Latest Odisha News

BREAKING NEWS

Browsing Category

ଫିଚର

ଆଜି ଓଡ଼ିଶାରେ ୪୪୬୯ କରୋନା ପଜିଟିଭ୍, ୧୬ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା ସଂକ୍ରମଣ । ଲଗାତାର ଦ୍ୱିତୀୟ ଦିନରେ ଦୈନିକ ସଂକ୍ରମଣ ପାଞ୍ଚ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜର ୪୬୯ ପଜିଟିଭି । ଏଥିରେ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ୨ହଜାର ୫୪୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୯ଶହ…

ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ: ଆଜି ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ସକ୍ରିୟ ହୋଇଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ଆଜି ସାରା ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ…

ସତ୍ୟାନନ୍ଦର ସାଙ୍ଘାତିକ ପ୍ରେମ, ଅଳ୍ପକେ ବର୍ତ୍ତିଲା ଲିପି !

ଢେଙ୍କାନାଳ: ମାରାତ୍ମକ ପ୍ରେମ କାହାଣୀ । ସତ୍ୟାନନ୍ଦର ମିଛ ପ୍ରେମ କାହାଣୀରେ ଫସିଥିବା ଏକ ନୀରିହ ଜୀବନ ଅଲ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି । ଏହି ଦୁଇ ଧାଡି ଆପଣଙ୍କୁ ବୋଧ ହୁଏ ଅବୁଝା ଲାଗୁଥିବ । ହେଲେ ସତ୍ୟାନନ୍ଦ ଭଳି ଲୋକଙ୍କ ପ୍ରେମ କାହାଣୀ ଆଜି ପ୍ରେମ ଭଳି ଶବ୍ଦକୁ ବଦନାମ କରିବାକୁ…

ମୁକୁଲ ରୟଙ୍କ ପରେ ଆଉ କିଛି ବିଜେପି ନେତା ଟିଏମସିରେ ହେବେ ସାମିଲ

କୋଲକାତା : ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପି ଛାଡ଼ି ମୁକୁଲ ରୟ ଟିଏମସିରେ ସାମିଲ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ମୁକୁଲ ରୟଙ୍କ ପରେ ଏବେ ବିଜେପିର ଆଉ କିଛି ନେତା ଟିଏମସିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ନିକଟରେ ଉତ୍ତର ଚବିଶି ପ୍ରଗଣାରେ ଏକ…

ଓୟୁଏଟିର ପୂର୍ବତନ ଡିନ୍ ଜଗନ ମୋହନ ଶତପଥୀଙ୍କ ପରଲୋକ

ଭୁବନେଶ୍ବର : ଓୟୁଏଟିର ପୂର୍ବତନ ଡିନ୍ ଡକ୍ଟର ଜଗନ ମୋହନ ଶତପଥୀଙ୍କ ପରଲୋକ । ସୂର୍ଯ୍ୟନଗର ସ୍ଥିତ ବାସଭବନରେ ତାଙ୍କର ଆଜି ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିବା ବେଳେ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସେ ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ । ଏହାସହ…

ରକ୍ତ ରଞ୍ଜିତ ହେଲା ରାଜଧାନୀ, ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ବର : ରକ୍ତ ରଞ୍ଜିତ ହେଲା ରାଜଧାନୀ । ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘଟଣାରେ ଜଣଙ୍କୁ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ…

ରହସ୍ୟମୟ କମରୁନାଗ ହ୍ରଦ: କୋଟି କୋଟି ଟଙ୍କାର ସମ୍ପତି ବିନା ସୁରକ୍ଷାରେ ପଡି ରହିଛି !

ସିମଲା: ଭାରତ ଏକ ରହସ୍ୟମୟ ଦେଶ । ଏଠାରେ ବିଭିନ୍ନ ସ୍ଥାନରେ ଅଦ୍ଭୁତପୂର୍ଣ୍ଣ ବିଶ୍ୱାସ ଏବଂ ଘଟଣା ଦେଖିବାକୁ ମିଳେ । ହିମାଚଳ ପ୍ରଦେଶର କମୁରାନାଗ ହ୍ରଦ ଏ ଭଳି ଏକ ସ୍ଥାନ । କମରୁନାଗ ମନ୍ଦିର ନିକଟରେ ଥିବା ଏହି ହ୍ରଦରେ କୋଟି କୋଟି ଟଙ୍କାର ଧନ ସମ୍ପତି ପଡି ରହିଛି । ତାହା ପୁଣି ବିନା…

କଟକ କଲେଜ ଛକରେ ଥିବା ଏକ ହୋଟେଲରେ ସେକ୍ସ କାରବାର

କଟକ : କଟକରୁ ସେକ୍ସ ରାକେଟ ଠାବ । କଲେଜ ଛକରେ ଥିବା ଏକ ହୋଟେଲରୁ ଏହି ସେକ୍ସ ରାକେଟ ଠାବ ହୋଇଛି । ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି । ସେକ୍ସ ରାକେଟ କାରବାର ଘଟଣାରେ ହୋଟେଲ ମ୍ୟାନେଜର, କିଙ୍ଗ ପିନ୍, ଜଣେ ପୁରୁଷ ଓ ଜଣେ ଦେହଜୀବୀଙ୍କୁ ଅଟକ ରଖିଛି ପୋଲିସ । କଲେଜ ଛକରେ…

ଆଇସା ସୁଲତାନଙ୍କୁ ସମର୍ଥନ କରି ଲାକ୍ଷାଦ୍ୱୀପରେ ଇସ୍ତଫା ଦେଲେ ଏକାଧିକ ବିଜେପି ନେତା

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଆଇଶା ସୁଲତାନଙ୍କ ବିବାଦୀୟ ମନ୍ତବ୍ୟ ପରେ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ମାମଲା ରୁଜୁ କରିଥିଲେ । ତେବେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ଲାକ୍ଷାଦ୍ୱୀପରେ ଏକାଧିକ ବିଜେପି ନେତା ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାର…

ଝିଅ ଓ ସ୍ତ୍ରୀକୁ ହାଣିବା ପରେ ବାପାର ଆତ୍ମହତ୍ୟା

କୁଚିଣ୍ଡା : ସୈତାନ ସାଜିଲା ବାପା । ଜନ୍ମ କଲା ବାପା ଘଟାଇଛି ନାରକୀୟ କାଣ୍ଡ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୌତୁକବାହାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ଝିଅକୁ ହାଣି ମାରି ମାରିବା ପରେ ଆଉ ତିନି ଜଣଙ୍କୁ କଟୁରୀରେ ହାଣି ଗୁରୁତର କରିଛି । ତେବେ ଘଟଣା…