Latest Odisha News

BREAKING NEWS

Browsing Category

ଫିଚର

ଅର୍ଜୁନ ପୁରସ୍କାର ପାଇଁ ଅଣଦେଖା ହେଲେ ଓଡିଶାର ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା !

ଭୁବନେଶ୍ୱର: ୨୦୨୧ ଅର୍ଜୁନ ପୁରସ୍କାର ପାଇଁ ହକି ଇଣ୍ଡିଆ କେଉଁ ନୀତି ଆପଣାଇଛି ତାହା ଜଣାପଡୁ ନାହିଁ । ପ୍ରଦର୍ଶନ, ଅଭିଜ୍ଞତା ନା ଆଉ କିଛି ? ତେବେ ଏଥର ଅର୍ଜୁନ ପୁରସ୍କାର ପାଇଁ ଭାରତର ଦୁଇ ଆନ୍ତର୍ଜାତୀୟ ଷ୍ଟାର ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କ ନାମ ପଠାଯାଇ ନାହିଁ । ଏହି…

ରାଉରକେଲା ଲେପ୍ରୋସି କଲୋନିରେ ୩୯୨ ଜଣଙ୍କ ସ୍କ୍ରିନିଂ, ହିତାଧିକାରୀଙ୍କୁ ମିଳିବ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ୬ଟି ଲେପ୍ରୋସି କଲୋନି ପାଇଁ ସ୍କ୍ରିନିଂ କ୍ୟାମ୍ପ କରାଯାଇଛି । ଯେଉଁମାନେ କୁଷ୍ଠ ରୋଗରୁ ସୁସ୍ଥ ହୋଇ ମଧ୍ୟ ଶାରୀରିକ ବିକୃତି ଭୋଗୁଛନ୍ତି, ସେମାନଙ୍କ ସୁବିଧା ପାଇଁ ଆଗେଇ ଆସିଛି ପ୍ରଶାସନ । ସମାଜରେ…

ଜାତିସଂଘରେ ଉଠିଲା ଜାମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ଆକ୍ରମଣ ପ୍ରସଙ୍ଗ

ଜାମ୍ମୁ : ଜାତିସଂଘରେ ଉଠିଲା ଜାମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ଆକ୍ରମଣ ପ୍ରସଙ୍ଗ । ଡ୍ରୋନ ସହାୟତାରେ ଯେଉଁଭଳି ଭାବେ ଅସ୍ତ୍ରଶସ୍ତ୍ର ପରିବହନ କରାଯାଇ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଛି, ସେଥିପ୍ରତି କଡା ଦୃଷ୍ଟି ଦେବାକୁ ଜାତିସଂଘରେ ଦାବି କରିଛି ଭାରତ । ଗୃହ ବ୍ୟାପାର…

ପ୍ରିଆକ୍ଟିଭେଟେଡ୍ ସିମ୍ କାର୍ଡ ରାକେଟର ପର୍ଦ୍ଦାଫାଶ୍‌, ୧୭ ହଜାର ସିମ୍ କାର୍ଡ ଜବତ

ଭୁବନେଶ୍ୱର: ଟ୍ୱିନସିଟି ପୋଲିସ କବଜାରେ ୭ ହାଇପ୍ରୋଫାଇଲ ସାଇବର ଲୁଟେରା । ଏମାନେ ଅପରାଧୀମାନଙ୍କୁ ସିମ୍ କାର୍ଡ ଯୋଗାଇ ଆସୁଥିବା ଜଣାପଡିଛି । ମିଛ ତଥ୍ୟ ଦେଇ ଏମାନେ ଏହି ଅପରାଧିକ କାମ କରିଆସୁଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସହିଦ ନଗର ଥାନାରେ ରୁଜୁ ହୋଇଥିବା ଏକ ମାମଲାର…

ରାଜ୍ୟରେ ସଂକ୍ରମଣ କମିଛି, ହେଲେ ଦୂର ହୋଇନି ଆଶଙ୍କା

ଭୁବନେଶ୍ବର : କରୋନା କବଳରୁ ଆଶ୍ବସ୍ତି ଲାଭ କରୁଛି ଓଡ଼ିଶା । ଦିନକୁ ଦିନ ସଂକ୍ରମଣ କମୁଥିବା ବେଳେ, ସ୍ବାଭାବିକ୍ ହେଉଛି ସ୍ଥିତି । ତେବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି । ଏତିକି ବେଳେ ଲୋକେ ଢ଼ିଲା ନହୋଇ କୋଭିଡ ନିୟମର ପାଳନ କରନ୍ତୁ । ଯେଉଁଭଳି ଭାବେ…

୫ ପ୍ରତିଶତ ତଳେ ସଂକ୍ରମଣ ରହିଲେ କୋହଳ ହେବ କଟକଣା

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ, ଏବେ ୪.୧୪ ପ୍ରତିଶତକୁ ଖସିଛି ପଜିଟିଭିଟି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିମୟ ଅନୁସାରେ ୫ ପ୍ରତିଶତ ତଳକୁ ସଂକ୍ରମଣ ହାର କମିଲେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୁଏ । ସେହି ନିୟମ…

କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର ଅସୁସ୍ଥ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଶ୍ରୀ ମିଶ୍ରଙ୍କର ହଠାତ୍ ରକ୍ତବାନ୍ତି ହେବାରୁ ତାଙ୍କୁ ଡାକ୍ତରଖାନାରାରେ ଭର୍ତ୍ତି କରାଯାଇଥିଲା । ସେଠାରେ…

ଅଣଲାଭକାରୀ ଡାକ୍ତରଖାନାର ଚିହ୍ନଟ ଓ ବିକାଶ ଉପରେ ନିତି ଆୟୋଗଙ୍କ ଗୁରୁତ୍ଵ

ନୂଆଦିଲ୍ଲୀ: ଦେଶରେ ଥିବା ଅଣଲାଭାକାରୀ ଡାକ୍ତରଖାନାଗୁଡ଼ିକର ଚିହ୍ନଟ ଓ ସେଗୁଡ଼ିକର ପରିଚାଳନା ଶୈଳୀକୁ ଗୁରୁତ୍ଵ ଓ ଭଲ ପ୍ରଦର୍ଶନ କରୁଥିବା ଏଭଳି ବର୍ଗର ଡାକ୍ତରଖାନାକୁ ପ୍ରୋତ୍ସାହନ ଉପରେ ଗୁରୁତ୍ଵ ଦେଇଛନ୍ତି ନିତି ଆୟୋଗ। ଦେଶରେ ମୁଖ୍ୟତଃ ୩ ପ୍ରକାର ଡାକ୍ତରଖାନା ଅଛି। ପ୍ରଥମେ ସରକାରୀ…

ସାକ୍ଷୀ ମହାରାଜଙ୍କ ଆକାଉଣ୍ଟରୁ ନେଇଗଲେ ୯୭ ହଜାର

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ନିଜର  ବୟାନକୁ ନେଇ ଚର୍ଚ୍ଚାର ରହିଥିବା ବିଜେପି ସାଂସଦ ସାକ୍ଷୀ ମହାରାଜ ପୁଣି ଚର୍ଚ୍ଚାରେ। ତାଙ୍କ ଆକାଉଣ୍ଟରୁ ୯୭ ଲକ୍ଷ ଟଙ୍କା ଗାଏବ୍ ହୋଇଥିବା ହୋଇଥିବା ଅଭିଯୋଗ ହୋଇଛି। ଏହି ଟଙ୍କା ଲୁଟିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଓଡ଼ିଶାର ୮ ଜିଲ୍ଲାରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ

ଭୁବନେଶ୍ୱର: ଦୋକାନୀ ବିକିବେ କେବଳ ହଲମାର୍କ ସୁନା । ଓଡ଼ିଶାରେ ୮ଟି ଜିଲ୍ଲାରେ ହଲମାର୍କ ସୁନା ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଏହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୁରଭଞ୍ଜ ଓ ସମ୍ବଲପୁର । ଏନେଇ ଟ୍ୱିଟ୍ କରି ସୂଚନା…