Latest Odisha News

BREAKING NEWS

Browsing Category

ଫିଚର

ଭାରତୀୟ କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ ଅନୁମତି ଦେଲା ନ୍ୟୁଜିଲାଣ୍ଡ

ଦିଲ୍ଲୀ : ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତର କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ କୁ ଅନୁମତି ଦେଲା ନ୍ୟୁଜିଲାଣ୍ଡ।  ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ଅନୁମତି ଦେବା ପରେ ଏବେ ଗୋଟିଏ ପରେ ଗୋଟିଏ ଦେଶ ଭାରତୀୟ ଟିକାକୁ ଅନୁମତି ଦେଇ ଚାଲିଛନ୍ତି । ନ୍ୟୁଜିଲାଣ୍ଡ ସରକାର ମଧ୍ୟ ଏହି ଟିକାକୁ…

କୁଲଗାମ ଜିଲ୍ଲାରେ ଏନକାଉଣ୍ଟର, ୪ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର: ଭାରତୀୟ ସେନାଙ୍କ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ । ଜାମ୍ମୁ-କାଶ୍ମୀର କୁଲଗାମ ଜିଲ୍ଲା ପୋମବାଇ ଏବଂ ଗୋପାଲପୋରାରେ ଏନକାଉଣ୍ଟର କରିଛି ଭାରତୀୟ ସେନା । ଏହି ଏନକାଉଣ୍ଟର ଚାଲିଥିବାବେଳେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ-କାଶ୍ମୀର ପୋଲିସ…

ତାମିଲନାଡୁରେ ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ରାହ୍ମଣ ଯୁବକଙ୍କ ପାଇଁ କନ୍ୟା ମିଳୁନି !

ମାଡ୍ରାସ: ତାମିଲନାଡୁରେ ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ରାହ୍ମଣ ଯୁବକଙ୍କ ପାଇ ନିଜ ଜାତିରେ କନ୍ୟା ମିଳୁ ନାହାନ୍ତି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଏବେ ସେମାନେ ବିହାର ଏବଂ ଉତରପ୍ରଦେଶ ବ୍ରାହ୍ମଣ ଘରୁ କନ୍ୟା ଖୋଜିବା ଆରମ୍ଭ କରିଛନ୍ତି । ତାମିଲନାଡୁ ବ୍ରାହ୍ମଣ ଆସୋସିଏଶନ ଅଧ୍ୟକ୍ଷ…

ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ହେଲେ ସୌରଭ ଗାଙ୍ଗୁଲି

ଦିଲ୍ଲୀ: ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ହେଲେ ସୌରଭ ଗାଙ୍ଗୁଲି । ବୁଧବାର ଆଇସିସି ଗଭର୍ଣ୍ଣିଂ ବଡ଼ି ପକ୍ଷରୁ ଏହି ସୂଚନା ମିଳିଛି । ଅନିଲ କୁମ୍ଭଲେଙ୍କ ସ୍ଥାନରେ ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ଏହି ପଦ । ଏହା ପୂର୍ବରୁ ଆଇସିସି ଅଧ୍ୟକ୍ଷ ପଦରେ ଅନୀଲ କୁମ୍ବଲେ ଥିଲେ । ୨୦୧୨ରେ ଏହି…

[ଭିଡିଓ] ଭଦ୍ରକ ଷୋଳମପୁରରୁ ଉଦ୍ଧାର ହେଲା ୮ ଟି ବୌଦ୍ଧ ସ୍ତୁପ ଓ ୫୦ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର

ଭଦ୍ରକ : ମାଟିତଳୁ ଉଦ୍ଧାର ହେଲା ବହୁ ପୁରାତନ ବୌଦ୍ଧ ସ୍ତୁପ ଓ ୫୦ ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମଣିନାଥପୁର ଗାଁ ବୈତରଣୀ ନଦୀ କୂଳରୁ ପ୍ରାଚୀନ ମାଟିପାତ୍ର ଉଦ୍ଧାର କରାଯାଇଛି । ସେସବୁ ସ୍ଥାନୀୟ ଗେବେଷକ…

ଇରାନ ମହିଳା ଫୁଟବଲ ଟିମରେ ପୁରୁଷ ଖେଳାଳି !

ନୂଆଦିଲ୍ଲୀ: ଇରାନ ମହିଳା ଫୁଟବଲ ଟିମରେ ପୁରୁଷ ଖେଳାଳି ରହିଥିବା ନେଇ ଅଭିଯୋଗ ଆଣିଛି ଜୋର୍ଡାନ । ଇରାନ ଟିମର ଜଣେ ଖେଳାଳିଙ୍କ ବିରୁଦ୍ଧରେ ଏ ନେଇ ତଦନ୍ତ କରିବାକୁ ଏଏଫସି ନିକଟରେ ଜୋର୍ଡାନ ବିଧିବଦ୍ଧ ଭାବେ ଆବେଦନ କରିଛି । ନିକଟରେ ଜୋର୍ଡାନ ୪-୨ ଗୋଲରେ ଇରାନକୁ ହରାଇ ଏସିଆ କପ ପାଇଁ…

ଜମ୍ମୁ-କଶ୍ମୀରରେ କଂଗ୍ରେସକୁ ଝଟକା, ଇସ୍ତଫା ଦେଳେ ଗୁଲାମ ନବୀ ଆଜାଦଙ୍କ ସମର୍ଥକ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ କଂଗ୍ରେସକୁ ବୁଧବାର ବଡ ଝଟକା ଲାଗିଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ପରୋକ୍ଷରେ ବିଦ୍ରୋହର ବିଗୁଲ ଫୁଙ୍କିଛନ୍ତି । ଆଜାଦଙ୍କ ଗ୍ରୁପର ଅଧିକାଂଶ ପଦାଧିକାରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ପ୍ରଦେଶ କଂଗ୍ରେସ…

ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ଼୍ ପଜିଟିଭ୍ ହେବା ପରେ ସେ ବର୍ତ୍ତମାନ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଚାଲିଛି ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କାମ ଚାଲିଛି ।ଏହି ସମୟରେ ସମସ୍ତେ ନିଜର ନିଜର ଭୋଟର ଆଇଡି ସଂଶୋଧନ ବାତିଲ ଆଦି କାର୍ଯ୍ୟ ନେଇ ଆବେଦନ କରିପାରିବେ ପ୍ରାଥମିକ ଭିତ୍ତିରେ ସମସ୍ତଙ୍କ ଆବେଦନକୁ ଗ୍ରହଣ କରାଯିବ । ।ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ…

ସାତ ଦିନ ପରେ ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ସବ୍ ଇଞ୍ଜିନିୟର ଅଜୟ ରୋଶନ

ମାଲକାନଗିରି: ସାତ ଦିନ ପରେ ମାଓବାଦୀଙ୍କ କବଜାରୁ ମୁକୁଳିଲେ ଅପହୃତ ଇଞ୍ଜିନିୟର ଅଜୟ ରୋଶନ ଲାକ୍ରା । ପ୍ରଜାକୋର୍ଟରେ ଶତାଧିକ ଆଦିବାସୀଙ୍କ ସମ୍ମୁଖରେ ମୁକ୍ତ କଲା ଲାଲବାହିନୀ । ଏହି ସମୟରେ ଇଞ୍ଜିନିୟରଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସେ ବିଜାପୁର…