Latest Odisha News

BREAKING NEWS

Browsing Category

ଫିଚର

କରୋନା ମାନଚିତ୍ରରେ ବଦଳିଲା ଓଡ଼ିଶାର ରଙ୍ଗ, ରେଡ୍ ଜୋନରୁ ବାହାରିଲେ ଏସବୁ ଜିଲ୍ଲା

ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସିଛି । ଏବେ ୮ ହଜାର ଭିତରେ ରହୁଛି । ପ୍ରତିଦିନ ଅଧିକ ସୁସ୍ଥ ହେଉଛନ୍ତି । ଆକ୍ଟିଭ୍ କେସ୍ ଖସୁଛି । ପଜିଟିଭ୍ ହାର ୧୦ ପ୍ରତିଶତରୁ ହ୍ରାସ ପାଇଛି । ସଂକ୍ରମଣ ଓ ଆକ୍ଟିଭ୍ କେସ୍ କମୁଥିବା ବେଳେ ବଦଳିଛି କରୋନା ମାନଚିତ୍ରରେ…

ବଢୁଛି କରୋନା ମୃତ୍ୟୁସଂଖ୍ୟା: ୨୪ ଘଣ୍ଟାରେ ଓଡ଼ିଶାରୁ ଗଲା ୪୦ ଜୀବନ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ଓଡ଼ିଶାରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ଉପରମୁହାଁ । ୨୪ ଘଣ୍ଟାରେ ଆଉ ୪୦ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ୧୫ ଜିଲଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରେ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ପାଖାପାଖି ହେଲାଣି…

ଓଡ଼ିଶାରେ ୮ ଲକ୍ଷ ଟପିଲା କରୋନା କେସ୍: ଆଜି ୭୩୯୫ ପଜିଟିଭ୍, ୯ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଖସୁଛି କରୋନା କାୟା । ଦୈନିକ ସଂକ୍ରମଣ କମୁଛି । ସୁସ୍ଥ ହେଉଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭ହାଜର ୩୯୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୧୬୯ ପଜିଟିଭି ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ଆସନ୍ତାକାଲିଠୁ ସାମ୍ୱାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ବିତୀୟ ଡୋଜ୍

ଭୁବନେଶ୍ବର : ଆସନ୍ତାକାଲିଠାରୁ ଠାରୁ ରାଜଧାନୀରେ ଆରମ୍ଭ ହେବ ସାମ୍ୱାଦିକଙ୍କୁ ଟିକାକରଣ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ । ବିଏମସି ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଗୋପବନ୍ଧୁ…

କୋରାପୁଟ ଦଣ୍ଡାବାଡିରେ ହ୍ରାସ ପାଉଛି ମାଓ ଗତିବିଧି

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ହ୍ରାସ ପାଉଛି ମାଓ ଗତିବିଧି । ଦଣ୍ଡାବାଡିରେ ଥିବା ବିଏସଏଫ କ୍ୟାମ୍ପ ଯବାନଙ୍କୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଗଡ଼ ସାଜିଥିବା ଦଣ୍ଡାବାଡି ଓ ରାମଗିରି ଅଞ୍ଚଳରେ ଭାଙ୍ଗିବାରେ ଲାଗିଛି ମାଓବାଦୀଙ୍କ ଗଡ଼ । ରାମଗିରି ଓ ଦଣ୍ଡାବାଡ଼ିରେ…

ଆସନ୍ତା ୯ ତାରିଖରେ ଖୋଲିବ ଗ୍ଲୋବାଲ ଟେଣ୍ଡର ପ୍ରାଇସ୍ ବିଡ୍

ଭୁବନେଶ୍ବର : ଟିକାକରଣକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ । ଆଜି ଗ୍ଲୋବାଲ ଟେଣ୍ଡର ପାଇଁ ବିଡ୍ ଦାଖଲର ଶେଷ ଦିନ ଥିଲା । ଯେଉଁଥିରେ ୨ଟି ସଂସ୍ଥା ଅଂଶଗ୍ରହଣ କରିଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି…

ଭୁବନେଶ୍ବରରେ ହ୍ରାସ ପାଉଛି ସଂକ୍ରମଣ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି କମିଛି ପଜିଟିଭ୍ ସଂଖ୍ୟା । ଆଜି ବିଏମସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୭୫୩ ଜଣ ନୂଆ ସଂକ୍ରମିତ । କ୍ବାରେଣ୍ଟାଇନରୁ ୧୨୬ ଜଣ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ରହିଛନ୍ତି…

ଚୀନ ତିଆରି କଲା କୃତ୍ରିମ ସୂର୍ଯ୍ୟ: ୧୨୦ ମିଲିୟନ ଡିଗ୍ରୀର ତାପମାତ୍ରା ସୃଷ୍ଟି କରି ସ୍ଥାପନ କଲା ବିଶ୍ୱରେକର୍ଡ

ବେଜିଂ: ଚୀନ ଶୁକ୍ରବାର ପୁନର୍ବାର ବିଶ୍ୱକୁ ଚକିତ କରିବାରେ ସଫଳ ହୋଇଛି । ଚୀନର ନିର୍ମିତ କୃତ୍ରିମ ସୂର୍ଯ୍ୟ ୧୦୦ ସେକେଣ୍ଡ ପର୍ଯ୍ୟନ୍ତ ୧୨୦ ମିଲିୟନ ଡିଗ୍ରୀ ତାପମାତ୍ରା ସୃଷ୍ଟି କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି । କୌଣସି ଦେଶ କୃତ୍ରିମ ଉପାୟରେ ଏତେମାତ୍ରାର ତାପମାତ୍ରା ସୃଷ୍ଟି କରିପାରି…

ହିମାଚଳରେ ଦୃଶ୍ୟମାନ ହେଲା ସବୁଠାରୁ ବିଷଧର ସର୍ପ କିଙ୍ଗ କୋବ୍ରା

ସିରମୌର: ହିମାଚଳ ପ୍ରଦେଶର ସିରମୌର ଜିଲାରେ ଦୁନିଆର ସବୁଠାରୁ ବିଷଧର ସର୍ପ କିଙ୍ଗ କୋବ୍ରା ଦୃଶ୍ୟମାନ ହୋଇଛି । ଯାହାକୁ ନେଇ ୱାଇଲ୍ଡ ଲାଇଫ ଡିପାର୍ଟମେଂଟ ଉତ୍ସାହିତ ହୋଇ ପଡିଛନ୍ତି । ସୂଚନାଯୋଗ୍ୟ, ଫାନ୍ଦି ଗ୍ରାମର ପ୍ରବୀଣ ସିଂ ଠାକୁର ପ୍ରାତଃ ଭ୍ରମଣରେ ବାହାରିଥିଲେ । ଶିବଲିକ ପାହାଡ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ସାହୁଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୁକ୍ରବାର ଦିନ ଅନ୍ତିମ ବିଦାୟ ଦିଆଯାଇଛି। ଶ୍ରୀ ସାହୁଙ୍କ ମୃତଦେହ ଆଜି ସକାଳ ପ୍ରାୟ ୯ ଟା ସମୟରେ ହାଇଦ୍ରାବାଦରୁ ବିଜୁ ପଟ୍ଟନାୟକ…