Latest Odisha News
Browsing Category

ଫିଚର

୮ ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍କାନାଳ : ଘରେ ପଶିଲା ଅଜଗର ସାପ । ୮ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଲା ସ୍ନେକ ହେଲପ ଲାଇନ । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କୁରୁମିଠା ଗ୍ରାମର ରୋହିତ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଅଜଗର ସାପ ପଶିଯାଇଥିଲା। ଫଳରେ ରୋହିତଙ୍କ  ପରିବାର ଲୋକେ ଭୟଭୀତ ହୋଇ ସ୍ନେକ ହେଲପ ଲାଇନ…

ଆରପାରିରେ ବିଶିଷ୍ଟ ସାହିତ୍ୟିକ ରାଜ କିଶୋର ମିଶ୍ର

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ତଥା ପ୍ରଫେସର ରାଜ କିଶୋର ମିଶ୍ରଙ୍କ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଏନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ପ୍ରଫେସର ମିଶ୍ର ତିନୋଟି ଭାଷାରେ…

ଏଟଲୀଙ୍କ ଫିଲ୍ମରେ ଶାହାରୁଖଙ୍କ ଡବଲ ରୋଲ !

ମୁମ୍ବାଇ:ବଲିଉଡ ବାଦଶାହ ଭାବେ ପରିଚିତ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢ଼ିବାରେ ଲାଗିଛି । ସିଦ୍ଧାର୍ଥ ଆନନ୍ଦଙ୍କ ପଠାନ ପରେ ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ମାତା ଅଟଲୀଙ୍କ ସହ ଶାହାରୁଖ ଖାଁ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ…

ଚୋରି ହୋଇଥିବା ସୁନା ଗହଣା ଫେରାଇଲା ପୋଲିସ

ଭଦ୍ରକ : ଚୋରି ହୋଇଥିବା ସୁନା ଗହଣାକୁ ଫେରି ପାଇଲେ ଲୋକ । ଘର ଲୋକଙ୍କୁ ଡାକି ଚୋରି ହୋଇଥିବା ସାମଗ୍ରୀକୁ ଫେରାଇଛି ପୋଲିସ । ଚୋର ମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ରୂପା ଜବତ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଉଦ୍ଧାର କରାଯାଇଥିବା ଏହି ଚୋରି ସାମଗ୍ରୀକୁ ୯ ଜଣ ପରିବାର…

ଫ୍ରି ଫାୟାର ଗେମ୍ ନେଲା ନବମ ଣ୍ରେଣୀ ଛାତ୍ରଙ୍କ ଜୀବନ

କେନ୍ଦୁଝର : ଘଷିପୁରା ଥାନା ଇନ୍ଦୁପୁରା ଗାଁରେ ଅଭାବନୀୟ ଘଟଣା । ଫ୍ରି ଫାୟାର ଗେମ୍ ନେଲା ଜଣେ ଛାତ୍ରର ଜୀବନ । ମୃତ ଛାତ୍ର ଜଣକ ହେଲେ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ଜେନା । ସୌମ୍ୟ ଆଜି ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳିବାକୁ ମା’ଙ୍କୁ ମୋବାଇଲ୍…

ପାକିସ୍ତାନ ସାମ୍ବାଦିକଙ୍କ ଚାଂଚଲ୍ୟକର ବୟାନ, ଲାଡେନଙ୍କୁ ମରାଯିବାର ମିଛ ନାଟକ କରିଥିଲା ଆମେରିକା

ଇସଲାମବାଦ: ତାଲିବାନ ହାତରେ ଆଫଗାନିସ୍ତାନକୁ ଟେକି ଦେଇ ଆମେରିକା ତାର ରାସ୍ତା ଦେଖିଛି । ଏହା ମଧ୍ୟରେ ଏବେ ଏକ ଚାଂଚଲ୍ୟକର ବୟାନ ଆସିଛି । ପାକିସ୍ତାନ ଜଣେ ସାମ୍ବାଦିକ ଦୃଢ଼ତା ସହାକାରେ କହିଛନ୍ତି ଓସାମା ବିନ ଲାଡେନଙ୍କୁ ଆମେରିକା ମାରି ନାହିଁ । ଦୁନିଆ ଆଖିରେ ଧୂଳି ପକାଇବା ପାଇଁ…

ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ, କୋଟିଆ ନେରେଡିବାଲସାରେ ଲାଗିଲା ଓଡ଼ିଆ ନାମଫଳକ

କୋରାପୁଟ : ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ । କୋଟିଆରେ ଲାଗିଲା ଓଡ଼ିଆ ନାମ ଫଳକ । ଗତ ୨୭ ତାରିଖ ରାତିରେ ବିବାଦୀୟ କୋଟିଆରେ ଓଡ଼ିଶା ପକ୍ଷରୁ ଲଗାଯାଇଥିବା ନାମଫଳକୁ ହଟାଇ ଦେଇଥିଲା ଆନ୍ଧ୍ର । ଆଉ ଆଜି କୋରାପୁଟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ପଟାଙ୍ଗି ବ୍ଲକ ପ୍ରଶାସନ ୩ଟି ଗ୍ରାମରୁ…

ତିନି ଯୋଡ଼ା ସ୍ବତନ୍ତ୍ର ଟ୍ରେନର ପୁନଃ ଚଳାଚଳ

ଭୁବନେଶ୍ବର : ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା । ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ତିନି ଯୋଡା ଟ୍ରେନର ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳବାଇ । କଟକ-ପୁରୀ-କଟକ, କଟକ-ଭଦ୍ରକ-କଟକ ଏବଂ କଟକ-ପାରାଦୀପ-କଟକ ସ୍ବତନ୍ତ୍ର ଟ୍ରେନକୁ ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି…

ବୈପାରିଗୁଡା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ

କୋରାପୁଟ : ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ଏହି ରାୟ ପ୍ରକାଶ ପାଇଥିଲ। ଅଭିଯୁକ୍ତକୁ ବୈପାରିଗୁଡା ଥାନା ଅନ୍ତର୍ଗତ ଦିସାରିଗୁଡାର ବୈଦନାଥ କୁମାରଙ୍କୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଆର୍ଥିକ…

ମହାମାରୀ କରୋନା ପାଇଁ ଅକ୍ଟୋବର ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ବର : ଆସିଲା ଅକ୍ଟୋବର ମାସର କୋଭିଡ ଗାଇଡଲାଇନ୍ । ପାର୍ବଣ୍ୟକୁ ନଜରରେ ରଖି ରାଜ୍ୟ ସରକାର ଆଣିଛନ୍ତି ନୂଆ ଗାଇଡଲାଇନ୍ । ଏହି ନିର୍ଦ୍ଦେଶାବଳୀ ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ଯାଏ ବଳବତ୍ତର ରହିବ । ଏ ନେଇ ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି । ପୂଜା…