Latest Odisha News

BREAKING NEWS

Browsing Category

ଫିଚର

ମାନହାନି ମାମଲାରେ ଉତ୍ତର ରଖିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଏକ ମାନହାନି ମାମଲାରେ ଉତ୍ତର ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ ମୋଦି ସାଜ୍ଞାଧାରୀ କୌଣସି ଲୋକଙ୍କ ବିରୋଧରେ କିଛି ମାନହାନିକର ମନ୍ତବ୍ୟ ଦେଇନାହାନ୍ତି ବୋଲି କହିଛନ୍ତି । ଗୁଜରାଟ ସୁରଟସ୍ଥିତ ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ରାହୁଲ ଉତ୍ତର ରଖି…

ଆଇପିଏସ ସ୍ତରରେ ଅଦଳ ବଦଳ; ଜାଣନ୍ତୁ କାହାକୁ କେଉଁ ଦାୟିତ୍ଵ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ୧୯୯୪-ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ପୂର୍ବରୁ ଆଇନଶୃଙ୍ଖଳା ଏଡିଜି ଥିଲେ। ଜୁନ୍ ୧୯ରେ କରୋନା ସଂକ୍ରମଣରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ…

ଦେହଜୀବୀଙ୍କୁ ଟିକାକରଣ ପାଇଁ ବିଏମସିର ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର : ଭୁବନେଶ୍ବରରେ ଟିକାକରଣକୁ ବ୍ୟାପକ କରିବାକୁ ବିଏମସିର ଯୋଜନା । ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ଟାର୍ଗେଟ୍ ହାସଲ କରିବାକୁ ରଖିଛି ଯୋଜନା । ଏଥିପାଇଁ ଟିକାକରଣକୁ ବ୍ୟାପକ କରୁଛି ଭୁବନେଶ୍ବର ମହାନଗର ନିଗମ । ଏହି କ୍ରମରେ ଏବେ ଭୁବନେଶ୍ବରର ଦେହଜୀବୀଙ୍କୁ ଟିକା ଦେବା ପାଇଁ…

କୋଭିଡ ମୁକାବିଲା, ସତର୍କ ରହିବା ଲାଗି ଜିଲ୍ଲାପାଳଙ୍କ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର : ରାଜ୍ୟରେ କୋଭିଡର ମୁକାବିଲା ପାଇଁ ନିର୍ଦ୍ଦେଶ । ସତର୍କ ରହିବା ଲାଗି ସମସ୍ତ ଜିଲ୍ଲାପାଳଙ୍କ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । କୋଭିଡ ପରିଚାଳନା ପରିପ୍ରେକ୍ଷୀରେ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଏସିଏସ…

ଗଣେଶ ପୂଜାରେ ଆସିବ ଜିଓ’ର ସ୍ମାର୍ଟ ଫୋନ୍ ‘ଜିଓ ଫୋନ୍ ନେକ୍ସଟ’

ଗୁଗଲ ଓ ଜିଓ ଦ୍ଵାରା ବିକଶିତ ଏହି ୪- ଜି ସ୍ମାର୍ଟ ଫୋନ୍ ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଜିଓ ଓ ଗୁଗୁଲ ମିଳିତ ଭାବେ ପ୍ରସ୍ତୁତ କରୁଥିବା ଏକ ୪-ଜି ସ୍ମାର୍ଟ ଫୋନ୍ ସମ୍ପର୍କରେ ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୦ ଗଣେଶପୂଜାରେ ଏହି…

ସ୍ନାନ ମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କର ଗଜାନନ ବେଶ । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାର ମହାର୍ଘ ଅବସରରେ ମହାପ୍ରଭୁ ଦିବ୍ୟ ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇଛନ୍ତି । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳ ଲାଗି ପରେ ଦୁର୍ଲଭ ଗଜାନନ ବା ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ କଲ ଗାର୍ଲକୁ ଦେଲେ ୧୮ ଲକ୍ଷ

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଂଟର ବାଇଡେନଙ୍କ ଏକ କାରନାମା ବାପାଙ୍କଚୁ ବଦନାମ କରିଛି । ରିପୋର୍ଟ ମୁତାବକ ୨୦୧୮ରେ ଜଣେ କଲଗାର୍ଲକୁ ରାତି ବିତାଇବା ପାଇଁ ବାପାଙ୍କ ଆକାଂଉଟରୁ ୧୮ ଲକ୍ଷ ଟଙ୍କା ଦେଇଥିଲେ । ହଂଟରଙ୍କ ଲାପଟପରୁ ଏ ନେଇ ତଥ୍ୟ ମିଳିଛି । ସେ ଲାପଟପ…

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ରେଜଲ୍ଟ ପ୍ରକାଶ କର, ସବୁ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖ ସୁଦ୍ଧା ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ କର । ସବୁ ରାଜ୍ୟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟ ଏବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍ କରିଛନ୍ତି । ସେବୁ ରାଜ୍ୟର ବୋର୍ଡକୁ ଜୁଲାଇ ୩୧ ସୁଦ୍ଧା…

ନକଲି ଔଷଧ ମାମଲାର କିଙ୍ଗପିନ୍ ଶିବ ଜେନା ଗିରଫ

କଟକ: ନକଲି ମେଡିସିନ୍ କାରବାର ମାମଲାର ମାଷ୍ଟରମାଇଣ୍ଡ ଗିରଫ । ମୁଖ୍ୟ ଅଭିଯୁକ୍ତ ଶିବ ଜେନାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏଶଟିଏଫ୍ । ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଏମଡି ଶିବ ଜେନା । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ଶିବଙ୍କ ପତ୍ନୀ ସମେତ ୩…

ଏକା ସାଙ୍ଗରେ ୧୦ଛୁଆ ଜନ୍ମ କରିଥିବା ମହିଳାଙ୍କ ଦାବୀ ମିଥ୍ୟ ପ୍ରମାଣିତ, ଅଧିକାରୀଙ୍କୁ କୌଣସି ପ୍ରମାଣ ମିଳୁନି !

କେପଟାଉନ: ଏକାଥରକେ ୧୦ ଛୁଆ ଜନ୍ମ କରିଥିବା ଗୋସିୟମ ସିଥୋଲଙ୍କ ଦାବୀ ପ୍ରାରମ୍ଭିକ ତଦନ୍ତରେ ମିଥ୍ୟା ପ୍ରମାଣିତ ହୋଇଛି । ସେଠାକାର ଅଧିକାରୀ କରିଥିବା ତଦନ୍ତ ଅନୁସାରେ ଗୌତେମେ ଅଂଚଳର କୌଣସି ଡାକ୍ତରଖାନାରେ ଏ ଭଳି ଶିଶୁ ଜନ୍ମ ହୋଇଥିବା ପ୍ରମାଣ ମିଳି ନାହିଁ । ଏପରିକି ପାଖାପାଖି କୌଣସି…