Latest Odisha News

BREAKING NEWS

Browsing Category

ଫିଚର

ଭାରତର କଡା ଆଭିମୁଖ୍ୟ: ବ୍ରିଟେନ ନାଗରିକଙ୍କୁ ୧୦ ଦିନ କ୍ୱାରେଂଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଭାରତ ସରକାର ଆଜି ବ୍ରିଟେନ ବିପକ୍ଷରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ବ୍ରିଟେନ ନାଗରିକ ଭାରତ ଆସିଲେ ସେମାନଙ୍କୁ ୧୦ ଦିନ କ୍ୱାରେଂଟାଇନ ରହିବା ବାଧ୍ୟତାମୂଳକ କରାଯାଇଛି । ଏପରିକି ଟୀକା ନେଇଥିଲେ ମଧ୍ୟ ଏହି ନିୟମ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି । କରୋନା ମହାମାରୀ ନେଇ…

ଖବରକାଗଜରେ ଗାନ୍ଧୀ ମୂର୍ତ୍ତି

ପୁରୀ : ଗାନ୍ଧୀ ଜୟନ୍ତି ଉପଲକ୍ଷେ ଖବର କାଗଜରେ ନିଆରା ଶୁଭେଚ୍ଛା ବାର୍ତ୍ତା । ପୁରୀ ଦତ୍ତାତୋଟ ଜଗନ୍ନାଥ ଲେନର ସୂଯ୍ୟକାନ୍ତ ଦାସ ଖବର କାଗଜରେ ଗାନ୍ଧୀଙ୍କ ମୂର୍ତ୍ତି କରି ଶୁଭେଚ୍ଛା ଜଣାଇଛନ୍ତି । ଏହି ମୂର୍ତ୍ତି କୁ ତିଆରି କରିବା ପାଇଁ ୨ ଦିସ୍ତା ଖବର କାଗଜ ବ୍ୟବହାର ହୋଇଛି । ପ୍ରାୟ ସାତ…

ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଅବସର ନେଲେ ୨ଦିନରେ ୩ ସିନିୟର ହକି ଖେଳାଳି

ଭୁବନେଶ୍ୱର: ଭାରତୀୟ ହକି ଦଳର ଫରୱାର୍ଡ ଖେଳାଳି ୩୨ ବର୍ଷୀୟ ଏସଭି ସୁନୀଲ ଆଜି ହକିକୁ ଅଲବିଦା କହିଛନ୍ତି । ଦୀର୍ଘ ଦିନ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ପରେ ଏବେ ଜଣଙ୍କ ପରେ ଜଣେ ଏଥିରୁ ଅବସର ନେବା ଆରମ୍ଭ କରିଛନ୍ତି । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ୨…

ମାଂଉଟ ତ୍ରିଶୁଳ ଆରୋହଣ କରିବା ଯାଇଥିବା ନୌସେନାର ୧୦ ପର୍ବତାରୋହୀ ହିମସ୍ଖଳନରେ ନିଖୋଜ

ଉତରକାଶୀ: ଭାରତୀୟ ନୌସେନାର ଗୋଟିଏ ଟିମ ଉତରାଖଣ୍ଡର ମାଂଉଟ ତ୍ରିଶୁଳ ଆରୋହଣ କରୁଥିବା ବେଳେ ହିମସ୍ଖଳନ ଯୋଗୁ ଦୁର୍ଘଟଣାର ଶୀକାର ହୋଇଛନ୍ତି । ପ୍ରାରମ୍ଭିକ ରିପୋର୍ଟରେ ୧୦ଜଣ ପର୍ବତାରୋହୀ ନିଖୋଜ ହୋଇ ଯାଇଥିବା ଜଣାପଡିଛି । ୧୫ ଦିନ ପୂର୍ବେ ଏହି ପର୍ବତ ଆରୋହଣ କରିବା ପାଇଁ ୨୦ ଜଣିଆ ଦଳ…

କେରଳର ନଟବରଲାଲ: ନକଲି ମ୍ୟୁଜିୟମ କରି ଠକିନେଲା ୧୦କୋଟି

କୋଚି: ନକଲି ମ୍ୟୁଜିୟମ କରି କେରଳର ଜଣେ ୫୪ ବର୍ଷୀୟ ପ୍ରୌଢ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି । ୫୪ ବର୍ଷୀୟ ମୋନସନ ମାଭୁଙ୍କଲ ଆଂଟିକ ପଦାର୍ଥର ମ୍ୟୁଜିୟମ କରିଥିଲେ । ଏଥିରେ ଟିପୁ ସୁଲତାନଙ୍କ ସିଂହାସନ, ଯୀଶୁ ଖ୍ରୀଷ୍ଟଙ୍କ ପୋଷାକ ଓ ପ୍ୟାଗମ୍ବର ମହମ୍ମଦଙ୍କ ବ୍ୟବହୃତ ପଦାର୍ଥ…

୮ ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍କାନାଳ : ଘରେ ପଶିଲା ଅଜଗର ସାପ । ୮ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଲା ସ୍ନେକ ହେଲପ ଲାଇନ । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କୁରୁମିଠା ଗ୍ରାମର ରୋହିତ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଅଜଗର ସାପ ପଶିଯାଇଥିଲା। ଫଳରେ ରୋହିତଙ୍କ  ପରିବାର ଲୋକେ ଭୟଭୀତ ହୋଇ ସ୍ନେକ ହେଲପ ଲାଇନ…

ଆରପାରିରେ ବିଶିଷ୍ଟ ସାହିତ୍ୟିକ ରାଜ କିଶୋର ମିଶ୍ର

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ତଥା ପ୍ରଫେସର ରାଜ କିଶୋର ମିଶ୍ରଙ୍କ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଏନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ପ୍ରଫେସର ମିଶ୍ର ତିନୋଟି ଭାଷାରେ…

ଏଟଲୀଙ୍କ ଫିଲ୍ମରେ ଶାହାରୁଖଙ୍କ ଡବଲ ରୋଲ !

ମୁମ୍ବାଇ:ବଲିଉଡ ବାଦଶାହ ଭାବେ ପରିଚିତ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢ଼ିବାରେ ଲାଗିଛି । ସିଦ୍ଧାର୍ଥ ଆନନ୍ଦଙ୍କ ପଠାନ ପରେ ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ମାତା ଅଟଲୀଙ୍କ ସହ ଶାହାରୁଖ ଖାଁ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ…

ଚୋରି ହୋଇଥିବା ସୁନା ଗହଣା ଫେରାଇଲା ପୋଲିସ

ଭଦ୍ରକ : ଚୋରି ହୋଇଥିବା ସୁନା ଗହଣାକୁ ଫେରି ପାଇଲେ ଲୋକ । ଘର ଲୋକଙ୍କୁ ଡାକି ଚୋରି ହୋଇଥିବା ସାମଗ୍ରୀକୁ ଫେରାଇଛି ପୋଲିସ । ଚୋର ମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ରୂପା ଜବତ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଉଦ୍ଧାର କରାଯାଇଥିବା ଏହି ଚୋରି ସାମଗ୍ରୀକୁ ୯ ଜଣ ପରିବାର…

ଫ୍ରି ଫାୟାର ଗେମ୍ ନେଲା ନବମ ଣ୍ରେଣୀ ଛାତ୍ରଙ୍କ ଜୀବନ

କେନ୍ଦୁଝର : ଘଷିପୁରା ଥାନା ଇନ୍ଦୁପୁରା ଗାଁରେ ଅଭାବନୀୟ ଘଟଣା । ଫ୍ରି ଫାୟାର ଗେମ୍ ନେଲା ଜଣେ ଛାତ୍ରର ଜୀବନ । ମୃତ ଛାତ୍ର ଜଣକ ହେଲେ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ଜେନା । ସୌମ୍ୟ ଆଜି ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳିବାକୁ ମା’ଙ୍କୁ ମୋବାଇଲ୍…