Latest Odisha News

BREAKING NEWS

Browsing Category

ଫିଚର

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାଁ ସୁପାରିଶ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାଁ ସୁପାରିଶ କରିଛନ୍ତି ଓଡ଼ିଶା ସରକାର । କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ନାଁ ପଠାଇଛନ୍ତି । ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ…

ମହାରାଷ୍ଟ୍ରରେ ମହିଳାଙ୍କୁ ଗୋଟିଏ ଦିନରେ ୩ କରୋନା ଟିକା!

ଥାନେ: ମହାରାଷ୍ଟ୍ରର ଜଣେ ମହିଳାଙ୍କୁ ମାତ୍ର କେଇମିନିଟ ମଧ୍ୟରେ କରୋନା ଟିକାର ୩ଟି ଡୋଜ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ସମ୍ପୃକ୍ତ ୨୮ ବର୍ଷୀୟା ମହିଳାଜଣକ ଏକ ସରକାରୀ ଟିକାକେନ୍ଦ୍ରକୁ ଟିକା ନେବାକୁ ଆସିଥିଲେ। ଟିକା ନେବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ପ୍ରଥମ ଥର ଟିକା…

ୟୁଏଇରେ ଟି୨୦ ବିଶ୍ୱକପ ଆୟୋଜନ : ବିସିସିଆଇର ଫାଇଦା, ଭାରତର କ୍ଷତି

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଆଇସିସି ଟି୨୦ ବିଶ୍ୱକପ ୟୁଏଇରେ କରିବା ପାଇଁ ସ୍ଥିର କରିଛି । କରୋନା ମହାମାରୀ ଯୋଗୁ ବୋର୍ଡ ଏହି ନିଷ୍ପତି ନେଇଥିବା କହିଛି । ତେବେ ପ୍ରକୃତରେ ଟି୨୦ବିଶ୍ୱକପ ୟୁଏଇକୁ ଶିଫ୍ଟ ହେବା ପଛରେ କରୋନା ଏକମାତ୍ର କାରଣ ? ଏହାର ଉତର ନାଁ,…

ବିରଳ ‘Oh+ve’ ଗ୍ରୁପର ରକ୍ତ ଦେଇ ଦେବଦୂତ ସାଜିଲେ ରାଉରକେଲାର ରଜତ

ଅନୁଗୋଳ: ରକ୍ତ ସମ୍ପର୍କ ନାହିଁ । କିନ୍ତୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ । ରାଉରକେଲାରୁ ଆସିଲେ ଅନୁଗୋଳ । ଜଣେ ଗର୍ଭବତୀଙ୍କୁ ବିରଳ ଗ୍ରୁପର ରକ୍ତ ଦେଇ ଦେବଦୂତ ସାଜିଛନ୍ତି ରାଉରକେଲାର ରଜତ ଏକ୍କା । ତାଙ୍କର ମହାନତା ଓ ପରୋପକାରକୁ ନେଇ ଏବେ ଅନୁଗୋଳ ସହରରେ ଭାରି ଚର୍ଚ୍ଚା । ଢେଙ୍କାନାଳ…

ନଗଡ଼ାବାସୀ ନେଲେ କରୋନା ଟିକା

ଯାଜପୁର: ବହୁ ଚର୍ଚ୍ଚିତ ତଥା ଅପପୁଷ୍ଟିର ଅପବାଦ ମୁଣ୍ଡେଇଥିବା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ାରେ ଟିକାକରଣ ହୋଇଛି। ସୋମବାର ଉପର ଓ ତଳ ନଗଡ଼ାର ୬୫ଜଣ ଜୁଆଙ୍ଗ ଆଦିବାସୀ, ଗୁହିଆସାଳରୁ ୫୬, ତୁମୁଣିର ୩୮ଜଣ ଜୁଆଙ୍ଗଙ୍କୁ ପ୍ରଥମ ଡୋଜ୍ ଟିକା ପ୍ରଦାନ କରାଯାଇଛି। ଏହା ସହିତ ନାଲିଆଡାବରରେ…

ମାଟ୍ରିକ ରେଜଲ୍ଟରେ ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ କେବଳ ଅଫଲାଇନ୍ ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ…

କଟକ: ରାଜ୍ୟରେ କରୋନା ଯୋଗୁ ମାଟ୍ରିକ ପରୀକ୍ଷା ବାତିଲ ହେଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷର ନିଆଁ ଜଳିଛି । ଛାତ୍ରଛାତ୍ରୀ ଓ ଅଭିଭାବକ ରେଜଲ୍ଟକୁ ନେଇ ନାଖୁସ୍ । ଗତକାଲି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପରେ ଆଜି ପ୍ରେସମିଟର…

ଚାଉଳରୁ କଲେରା ଭ୍ୟାକ୍ସିନ ପ୍ରସ୍ତୁତ କଲା ଜାପାନ !

ଟୋକିଓ: ଜାପାନ ବୈଜ୍ଞାନିକଙ୍କୁ ଆଜି ବଡ ସଫଳତା ମିଳିଛି । କଲେରା ରୋଗ ପାଇଁ ଚାଉଳରୁ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସେମାନେ ସଫଳ ହୋଇଛନ୍ତି । ଏହାର ନାମ ମ୍ୟୁକୋ ରାଇସ ସିଟିବି ରଖାଯାଇଛି । ଏହାକୁ ସାଧାରଣ ରୁମ ଟେମ୍ପେରେଚରରେ ଷ୍ଟୋର କରାଯାଇ ପାରିବ । ଏହାକୁ ପାଟିବାଟେ ପାଣି ସହିତ ଖିଆ…

ଓଡ଼ିଶାରେ ଲକଡାଉନ୍ ଖୋଲିବ ନା ବଢ଼ିବ, କଣ କହିଲେ ଡିଏମଇଟି ?

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଛି । କିନ୍ତୁ ଏବେ ବି ଉପକୂଳର କିଛି ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ଅଛି । ଜୁଲାଇ ୧ରୁ ଅନଲକ୍ ହେବ କି ପୂରା ଓଡ଼ିଶା ? ସରକାରଙ୍କ ଘୋଷଣାକୁ ଅପେକ୍ଷା ଭିତରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଲୋକଙ୍କୁ ସବୁ ଦିନ ଘର ଭିତରେ ରଖିବା…

୬୦ ବର୍ଷ ପରେ ୟୁରୋ କପ କ୍ୱାର୍ଟରରେ ପ୍ରବେଶ କଲା ସୁଇଜରଲାଣ୍ଡ

ବୁଖାରେଷ୍ଟ: ୬୦ ବର୍ଷ ପରେ ୟୁରୋ କପ ଫୁଟବଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ସୁଇଜରଲାଣ୍ଡ । ବିଶ୍ୱ ଚାମ୍ପିୟନ ଫ୍ରାନ୍ସକୁ ପେନାଲ୍ଟି ଶୁଟଆଉଟରେ ୫-୪ରେ ହରାଇ ଦଳ ଏହି ସଫଳତା ହାସଲ କରିଛି । ଚୂଡାନ୍ତ ସମୟରେ ୩-୩ରେ ମ୍ୟାଚ ଶେଷ ହୋଇଥିଲା । ପେନାଲ୍ଟି ଶୁଟଆଉଟରେ ଫ୍ରାନ୍ସ…

ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସ୍ଵାଧୀନ ନିର୍ଦ୍ଦେଶକ ନିଯୁକ୍ତି କେତେ ସ୍ଵାଧୀନ?

 -ରାଜନୈତିକ ସମ୍ପୃକ୍ତିକୁ ଗୁରୁତ୍ଵ, ଅଧା ନିଯୁକ୍ତି ବିଜେପିରୁ! ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ବହୁ ରାଷ୍ଟ୍ରାୟତ୍ତ ସଂସ୍ଥା ଉଦ୍ୟୋଗ ରହିଛି। ଏଥିରେ ବିଭିନ୍ନସ୍ତର ଓ ପଦବୀରେ କର୍ମଚାରୀ ଅଛନ୍ତି। ଏହାବାଦ୍ ପରିଚାଳନା ବୋର୍ଡରେ ବିଭିନ୍ନ ସମୟରେ ଇଣ୍ଡିପେଣ୍ଡଣ୍ଟ ଡାଇରେକ୍ଟର ବା…