Latest Odisha News

BREAKING NEWS

Browsing Category

ଫିଚର

ଦୁଇଟି ଡୋଜ ଟିକା ନେବା ପରେ ସଂକ୍ରମଣର ଅନୁଧ୍ୟାନ ପାଇଁ ବୈଷୟିକ କମିଟି ଗଠନ

ଭୁବନେଶ୍ବର: କୋଭିଡ୍ ଟିକାର ଦୁଇଟି ଡୋଜ ନେବା ପରେ ବି କିଛି ସଂକ୍ରମିତ ହେଉଛନ୍ତି। ଏଭଳି କିଛି କେସ ଆସିବା ପରେ ଏହାର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଦ୍ୱିତୀୟ ଡୋଜ…

କେବୁଲ ଟିଭି ନେଟୱର୍କ ନିୟମାବଳୀରେ ସଂଶୋଧନ

ନୂଆଦିଲ୍ଲୀ : କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ, ୧୯୯୪ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫ ଅନୁଯାୟୀ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ ସଂକ୍ରାନ୍ତରେ…

ଛାତ୍ରଛାତ୍ରୀଙ୍କ ପାଇଁ ଲଞ୍ଚ ହେଲା ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ପୋର୍ଟାଲ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ପ୍ରଥମ ଶ୍ରେଣୀରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ପୋର୍ଟାଲ ଲଞ୍ଚ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ରାଜ୍ୟରେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥାକୁ ଅଧିକ…

ଜାମିନ ଆବେଦନର ଶୁଣାଣି ଲାଗି କୋର୍ଟଙ୍କ ଅଗ୍ରାହ୍ୟ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : ଜାମିନ ଆବେଦନର ଶୁଣାଣି ଲାଗି କୋର୍ଟଙ୍କ ଅଗ୍ରାହ୍ୟ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ । ଏହା ଦ୍ବାରା ଅଭିଯୁକ୍ତଙ୍କ ଅଧିକାରର ଉଲ୍ଲଂଘନ ହେଉଥିବା କହିଛନ୍ତି ସୁପ୍ରିମକୋର୍ଟ । ବ୍ୟକ୍ତିଗତ ସ୍ବାଧୀନତା ସହ ସହ ଜଡିତ ଜରୁରୀ ମାମଲାର ଶୁଣାଣିକୁ ଗୁରୁତର ସହ ନେବା ଉଚିତ । ଏଥିରେ କୌଣସି…

ନୟାଗଡ଼ରେ ଲଜ୍ଜା, ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ନୟାଗଡ଼ : ନୟାଗଡ଼ରେ ଲଜ୍ଜା । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ କରାଯାଇଛି ହତ୍ୟା । ନୟାଗଡ଼ ବାଣିଗୋଛା ଥାନା ଅଞ୍ଚଳରେ ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ନୟାଗଡ଼ ଏସପି ସିଦ୍ଧାର୍ଥ କାଟାରିଆ । ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଛି…

୨୦୨୨ ସୁଦ୍ଧା ଆଇଟି କ୍ଷେତ୍ରରୁ ଚାକିରି ହରାଇପାରନ୍ତି ୩୦ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ : ବିଭିନ୍ନ ଆଇଟି କମ୍ପାନିରେ ଚାକିରି କରୁଥିବା ବ୍ୟକ୍ତି ସାବଧାନ । ୨୦୨୨ ସୁଦ୍ଧା ଯାଇପାରେ ଜୀବିକା । ଜାରି ରହିଥିବା ଅଟୋମେସନ ପ୍ରକ୍ରିୟାରେ ଆସିପାରେ ଏହି ବିପତ୍ତି । ଆସନ୍ତା ୨୦୨୨ ସୁଦ୍ଧା ବିଭିନ୍ନ ଆଇଟି କ୍ଷେତ୍ରରୁ ପ୍ରାୟ ୩୦ ଲକ୍ଷ କର୍ମଚାରୀ ସେମାନଙ୍କ ଚାକିରି…

କାଳିଆ ହିତାଧିକାରୀଙ୍କୁ ଅତିରିକ୍ତ ୧୦୦୦ ଟଙ୍କାର ସହାୟତା

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା କୃଷକ, ଶ୍ରମିକ, ଛାତ୍ରଛାତ୍ରୀ, ଆଦିମ ଜନଜାତି, ଗରିବ ଷ୍ରଣୀର ଲୋକେ ଲାଭବାନ ହେବେ । ପ୍ୟାକେଜ ଅନୁଯାୟୀ, କାଳିଆ ଯୋଜନାର ହିତାଧିକାରୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା ଦେବାକୁ…

ଜୁଲାଇରେ ପିଲାଙ୍କ ଉପରେ ନୋଭାଭାକ୍ସ ଟିକାର କ୍ଲିନିକାଲ୍ ପରୀକ୍ଷା

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜୁଲାଇରେ ପିଲାମାନଙ୍କ ଉପରେ ନୋଭାଭାକ୍ସ ଟିକାର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରାଯାଇଛି। https://twitter.com/ANI/status/1405469122540892160?s=19 ଗତ ବର୍ଷ ସେପ୍ଟେମ୍ବରରେ କରୋନା ଟିକା ପ୍ରସ୍ତୁତ…

ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା

ଭୁବନେଶ୍ବର : କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ,…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ରୋମାଂଚକ ମୁକାବିଲା ଦେଖିବା ନେଇ ଉତ୍କଣ୍ଠାରେ କ୍ରିକେଟପ୍ରେମୀ

ଭୁବନେଶ୍ୱର: ଇଂଲଣ୍ଡର ସାଉଥାମ୍ପଟନରେ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ କ୍ରିକେଟର ଫାଇନାଲର ମ୍ୟାଚ । ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ଆମ୍ନା ସାମ୍ନା ହେବେ । ନ୍ୟୁଜିଲାଣ୍ଡ ଫର୍ମ ଏବଂ ଆଇସିସି ଇଭେଂଟରେ ଭାରତ ବିପକ୍ଷରେ ଭଲ…