Latest Odisha News

BREAKING NEWS

Browsing Category

ଫିଚର

ଟିମ୍ ମୋଦିରୁ ବାଦ ପଡ଼ିବେ ଏହି ସବୁ ହେଭିଓ୍ୱେଟ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ । ଶପଥ ନେବେ ନୂଆ ମନ୍ତ୍ରୀ । ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ ସମାରୋହ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବ । ତାପୂର୍ବରୁ କିଏ ଟିମ୍ ମୋଦିରେ ରହିବେ, କିଏ ବାଦ ପଡ଼ିବେ ଓ କାହାକୁ ମିଳିବ ସୁଯୋଗ ତାକୁ ନେଇ ଦିଲ୍ଲୀ…

ଜୀବନକୁ ବିପଦରେ ପକାଇ ଜୀବିକା; ତଥାପି ଖଣି ଓ ଇସ୍ପାତ କର୍ମଚାରୀଙ୍କୁ ନାହିଁ କୋଭିଡ୍ ସହାୟତା

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ମହଲରେ ଭୟ ପ୍ରଭାବୀ ଢଙ୍ଗରେ ପ୍ରତିବାଦ କରୁନାହାନ୍ତି ଶ୍ରମିକ ସଂଗଠନ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ପ୍ରତିଷ୍ଠା ଉପରେ ପ୍ରଶ୍ନବାଚୀ କର୍ମଚାରୀଙ୍କ ଆସ୍ଥା ଫେରିବା ଜରୁରୀ ରାଉରକେଲା: କରୋନାର ପ୍ରଥମ ଲହର ହେଉ କି ଏବେ ଚାଲିଥିବା ଦ୍ଵିତୀୟ ଲହର; …

ନାବାଳକକୁ ଗୋଇଠା ମାରି ଚାକିରିରୁ ବିଦା ହେଲେ ୩ ପୋଲିସ କର୍ମଚାରୀ, ୨ ସସପେଣ୍ଡ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ନାବାଳକଙ୍କ ପୋଲିସ କର୍ମଚାରୀ ଗୋଇଠା ମାରିବା । ରାଜଧାନୀର କେସୁରା ଛକରେ ନାବାଳକକୁ ଗୋଇଠା ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗୋଇଠା ମାରିଥିବା ହୋମ ଗାର୍ଡ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ସେହିପରି ପିସିଆର୍ ଇନଚାର୍ଜଙ୍କ ସହ ଆଉ ଜଣେ…

କୋପା ଆମେରିକା ଫୁଟବଲ : ଆର୍ଜେଂଟିନା-ବ୍ରାଜିଲ ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ବ୍ରାଜିଲରେ ଚାଲିଥିବା କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ହେବାକୁ ଥିବା ଫାଇନାଲରେ ବିଶ୍ୱ ଫୁଟବଲ ଦୁଇ ଶକ୍ତିଶାଳୀ ଟିମ୍ ଆର୍ଜେଂଟିନା ଓ ବ୍ରାଜିଲ ମଧ୍ୟରେ ମୁକାବିଲା ହେବ । ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଦ୍ୱିତୀୟ…

କେନ୍ଦ୍ରରେ ମନ୍ତ୍ରୀ ହେବେ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ !

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସମ୍ଭାବ୍ୟ ନୂଆ ମନ୍ତ୍ରୀଙ୍କ ତାଲିକାକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ । ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ କାହାକୁ ମିଳିବ ସ୍ଥାନ । ଚର୍ଚ୍ଚାରେ ଏବେ ମୟୂରବଞ୍ଜ ସାଂସଦ ବିଶେଶ୍ୱର ଟୁଡୁ । ସେ ଏବେ ଦିଲ୍ଲୀରେ ଅଛନ୍ତି ।…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଉବୈଦ

ହିନ୍ଦୱାଡା: ଜମ୍ମୁ-କଶ୍ମୀରରେ ବୁଧବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ହାତ ଲାଗିଛି । ହିଜବୁଲ ମୁଜାହିଦ୍ଦିନର ଟପ କମାଣ୍ଡର ତଥା କୁଖ୍ୟାତ ଆତଙ୍କବାଦୀ ମେହରାଜୁଦ୍ଦିନ ଓରଫ ଉବୈଦ ପୋଲିସ ଏନକାଂଉଟରରେ ମୃତ୍ୟୁବରଣ କରିଛି । ଆଇଜିପି ବିଜୟ କୁମାର ଏହି ସୂଚନା ଦେବା ସହ ଏହା ପୋଲିସର ଏକ ବଡ ସଫଳତା…

ୟୁରୋ କପ ଫାଇନାଲରେ ଇଟାଲୀ

ଲଣ୍ଡନ: ଚଳିତ ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟରେ ପ୍ରଥମ ଦଳ ଭାବେ ଇଟାଲୀ ଫାଇନାଲରେ ପ୍ରବେଶ କରିଛି । ରୋମାଂଚକ ସେମିଫାଇନାଲ ମୁକାବିଲାରେ ଇଟାଲୀ ପେନାଲ୍ଟି ଶୁଟଆଉଟ (୪-୨)ରେ ସ୍ପେନକୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧର…

ଦିଲ୍ଲୀପ କୁମାରଙ୍କ ୫ଟି ଅପାସୋରା ଫିଲ୍ମ

ମୁମ୍ୱାଇ: ଦୁନିଆକୁ ଅଲବିଦା କହିଛନ୍ତି ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର । ସେ ଆଜି ନାହାନ୍ତି । କିନ୍ତୁ ସେ ଛାଡ଼ି ଯାଇଥିବା ଅଭିନୟର ଛାପ ସବୁଦିନ ତାଙ୍କ ଚିରସ୍ମରଣୀୟ କରି ରଖିବ । ମାୟାନଗରୀରେ ପାଦ ଥାପିବା ପରେ ବହୁ ସଂଘର୍ଷର ସାମନା କରିଥିଲେ ଦିଲ୍ଲୀପ କୁମାର । ନିଆରା ଅଭିନୟ…

ବୃଦ୍ଧାଙ୍କ ମୁଣ୍ଡ କାଟି ହତ୍ୟା କରିଥିବା ଦୁଇ ଅଭିଯୁକ୍ତ ଗିରଫ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ବୃଦ୍ଧିଙ୍କୁ ଗଣ୍ଡିରୁ ମୁଣ୍ଡ ଅଲଗା କରି ବୀଭତ୍ସ ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଦୁଇ ଦିନ ପରେ ସେମାନେ ଗିରଫ ହୋଇଛନ୍ତି । ନିଖୋଜ କଟା ମୁଣ୍ଡକୁ ବି ଜବତ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ଜାମୁନାଳିଆ…

ରାଜ୍ୟରୁ କରୋନା ନେଲା ରେକର୍ଡ ୫୯ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଆଉ ୫୯ ଆକ୍ରାନ୍ତଙ୍କ ଜୀବନ ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ମୋଟ୍ ୧୭ ଜିଲ୍ଲାରୁ ୫୯ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ…