Latest Odisha News

BREAKING NEWS

Browsing Category

ଫିଚର

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ଜବତ ହେଲା ୪୨୫୦ କୋଟି ମୂଲ୍ୟର କାଲିଫୋର୍ଣ୍ଣିୟମ

କୋଲକାତା: ପଶ୍ଚିମବଙ୍ଗରେ ସିଆଇଡି ପକ୍ଷରୁ ଚଢ଼ାଉ କରାଯାଇ ୪୨୫୦ କୋଟି ଟଙ୍କା ମୂଲ୍ୟର କାଲିଫୋର୍ଣ୍ଣିୟମ ଜବତ କରାଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ୨୫୦ କିଲୋଗ୍ରାମର ଏହି ରେଡିଓ ଆକ୍ଟିଭ ଧାତୁ ୨ ଜଣ ବ୍ୟକ୍ତି ନେଇ କରି ଯାଉଥିଲେ । ସେମାନଙ୍କ ନାମ ହେଲା…

ପରଲୋକରେ ଇଂଲଣ୍ଡର ମହାନ କ୍ରିକେଟର ଟେଡ ଡେକ୍ସଟର

ଲଣ୍ଡନ: ଇଂଲଣ୍ଡ କ୍ରିକେଟର ମହାନ ଖେଳାଳି ଟେଡ ଡେକ୍ଟଟରଙ୍କୁ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକଙ୍କ ବୟସ ୮୬ ବର୍ଷ ହୋଇଥିଲା । ଏହି ଅଲରାଉଣ୍ଡରଜଣକ ୧୯୫୮ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ସହ ଓଭରାଲ ୬୨ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ୧୯୬୧-୬୨…

ବଡ ପରଦାକୁ ଫେରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ବେଶ କିଛିଦିନ ହେଲା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କଠାରୁ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ହେଲେ ନିକଟରେ ଏକ ନୂଆପୁରୁଣା ଘଟଣାକୁ ନେଇ ବର୍ଷା ଚର୍ଚ୍ଚା ସାଉଣ୍ଟିଛନ୍ତି । ଖୁବଶୀଘ୍ର ବଡ ପରଦାକୁ ଫେରିବା ନେଇ ଖୋଦ…

ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ରାୟପୁର: ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି । ଦାମ୍ପତ୍ୟ ଦୁଷ୍କର୍ମ ଅଭିଯୋଗ ମାମଲାର ଏକ ଶୁଣାଣୀ କରି ମାନ୍ୟବର କୋର୍ଟ ଏହି ରାୟ ଶୁଣାଇବା ସହ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଇନଗତ ଉପାୟରେ ବିବାହ…

[ଭିଡିଓ] ମୋବାଇଲ ଧରି ଚମ୍ପଟ୍ ମାରିଲା ଶୁଆ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଧରି ଗୋଟିଏ ଶୁଆ ଉଚ୍ଚ ଆକାଶରେ ଉଡିବା ଦେଖାଯାଇପାରେ । ତେବେ ସବୁଠୁ ମଜାଦାର ଘଟଣା ହେଉଛି ଏହି ସମସ୍ତ ଦୃଶ୍ୟ ସେହି ମୋବାଇଲରେ ହିଁ କଏଦ ହୋଇଥିଲା । Parrot takes…

ଗୁରୁଙ୍କୁ ଟିକା: ସବୁ ଡିଇଓ ଓ ବିଇଓଙ୍କୁ ଶିକ୍ଷକଙ୍କ ତାଲିକା ମାଗିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକା ଦେବା ଉପରେ ଗୁରୁତର ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟଗୁଡ଼ିକୁ ଅତିରିକ୍ତ ଭାବରେ ଟିକା ଯୋଗାଣ କରାଯିବ । ଏହାପରେ ଶିକ୍ଷକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ଓଡ଼ିଶା…

ଭିଜିଲାନ୍ସ ଜାଲରେ ପିଇଓ, ୩ଟି ସ୍ଥାନରେ ରେଡ୍

ବରଗଡ଼: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ବରଗଡ଼ ଜିଲ୍ଲା ବେହେରାପାଲି ପିଇଓ ଅନୀଲ କୁମାର ପାଢ଼ୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି । ୩ଟି ଟିମ୍ ତାଙ୍କ ଘର ଓ ଅଫିସରେ ଚଢ଼ାଉ…

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଶିଶୁ କରୋନା ପଜିଟିଭ୍

ବାଲେଶ୍ୱର: ପିଲାଙ୍କ ପ୍ରତି ବଢ଼ିଛି କରୋନା ଭୟ । ରାଜ୍ୟରେ ଛୋଟ ଛୁଆଙ୍କୁ ସଂକ୍ରମଣ ବଢୁଛି । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଏସଏନସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ କରୋନା ସଂକ୍ରମିତ ହୋଇଛନ୍ତି । ଆଉ ୮…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି

ଭୁବନେଶ୍ୱର:ଦୀର୍ଘ ୫ ମାସ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଧଉଳି । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଶାସନର ନିଷ୍ପତି କ୍ରମେ ଧଉଳି ଖୋଲିଛି ।ପର୍ଯ୍ୟଟକ ମାନଙ୍କ ଆଗମନରେ ପୁଣି ଚଳଚଂଞ୍ଚଳ ହୋଇଉଠିବ ଧଉଳି ଶାନ୍ତିସ୍ତୁପ । ପୁଣି ଲାଇଟ୍ ଆଉ ସାଉଣ୍ଡର ମଜା ନେବେ ଦର୍ଶକ । କିଛି ଦିନ…

ହୁ ହୁ ହୋଇ ଜଳିଗଲା ବାଇକ୍

ବାରିପଦା: ବାଇକରେ ହଠାତ୍ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା । କେହି କିଛି ବୁଝି ପାରିଲେ ନାହିଁ । ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଜଳିଗଲା ପଲସର ବାଇକ୍ । ବାରିପଦା ମଧୁବନ ମିନି ଷ୍ଟାଡିୟମ ଆଗରେ ଆଜି ସକାଳେ ଏହି ଘଟଣା ଦେଖିବାକୁ ମିଳିଥିଲା । ତେବେ କିଛି ଲୋକଙ୍କ ସାହସିକତା ପାଇଁ ପାଖରେ…