Latest Odisha News

BREAKING NEWS

Browsing Category

ଫିଚର

ଜୀବିକା ହରାଇଥିବା ମୁକ୍ତାମାଳୀ ବ୍ୟବସାୟୀଙ୍କୁ ସହାୟତା ଦେବାକୁ ଦାବି

ପୁରୀ : ମହାମାରୀ କରୋନା ଉଜାଡିଦେଲା ବ୍ୟବସାୟ । ପର୍ଯ୍ୟଟକ ଆସୁନଥିବାରୁ ହେଉନି ବେପାର । ଏଭଳି ସ୍ଥିତିରେ ଜୀବିକା ହରାଇଲେଣି ପୁରୀ ବେଳାଭୂମିର ମୁକ୍ତାମାଳୀ ବ୍ୟବସାୟୀ । ତେଣୁ ଏହି ବ୍ୟବସାୟୀଙ୍କୁ ସହାୟତା ପ୍ରଦାନ କରିବାକୁ ହୋଇଛି ଦାବି । ଏନେଇ ଆଜି ମୁକ୍ତାମାଳୀ ବ୍ୟବସାୟୀ ମହାସଂଘ…

ରାଜ୍ୟପାଳ ଜଗଦୀପ ଧାନକରଙ୍କୁ ଦୁର୍ନୀତିଗ୍ରସ୍ତ କହିଲେ ମମତା

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟପାଳ ଜଗଦୀପ ଧାନକରଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ସେ ତାଙ୍କୁ ଦୁର୍ନୀତିଗ୍ରସ୍ତ କହିବା ସହ ତାଙ୍କ ନାମ ଜୈନ ହାୱାଲା ମାମଲା ଚାର୍ଜଶିଟରେ ଥିଲା ବୋଲି ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟପାଳ ପଦରୁ ତାଙ୍କୁ…

ଗିରଫ ହେଲା ଲସ୍ମର ଇ ତୋଇବା କମାଣ୍ଡର ନଦୀମ ଅବରାର

ଶ୍ରୀନଗର: ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କୁ ସୋମବାର ବଡ ସଫଳତା ହାତ ଲାଗିଛି । କୁଖ୍ୟାତ ଲସ୍କର ଇ ତୋଇବା କମାଣ୍ଡର ନଦୀମ ଅବରାର ସ୍ଥାନୀୟ ପୋଲିସ ହାତରେ ଗିରଫ ହୋଇଛନ୍ତି । କଶ୍ମୀର ଜୋନର ଆଇଜିପି ବିଜୟ କୁମାର ଏହି ସୂଚନା ଦେଇଛନ୍ତି । ବିଭିନ୍ନ ଆତଙ୍କବାଦୀ ଘଟଣାରେ ଏହି ଅପରାଧୀ ସମ୍ପୃକ୍ତ…

ୟୁଏଇରେ ଟି୨୦ ବିଶ୍ୱକପ କରିବା ନେଇ ଆଇସିସିକୁ ବିଧିବଦ୍ଧ ଭାବେ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ: ୟୁଏଇରେ ଭାରତ ବିଶ୍ୱକପ ଆୟୋଜନ କରିବ ବୋଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ଜଣାଯାଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହା ଗଣମାଧ୍ୟମ ଆଗରେ ଏହା ସ୍ପଷ୍ଟ କରିଛନ୍ତି । ବିିସିସିଆଇ ଏ ନେଇ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲକୁ ସୋମବାର ପତ୍ର ଲେଖି…

ସିଲ୍ ହେଲା ତାରିଣୀ ବସ୍ତ୍ରାଳୟ, ୭୫ ହଜାର ଟଙ୍କାର ଫାଇନ୍

ଭୁବନେଶ୍ବର : ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଂଘନ । କୋଭିଡ ନିୟମ ଖିଲାପ ଅଭିଯୋଗରେ ସିଲ୍ ହୋଇଛି ଭୁବନେଶ୍ବର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟ । ଏଥିସହ ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଟଙ୍କା ଫାଇନ୍‌ ଆଦାୟ କରିଛି ବିଏମସି । ସୂଚନା ମୁତାବକ, ଦୋକାନର ପଛ ଗେଟ୍ ପଟେ…

ଭାରତୀୟ ମହିଳା କ୍ରିକେଟରେ କଳଙ୍କ, ଡୋପ ଟେଷ୍ଟରେ ଧରାପଡିଲେ ଅଂଶୁଳା

ନୂଆଦିଲ୍ଲୀ:ଭାରତୀୟ ମହିଳା କ୍ରିକେଟରେ କଳଙ୍କ ଲାଗିଛି । ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି (ନାଡା) ସୋମବାର ଅଂଶୁଳା ରାଓଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରିଛି । ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ଅଂଶୁଳା ଡୋପ ଟେଷ୍ଟରେ ଧରାପଡିଛନ୍ତି । ମଧ୍ୟପ୍ରଦେଶର ଏହି ଖେଳାଳିଙ୍କ ୨ଟି ଯାକ ସାମ୍ପୁଲ…

ଭଦ୍ରକରେ ମାଟ୍ରିକ ଫଳାଫଳ ତାତି, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଅଭିଭାବକ

ଭଦ୍ରକ : ପ୍ରକାଶ ପାଇ ସାରିଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ହେଲେ ରେଜଲ୍ଟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଅଭିଭାବକ । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ପୁରୁଣା ବଜାର…

ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍, ଧରାପଡ଼ିଲା ଅଭିଯୁକ୍ତ

କଟକ : ଜିଏସଟି ବିଭାଗ ହାତରେ ଜାଲ୍ ବିଲ୍ ରାକେଟ୍ । ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍ ରାକେଟର ପର୍ଦ୍ଦାଫାଶ କରିଛି ଜିଏସଟି ବିଭାଗ । ଏଥିସହ ଫେକ୍ କମ୍ପାନୀ କରିଥିବା ଅଭିଯୁକ୍ତ ସ୍ମୃତି ରଞ୍ଜନ ସାହୁ ଗିରଫ କରିଛି ସିଟି ଜିଏସଟି ବିଭାଗ । ଏନେଇ ସାମ୍ବାଦିକ…

ଫୁସଫୁସ ଲାଗି ଅଧିକ ବିପଦ ସାବ୍ୟସ୍ତ ହେଉଛି ଡେଲଟା ପ୍ଲସ ଭାରିଆଣ୍ଟ

ନୂଆଦିଲ୍ଲୀ : ଫୁସଫୁସ ଲାଗି ଅଧିକ ବିପଦ ସାବ୍ୟସ୍ତ ହେଉଛି ଡେଲଟା ପ୍ଲସ ଭାରିଆଣ୍ଟ । ଅନ୍ୟ କୋଭିଡ ଭାରିଆଣ୍ଟ ଅପେକ୍ଷା ଏହା ଅଧିକ ପରିମାଣରେ ଫୁସଫୁସର ଟିସୁକୁ ସଂକ୍ରମିତ କରୁଛି । ତେବେ ଏହାର ଅର୍ଥ ନୁହେଁ ଯେ ଏହି ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ବା ଅଧିକ ଭୟଙ୍କର ରୋଗ ସୃଷ୍ଟି କରିବ । ଏଭଳି…

ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛି । ଭର୍ଚୁଆଲରେ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗ୍ରାମପଞ୍ଚାୟତ ଅଧିକାରୀମାନେ ଲୋକଙ୍କ ପାଖକୁ ଯାଇ…