Latest Odisha News

BREAKING NEWS

Browsing Category

ଫିଚର

ତାଲିବାନ ନେତା ମୁଲ୍ଲା ବରାଦରଙ୍କ ସହ ଚୁପଚାପ ସାକ୍ଷତ କଲେ ସିଆଇଏ ଡାଇରେକ୍ଟର !

କାବୁଲ: ଆଫଗାନିସ୍ତାନ ଅଶାନ୍ତ ପଛରେ ଆମେରିକାର ଭୂମିକାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଆଜି ସିଆଇଏ ଡାଇରେକ୍ଟର ୱିଲିୟମ ଜେ ବର୍ଣ୍ଣସ ତାଲିବାନର ଶୀର୍ଷ ନେତା ଅବଦୁଲ ଗନୀ ବରାଦରଙ୍କ ସହ ଗୁପ୍ତ ବୈଠକ କରିଛନ୍ତି । ଫଳରେ ଆମେରିକାର ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି ।…

ମନୋସ୍କାମନା ପୂରଣ ହେବାକୁ ଶିବ ମନ୍ଦିରରେ ଜଳାଭିଷେକ କରି ଚର୍ଚ୍ଚାରେ ରେସଲର ରବି କୁମାର

ନୂଆଦିଲ୍ଲୀ: ରେସଲର ରବି କୁମାର ଦାହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ସମସ୍ତ ଭାରତୀୟଙ୍କ ମନ ଜିଣି ପାରିଛନ୍ତି । ତାଙ୍କର ଏହି ମନୋସ୍କାମନା ପୂରଣ ପାଇଁ ପରିବାର ଲୋକେ ଘରେ ଅଖଣ୍ଡ ଦ୍ୱୀପ ଜାଳିଥିବା ବେଳେ ରବିକୁମାର ଜଳାଭିଷେକ କରିବେ ବୋଲି ଯାଚିଥିଲେ । ଏହା ପୂରଣ ହେବାରୁ…

ବାଙ୍ଗାଲୋର ଡ୍ରଗ୍ସ ସ୍କାଣ୍ଡାଲ କେସ: ଡ୍ରଗ୍ସ ସେବନ କରୁଥିଲେ ସଞ୍ଜନା, ରାଗିନୀ !

ବାଙ୍ଗାଲୋର: ବାଙ୍ଗାଲୋର ଡ୍ରଗ୍ସ ସ୍କାଣ୍ଡାଲ କେସରେ ପୋଲିସକୁ ବଡ ସଫଳତା ହାତ ଲାଗିଛି । ଏଫଏସଏଲ ରିପୋର୍ଟରେ ଅଭିନେତ୍ରୀ ସଞ୍ଜନା ଗଲରାନୀ ଓ ରାଗିନୀ ଦ୍ୱିବେଦୀ ଡ୍ରଗ୍ସ ସେବନ କରୁଥିବା ସ୍ପଷ୍ଟ ହୋଇଛି । ସେଂଟ୍ରାଲ ଫୋରେସିଂକ ସାଇଂସ ଲାବୋରେଟୋରୀ ସେମାନଙ୍କ ଚୁଟି ସାମ୍ପୁଲରୁ ଏହି ପ୍ରମାଣ…

ଆମେରିକାର ଅସ୍ତ୍ରଶସ୍ତ୍ର ଲୁଟିନେଲେ ତାଲିବାନ, ପାକିସ୍ତାନ ପାଇଁ ବିପଦ ଘନେଇଲା

କାବୁଲ:ଆତଙ୍କବାଦୀ ନିଆଁରେ ପାକିସ୍ତାନ ଖେଳୁଥିବା ବେଳେ ଏବେ ଏହା ତା ପ୍ରତି ବିପଦ ସୃଷ୍ଟି କରିବା ଆରମ୍ଭ କରିଛି । ଆଫଗାନିସ୍ତାନ ଅଧିକାରକୁ ନେବା ପରେ ତାଲିବାନମାନେ ଆମେରିକା ସେନାର ପ୍ରଚୁର ପରିମାଣ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି । ଏହି ଅସ୍ତଶସ୍ତ୍ର ପାକିସ୍ତାନ ଏବଂ ଭାରତରେ ଥିବା…

ତାଲିବାନଙ୍କ ଉତ୍ପାତ ଜାରୀ, ଭାଙ୍ଗିଲେ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟ

କାବୁଲ: ତାଲିବାନ ସେମାନଙ୍କ ପ୍ରକୃତ ରୂପକୁ ଫେରିବା ଆରମ୍ଭ କରି ଦେଇଛନ୍ତି । ପ୍ରାପ୍ତ ରିପୋର୍ଟ ଅନୁସାରେ ଏହି ଆତଙ୍କୀ ସଂଗଠନ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟକୁ ଭାଙ୍ଗି ଦେଇଛନ୍ତି । ଏହି ଗେଟ ଇସଲାମ ପରମ୍ପରା ଓ ସଂସ୍କୃତିର ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଥାଏ । କ୍ରେନରେ ଏହି ଗେଟକୁ…

ତାଲିବାନ ଅରାଜକତା ପାଇଁ ପାକିସ୍ତାନ ଉପରେ ବର୍ଷିଲେ ଆଫଗାନିସ୍ତାନର ପପ୍ ଷ୍ଟାର, ଭାରତକୁ କଲେ ପ୍ରଶଂସା

କାବୁଲ: ଆମେରିକା ସେନା ପ୍ରତ୍ୟାହାର କରିବା ଓ ତାଲିବାନ ଫେରିବା ପରେ ଆଫଗାନିସ୍ତାନରୁ ସ୍ଥିତି ବଦଳିଯାଇଛି । ଭୟ ଓ ଆତଙ୍କରେ ଲୋକ ଦିନ କାଟୁଥିବା ବେଳେ ଦେଶ ଛାଡ଼ିବାକୁ ସମସ୍ତେ ବ୍ୟାକୁଳ । ଅରାଜକତା ପାଇଁ ପାକିସ୍ତାନ ଉପରେ ବର୍ଷିଛନ୍ତି ଆଫଗାନିସ୍ତାନର ପପ୍ ଷ୍ଟାର ଆରୟାନା ସୟିଦ ।…

ତାଲିବାନୀଙ୍କୁ ଏଭଳି କଡ଼ା ଚେତାବନୀ ଶୁଣାଇଲେ ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲହେ

କାବୁଲ: ତାଲିବାନ କାବୁଲ ଦଖଲ କରିବା ପରେ ଆଫଗାନିସ୍ତାନରେ ସରକାର ଗଠନ କସରତ ଚଳାଇଛନ୍ତି । କିନ୍ତୁ ଏଯାଏ ପଞ୍ଜସିର ଦଖଲ ସ୍ୱପ୍ନ ସେମାନଙ୍କର ପୂରା ହୋଇନି । କାବୁଲରୁ ଦେଢ଼ ଶହ କିଲୋମିଟର ଦୂର ପଞ୍ଜସିରରେ ତାଲିବାନୀ ବିରୋଧୀ ମେଳି ହୋଇଛନ୍ତି । ସେଠାରେ ଅଛନ୍ତି ଆଫଗାନିସ୍ତାନର ଉପରାଷ୍ଟ୍ରପତି…

ମାଲକାନଗିରି ସୀମାନ୍ତ ଜଙ୍ଗଲରେ ଏନକାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି:  ଛତିଶଗଡ ସିମାନ୍ତ  ସୁକୁମା ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଛି । କୋଣ୍ଟା ଥାନା ଅନ୍ତର୍ଗତ ମୋମପାଡ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଡିଆରଜି ବାହିନୀର ଯବାନ ଆରମ୍ଭ କରିଥିଲେ କମ୍ବିଂ…

ଭିଜିଲାନ୍ସ ଜାଲରେ ଭଦ୍ରକ CDPO ଅଫିସର ସୁପରଭାଇଜର

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଅଫିସର ସୁପରଭାଇଜର୍ ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଲ୍ଲିଲତା ଦାସଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ୩ଟି ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି । ଭଦ୍ରକ ସହର ସାମରାଇପୁର ସ୍ଥିତ ବାସଭବନ, ଆମ୍ୱରୋଳି …

ଅପରାଧୀକ ମାମଲା ସାବ୍ୟସ୍ତ ହେଲା ଅଯୋଗ୍ୟ ଘୋଷିତ ହେବେ ୬୭ଏମପି, ୨୯୬ ବିଧାୟକ

ନୂଆଦିଲ୍ଲୀ: ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର)ରେ ପ୍ରକାଶିତ ରିପୋର୍ଟ ଅନୁସାରେ ୬୭ ଏମପି ଏବଂ ୨୯୬ ବିଧାୟକଙ୍କ ବିରୋଧରେ ଅପରାଧୀକ ମାମଲା ରହିଛି । ଯଦି ଏଗୁଡିକ ପ୍ରମାଣିତ ହୁଏ ତାହାହେଲେ ଏମାନେ ସମସ୍ତେ ଅଯୋଗ୍ୟ ଘୋଷିତ ହେବେ । ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ୫୪୨ ଲୋକସଭା ସଦସ୍ୟ…