Latest Odisha News

BREAKING NEWS

Browsing Category

ଫିଚର

[ଭିଡିଓ] ପିପିଲିରେ ରାଜନୈତିକ ଅଶାନ୍ତି, ରାସ୍ତାରୋକ କଲେ ବିଜେପି କର୍ମୀ

ପୁରୀ :ପିପିଲିରେ ଦେଖାଦେଲା ରାଜନୈତିକି ଅଶାନ୍ତି। ରାସ୍ତାରୋକ କଲେ ବିଜେପି କର୍ମୀ। ବିଜେପି ପତାକା ଚିରିବା ଓ ପ୍ରଚାର ଗାଡିକୁ ବାଡେଇବା ଅଭିଯୋଗରେ ରାସ୍ତା ରୋକ କଲେ ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକ ନିକଟରେ ବିଜେପିର ପ୍ରଚାର ଗାଡି ଡ୍ରାଇଭରଙ୍କୁ ବିଜେଡି କର୍ମୀମାନେ…

ଆଜିଠୁ ପିତୃପକ୍ଷ ଆରମ୍ଭ ,ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ପରିବାର ଲୋକ

ପୁରୀ : ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁଁ କୌଣସି ଭକ୍ତଙ୍କୁ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନଥିବାରୁ ,ଚଳିତ ବର୍ଷ ଶ୍ରୀକ୍ଷେତ୍ରେରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣିରେ ଗହଳି ଦେଖିବାକୁ ମିଳିଛି। ବହୁ ଲୋକ ନିଜ ନିଜ ପିତୃ ପୁରୁଷଙ୍କ…

ରାସ୍ତା କଡରୁ ମିଳିଲା ମୃତଦେହ ,ପୋଲିସ ଆରମ୍ଭ କଲା ଖୋଳତାଡ

ଭଦ୍ରକ : ଭଦ୍ରକରେ ଚାଞ୍ଚଲ୍ୟ । ରାସ୍ତା କଡରୁ ମିଳିଲା ମୃତ ଦେହ । ଭଦ୍ରକ ହଳଦୀଡିହ ପଞ୍ଚାୟତରେ ରାସ୍ତା କଡରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ହେଲେ ପୀରହାଟ ମାଲପୁର ଅଞ୍ଚଳର ନବଘନ ସାହୁ ବୋଲି ଜଣାପଡ଼ିଛି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ…

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ ଗିରଫ

ସୋନପୁର : ଯୁବତୀଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା । ସୋନପୁର ସହର ଗୋକରନେଶ୍ୱର ପଡ଼ାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଦୁଇଜଣ ସହରର ସ୍ୱେଚ୍ଛାସେବୀ ବୋଲାଉଥିବା ଗଣେଶ ସାହୁ ଓ ବିଦ୍ୟୁତ…

ଭସ୍ମାସୁର ସାଜିଛନ୍ତି ତାଲିବାନ ନେତା: ଅଖୁନ୍ଦଜାଦା ନିହତ, ବରାଦର ପଣବନ୍ଦୀ!

କାବୁଲ: ଆଫଗାନିସ୍ତାନ ତାଲିବାନ ସରକାର କିଛି ଠିକ୍ ଚାଲି ନାହିଁ । ସରକାର ଗଠନ କରିବା ପରେ ତାଲିବାନର ପ୍ରମୁଖ ନେତା କ୍ଷମତା ଲୋଭରେ ପରସ୍ପରର ଶତ୍ରୁ ସାଜିଛନ୍ତି । ସେମାନେ ନିଜ ପାଇଁ ନିଜେ ଭସ୍ମାସୁର ସାଜିଛନ୍ତି । ବ୍ରିଟେନର ଦି ସ୍ପେକ୍ଟାରଟର ମାଗାଜିନରେ ଚାଂଚଲ୍ୟକର ରିପୋର୍ଟ ପ୍ରକାଶ…

ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ୨୦୨୧ରେ ୪୬ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ବିଶ୍ବ ବୌଦ୍ଧିକ ସମ୍ପତ୍ତି ପ୍ରତିଷ୍ଠାନରେ ଭାରତ ଆଉ ଦୁଇ ପାଦ ଉପରକୁ ଉଠି ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ୨୦୨୧ରେ ୪୬ ସ୍ଥାନରେ ପହଞ୍ଚିଛି । ଏହି ସୂଚୀରେ ଭାରତ କ୍ରମାଗତ ଭାବେ ଉପରକୁ ଉଠି ଚାଲିଛି । ୨୦୧୫ରେ ଭାରତ ଏହି ସୂଚୀରେ ୮୧ ତମ ସ୍ଥାନରେ ଥିଲା । ଇନୋଭେସନକୁ…

ଆଖଡା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ପ୍ରୟାଗରାଜ:ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ଏକ ରୁଦ୍ଧ ଘରେ ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ଘରୁ ସୁସାଇଡ ନୋଟ ମିଳିଥିବାରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି । ଆଖଡା ପରିଷଦ…

ମାଆ ହେଲେ ବ୍ରିଟେନର ରାଜକୁମାରୀ ବ୍ରିଟିସ

ଲଣ୍ଡନ: ବ୍ରିଟେନର ରାଜକୁମାରୀ ବ୍ରିଟିସ ସୋମବାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଚେଲସୀର ୱେଷ୍ଟମିନଷ୍ଟର ଡାକ୍ତରଖାନରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ବୋଲି ତାଙ୍କ ସ୍ୱାମୀ ଇଡାର୍ଡୋ ମ୍ୟାପେଲି ମୋଜି କହିଛନ୍ତି । ଶିଶୁଟିର ଓଜନ ୨.୭୮ କିଗ୍ରା ରହିଛି । ୨୦୨୦ରେ…

ଟି୨୦ ବିଶ୍ୱକପ ପରେ ଘୋଷିତ ହେଲା ଭାରତର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୨୦୨୧-୨୨ରେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଆଇସିସି ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ଆୟୋଜନ କରିବ । ସୋମବାର ଏହି ସିରିଜଗୁଡିକର କାର୍ଯ୍ୟସୂଚୀ ଘୋଷିତ କରାଯାଇଛି ।…

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ରୀଡ଼ାମନ୍ତ୍ରୀଙ୍କ ସହ ଅନୁରାଗ ଠାକୁରଙ୍କ ଆଲୋଚନା

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କ୍ରୀଡ଼ାମନ୍ତ୍ରୀଙ୍କ ସହ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଲୋଚନା । ଭର୍ଚୁଆଲ ଜରିଆରେ କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଅନୁରାଗ ଠାକୁର । ଟୋକିଓ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସର ସଫଳତା…