Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ହେବ UG/PG ପରୀକ୍ଷା, ୧୮ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ UG/PG ପରୀକ୍ଷା ହେବ । ଏନେଇ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ କୁଳପତି…

ଦେବସ୍ନାନ ଯାତ୍ରା; ପହଣ୍ଡି ନୀତି ପାଇଁ ସମୟ ସୂଚୀ ନିର୍ଘଣ୍ଟ

ପୁରୀ: ଜୁନ୍ ୨୪ରେ ଦେବ ସ୍ନାନା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପହଣ୍ଡି ନୀତି ପାଇଁ ସମୟ ସୂଚୀ ନିର୍ଘଣ୍ଟ କରାଯାଇଛି। ଦଇତାପତି ନିଯୋଗ ସେକ୍ରେଟାରୀ ଦୁର୍ଗା ପ୍ରସାଦ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ପ୍ରଭୁଙ୍କ ପହଣ୍ଡି…

୩ ବର୍ଷରେ ବଜ୍ରପାତ ନେଲାଣି ୪୮ ଜୀବନ

ଢେଙ୍କାନାଳ: ଗତ ତିନି ବର୍ଷ ମଧ୍ୟରେ ଢେଙ୍କାନାଳରେ ହୋଇଥିବା ବଜ୍ରପାତରେ ପ୍ରାୟ ୪୮ ଜଣଙ୍କ ଜୀବନ ଯାଇଛି। ଏନେଇ ଡିଷ୍ଟ୍ରିକ୍ଟ ଇମରଜେନ୍ସି ଓ୍ବିଙ୍ଗ୍ କହିଛି। ଶଶାଙ୍କ ଶେଖର ମିଶ୍ର ନାମକ ଜଣେ ଅଧିକାରୀ କହିଛନ୍ତି ଯେ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା ବେଳେ ଆବଶ୍ୟକୀୟ…

ରାଜଧାନୀରେ ବୁଲୁଥିଲା ନକଲି ଆର୍ମି ଅଫିସରଙ୍କ ଗାଡି

ଭୁବନେଶ୍ୱର: ବେଶ କିଛିଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଆର୍ମି ଲେଖାହୋଇଥିବା ଏକ ଗାଡି ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା । ଏକ କଳା ରଙ୍ଗର ଦାମୀ ଏସ୍‌ୟୁଭି ମଡେଲ ଗାଡିରେ ଆର୍ମି ଲେଖା ହେବା ସହ ହାଇ ସିକ୍ୟୁରିଟି ଜୋନ୍‌ରେ ଗାଡିଟି ଘୁରିବୁଲୁଥିଲା । ଶେଷରେ ଏହି…

ବଲାଙ୍ଗିର କୋଭିଡ୍ ହସ୍ପିଟାଲରେ ୯୩ ବର୍ଷୀୟ ବୃଦ୍ଧଙ୍କ ବର୍ଥ ଡେ ସେଲିବ୍ରେସନ୍

ବଲାଙ୍ଗିର: କରୋନା ଆକ୍ରାନ୍ତଙ୍କ ଜନ୍ମଦିନ ପାଳିଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ବଲାଙ୍ଗିର ସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲରୁ ଏମିତି ଚିତ୍ର ସାମନାକୁ ଆସିଛି । ଜଣେ ୯୩ ବର୍ଷୀୟ କରୋନା ସଂକ୍ରମିତ ବୃଦ୍ଧଙ୍କର ଜନ୍ମଦିନ ପାଳନ କରିଛନ୍ତି ଡାକ୍ତର । ଏଥିପାଇଁ ତାଙ୍କ ବେଡ୍ ପାଖରେ ସ୍ୱତନ୍ତ୍ର…

କିନ୍ନରଙ୍କୁ ମିଳିବ ଓଡ଼ିଶା ପୋଲିସରେ ନିଯୁକ୍ତି, ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: କିନ୍ନର କରିବେ ପୋଲିସ ଚାକିରି । ଓଡ଼ିଶା ପୋଲିସରେ ସବ-ଇନିସପେକ୍ଟର ଭାବରେ ସେମାନଙ୍କୁ ନିଯୁକ୍ତି ମିଳିବ । ପୋଲିସ ଏସଆଇ ପଦବୀରେ ନିଯୁକ୍ତି ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ବିଜ୍ଞପ୍ତି । ଏଥିରେ ଟ୍ରାନ୍ସଜେଣ୍ଡର ବି ଆବେଦନ କରିପାରିବେ ବୋଲି ଉଲ୍ଲେଖ ରହିଛି । ତେବେ…

ଓଡ଼ିଶା ପୋଲିସରେ ୪୭୭ SI ପଦ ପାଇଁ ବାହାରିଲା ନିଯୁକ୍ତି, ଟ୍ରାନ୍ସଜେଣ୍ଡର କରିପାରିବେ ଆବେଦନ

କଟକ: ଓଡ଼ିଶା ପୋଲିସରେ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ୪୭୭ ସବ-ଇନିସପେକ୍ଟର (ଝଓ) ପଦବୀ ପାଇଁ ନିଯୁକ୍ତି ବାହାରିଛି । ଜାରି ହୋଇଛି ବିଜ୍ଞପ୍ତି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅନଲାଇନରେ ଆବେଦନ କରିବେ ଆଶାୟୀ । ଆପାତତଃ ୨୨ ତାରିଖ ସକାଳ ୯ଟାରୁ…

ପ୍ରଥମ ପର୍ଯ୍ୟାୟ ଅନଲକରେ ଖୋଲିପାରେ ଓଡ଼ିଶାର ଏସବୁ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଛି । ୧୭ ତାରିଖରୁ ଆରମ୍ଭ ହୋଇପାରେ ପର୍ଯ୍ୟାୟ କ୍ରମେ ଅନଲକ୍ ପ୍ରକ୍ରିୟା । ସଂକ୍ରମଣ ହାର କମୁଥିବା ଜିଲ୍ଲାରେ ଅନଲକ୍ ପ୍ରକ୍ରିୟା ନେଇ ବିଚାର କରାଯାଉଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଏବେ ରାଜ୍ୟର କରୋନା ଗ୍ରାଫ ଦର୍ଶାଉଛି, ପ୍ରଥମ ପର୍ଯ୍ୟାୟ…

ଦୀର୍ଘ ୭୦ ଦିନ ପରେ ଦେଶରେ ଖସିଲା ଦୈନିକ ସଂକ୍ରମଣ, ୮୪ ହଜାର ପଜିଟିଭ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୮୪,୩୩୨ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦୀର୍ଘ ୭୦ ଦିନ ପରେ ସଂକ୍ରମଣ ମାମଲା ଖସିଥିବା ନଜର ଆସିଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୩ ଲକ୍ଷ ୫୯ ହଜାର ୧୫୫କୁ ବୃଦ୍ଧି ପାଇଛି।…

କରୋନା ସେକେଣ୍ଡ ଓ୍ୱେଭ୍ ଦେଶରୁ ନେଲାଣି ୭୧୯ ଡାକ୍ତରଙ୍କ ଜୀବନ, ଓଡ଼ିଶାରୁ ୨୮

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭ୍ ଦେଶରେ ମୃତ୍ୟୁସଂଖ୍ୟାରେ ସୁନାମୀ ଆଣିଛି । ୨ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ସଂକ୍ରମିତ ହୋଇଛନ୍ତି । ବାଦ ପଡ଼ି ନାହାନ୍ତି ଡାକ୍ତର । ଦ୍ୱିତୀୟ ଲହରରେ କେବଳ ଦେଶରୁ ୭୧୯ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି…