Latest Odisha News

BREAKING NEWS

Browsing Category

ଫିଚର

ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ବିଦ୍ୟାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସ୍କୁଲର ଲୋକାର୍ପଣ କରିଛନ୍ତି । ସମସ୍ତ ବିଦ୍ୟାଳୟକୁ ପର୍ଯ୍ୟାୟକ୍ରମେ ଉଦଘାଟନ କରାଯାଉଥିବା ବେଳେ, ଆଜି ଆଉ ୧୦ଟି ବିଦ୍ୟାଳୟ…

[ଭିଡିଓ] ମହଙ୍ଗା ପଡିଲା ସୋସିଆଲ ମିଡିଆ ମସ୍ତି

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଟସନ୍ ଦେଖାଇବା ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ଉତ୍ତରପ୍ରଦେଶ ଆଗ୍ରା ଅଂଚଳର ମହିଳା ପୋଲିସ କନେଷ୍ଟବଳ ପ୍ରିୟଙ୍କା ମିଶ୍ରା । ଖାକି ପୋଷାକ ପିନ୍ଧି ରଭଲଭର ଧରି ପ୍ରସ୍ତୁତ କରିଥିଲେ ଏକ ସର୍ଟ ଭିଡିଓ । ତେବେ ଭିଡିଓଟିକୁ ସେ ଇନଷ୍ଟାଗ୍ରାମରେ…

କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ !

କାବୁଲ: କାବୁଲ ବିମାନବନ୍ଦରରେ ଆଜି ବଡ ଧରଣର ବିସ୍ଫୋରଣ ଘଟିଛି । ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ଅନୁମାନ କରାଯାଉଛି । ତେବେ ଏହି ବିସ୍ଫୋରଣ ନେଇ ସଠିକ ତଥ୍ୟ ଆସିପାରି ନାହିଁ । ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ୧୦ଜଣ ବ୍ୟକ୍ତି ଏଥିରେ ମୃତ୍ୟୁବରଣ କରିଥିବା ସନ୍ଦେହ…

ଭାରତରେ ନ୍ୟୁଜ ୱେବସାଇଟ ବନ୍ଦ କଲା ୟାହୁ

ନୂଆଦିଲ୍ଲୀ:ୟାହୁ ଭାରତରେ ତାର ନ୍ୟୁଜ ୱେବସାଇଟକୁ ବନ୍ଦ କରି ଦେଇଛି । ଏଗୁଡିକ ମଧ୍ୟରେ ୟୁାହୁ ନ୍ୟୁଜ, ୟାହୁ କ୍ରିକେଟ, ଫାଇନାନ୍ସ, ଏଂଟରଟେନମେଂଟ ଓ ମେକର୍ସ ଇଣ୍ଡିଆ ସାମିଲ । ତେବେ ୟାହୁ ଇ-ମେଲ ଓ ସର୍ଚ୍ଚ ସେବା ପୂର୍ବଭଳି ଜାରୀ ରହିବ । ୟାହୁ ୱେବସାଇଟ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ…

ସାନ ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ

ଯାଜପୁର : ସାନ ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ । ନାଳରେ ଗାଧୋଇବା ବେଳେ ପାଣିରେ ବୁଡି ୭ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପଟୁଣିଆ ପଞ୍ଚାୟତର ହାମଜାପୁର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ଶିଶୁ ହେଲେ ଗାଁର ପିକୁଲୁ ଦାସ ଓ…

ପରିଚାଳନା କମିଟିର ବଡ଼ ନିଷ୍ପତ୍ତି, ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

ପୁରୀ : ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେବକଙ୍କ ଘର ପାଇଁ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକରେ ଆଲୋଚନା ହୋଇଛି । ପ୍ରାୟ ୪ ଶହ ପରିବାରକୁ ଘର ଦେବାକୁ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁସାରେ, ୮ ଏକର ଜମିରେ ଘର ନିର୍ମାଣ ହେବ । ଲ୍ୟାଣ୍ଡ…

ହାଇକୋର୍ଟରେ ହେବନି ଅନୁଭବ-ବର୍ଷା ପାରିବାରିକ ବିବାଦର ଶୁଣାଣି

କଟକ : ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀଙ୍କ ମଧ୍ୟରେ ଦାମ୍ପତ୍ତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି । ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ପାରିବାରିକ…

ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ଘର ଭିତରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ସାନ କୁମୁରୁମ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତକ ହେଲେ ସାନ କୁମରୁମ ଗ୍ରାମର ମନିଶା ଆଲଦାଙ୍କ ପିଉସୀ ଝିଅ ଓ ଝାଡଖଣ୍ଡ ଲାଗଳା ଗ୍ରାମର ସୁନିତା ବାଦ୍ରା । କିଛି ଦିନରୁ ଏମାନେ…

ଆସୁଛି ତୃତୀୟ ଲହର, ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର ଏମସ୍

ଭୁବନେଶ୍ବର : ଆଗକୁ ଆସୁଛି କରୋନାର ତୃତୀୟ ଲହର । ଏହା ଶିଶୁମାନଙ୍କ ଅଧିକ ଘାତକ ହେବ ବୋଲି ଆକଳନ କଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ । ତେଣୁ ଏହାର ମୁକାବିଲା ପାଇଁ ସରକାର ଆରମ୍ଭ କରିଦେଲେଣି ସମସ୍ତ ପ୍ରସ୍ତୁତି । ଖାସକରି ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭୁବନେଶ୍ବର ଏମସ ।…

ଆଫଗାନିସ୍ତାନ ସ୍ଥିତି ଜଟିଳ, ଭାରତୀୟଙ୍କୁ ଫେରାଇ ଆଣିବାକୁ କରାଯିବ ସବୁ ପ୍ରକାର ଉଦ୍ୟମ

ନୂଆଦିଲ୍ଲୀ : ଆଫଗାନିସ୍ତାନ ସ୍ଥିତି ଜଟିଳ । ସେଠାରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଆଫଗାନିସ୍ଥାନ ସ୍ଥିତି ନେଇ ସର୍ବଦଳୀୟ ବୈଠକରେ ଏନେଇ କେନ୍ଦ୍ର ସୂଚନା ଦେଇଛି । ଆଫଗାନିସ୍ତାନରେ ଭାରତ ସରକାରଙ୍କ ହେଲ୍‌ପ ଡେସ୍କ ସହ ପ୍ରାୟ ୧୫ହଜାର ଭାରତୀୟ ଯୋଗାଯୋଗ…