବଜ୍ରକାପ୍ତା…