Latest Odisha News

BREAKING NEWS

Browsing Category

ଫିଚର

ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତା ୧୮ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୬ଟି ରାଜ୍ୟରେ ଥିବା ୧୧୧ଟି ପ୍ରଶିକ୍ଷଣ କେନ୍ଦ୍ରରେ ଏହି…

ଗଭୀର ମହାସାଗର ଅଭିଯାନକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଗଭୀର ମହାସାଗର ଅଭିଯାନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଗଭୀର ସମୁଦ୍ରରେ ଥିବା ସମ୍ପଦର ଅନୁସନ୍ଧାନ କରିବା ଓ ମହାସାଗରୀୟ ସମ୍ପଦର ସ୍ଥାୟୀ ଉପଯୋଗ କରିବାରେ ଏହା ବେଶ ସହଯୋଗ କରିବ । ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ସୂଚନା ଦେଇଛନ୍ତି । ଏହି…

ଘରୁ ଡାକିନେଇ ଧାନ ବ୍ୟବସାୟୀଙ୍କୁ ବୋମା ମାଡ

ଭୁବନେଶ୍ୱର: ବେଆଇନ୍ ଅସ୍ତ୍ରଶସ୍ତ୍ରର ଅବାଧ କାରବାର ରାଜଧାନୀରେ ଅପରାଧୀଙ୍କର ସାହାସ ବଢାଇଛି । ଦିନ ହେଉ ଅବା ରାତି, ଅପରାଧ ଘଟାଇବାକୁ କୁଣ୍ଠାବୋଧ କରୁନାହାଁନ୍ତି ଅପରାଧୀ । ବାଲିଅନ୍ତା ଥାନା ଅନ୍ତର୍ଗତ କୁଳସାହିରେ ଧାନ ବ୍ୟବସାୟୀଙ୍କୁ ରାତି ଅଧରେ ହୋଇଛି ବୋମା ମାଡ । ମିଳିଥିବା ସୂଚନା…

କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା

କେନ୍ଦ୍ରାପଡା : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଲା ମହାମାରୀ କରୋନା । ଘାତକ କରୋନା କବଳରୁ ସୁସ୍ଥ ହୋଇଛନ୍ତି ୮୦ ବର୍ଷୀୟା ବୃଦ୍ଧା । ଏହାସହ କେନ୍ଦ୍ରାପଡ଼ା ଛତାସ୍ଥିତ ସମ୍‌ କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମରେ ସୁସ୍ଥ…

ରୋନାଲ୍ଡୋ ଏପରି କଣ କଲେ ଯେ, କୋକା କୋଲା କମ୍ପାନୀର କ୍ଷତି ହେଲା ୨୯ହଜାର କୋଟି !

ବୁଡାପେଷ୍ଟ: ଚଳିତ ୟୁରୋକପ ଫୁଟବଲରେ ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଯୋଗୁ ମୃଦୁ ପାନୀୟ କମ୍ପାନୀ କୋକା କୋଲା ୨୯ ହଜାର କୋଟି ଟଙ୍କାର କ୍ଷତି ସହିଛି । ଏକ ପ୍ରେସ କନଫେରେନ୍ସରେ ରୋନାଲ୍ଡୋ ଟେବୁଲ ଉପରେ କୋକାକୋଲା ବୋତଲ ଦେଖି ବିରକ୍ତ ହୋଇଥିଲେ । ସେ ୨ଟି ବୋତଲ ହଟାଇବା…

ରଘୁରାଜପୁରରେ ଉଦଯାପିତ ହେଲା ସପ୍ତରଙ୍ଗ ବୃତ୍ତଚିତ୍ର ଶିବିର

ପୁରୀ : ଉଦଯାପିତ ହୋଇଛି ବିଶ୍ବ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର, ସପ୍ତରଙ୍ଗ ବୃତ୍ତଚିତ୍ର ଶିବିର । ଶେଷ ଦିନରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରତି ଚିତ୍ରଶିଳ୍ପୀ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ…

ପୂର୍ବତଟ ରେଳପଥର ୪ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକ ପଦକ ସମ୍ମାନ

ଭୁବନେଶ୍ବର : ପୂର୍ବତଟ ରେଳପଥର ୪ ଜଣ ଅଧିକାରୀଙ୍କୁ କରାଯାଇଛି ସମ୍ମାନୀତ । ଏହି ୪ ଜଣ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକ ପଦକ ସମ୍ମାନ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ସୁରକ୍ଷା ଆୟୁକ୍ତ ଏମ. ସମ୍ବାଶିବା ରାଓଙ୍କ ସମେତ ପୂର୍ବତଟ ରେଳପଥର ୪ଜଣ…

ବୟସ ସାଢ଼େ ୪, ଜଙ୍ଗଲରେ ଛାଡି ସାରିଲାଣି ୧୦୦ରୁ ଊର୍ଦ୍ଧ୍ୱ ସାପ

ନାଗଦା: ମଧ୍ୟପ୍ରଦେଶର ନାଗଦା ଅଂଚଳରେ ଗୋଟିଏ ସାଢ଼େ ୪ ବର୍ଷ ପିଲାର ସାହାସ ସମସ୍ତଙ୍କୁ ଅଶ୍ଚର୍ଯ୍ୟଚକିତ କରିଛି । ପ୍ରିନ୍ସ ସାଲଭି ନାମକ ଏହି ଛୋଟ ପିଲାଟି ସାପକୁ ଭୟ କରୁ ନାହିଁ । ଏ ପର୍ଯ୍ୟନ୍ତ ୧୦୦ରୁର୍ଦ୍ଧ୍ୱ ସାପ ସେ ଧରି ଜଙ୍ଗଲରେ ଛାଡି ସାରିଛି । ସାପ ତା ପାଇଁ ଖେଳଣା ସାଜିଛି କହିଲେ…

ଜୁଲାଇ ୨୫ ଯାଏଁ ଶ୍ରୀମନ୍ଦିର ବନ୍ଦ

ପୁରୀ : ଚଳିତ ବର୍ଷ ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହାସହ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର । ମୁଖ୍ୟ ପ୍ରଶାସକଙ୍କ…

ଡ୍ରାଭିଡ, କୁମ୍ବଲେ ଓ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ମହିଳା କ୍ରିକେଟର ମିଥାଲୀ, ଝୁଲଣ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ୨ ଷ୍ଟାର ଖେଳାଳି ମିଥାଲୀ ରାଜ ଏବଂ ଝୁଲଣ ଗୋସ୍ୱାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ସର୍ବାଧିକ ମ୍ୟାଚ ଖେଳିବାରେ ପୁରୁଷ ଦଳର ମହାନ ଖେଳାଳି ସୌରଭ ଗାଙ୍ଗୁଲି, ଅନୀଲ କୁମ୍ବଲେ ଓ ରାହୁଲ ଡ୍ରାଭିଡଙ୍କୁ ପଛରେ ପକାଇ ଦେଇଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ…