Latest Odisha News

BREAKING NEWS

Browsing Category

ଫିଚର

ଆଜି ଓଡ଼ିଶାରୁ ୮୮୩୯ କରୋନା ପଜିଟିଭ୍, ଦୈନିକ ଟେଷ୍ଟ ୭୦ ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ସ୍ଥିର ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୮୩୯ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪ହଜାର ୯୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୮୯୧ । ଆଜି ୭୦ହଜାର ୧୭୮ ନମୁନା…

ବିଦାୟ ବିଜୟଶ୍ରୀ: ବିଧାନସଭାରେ ଦିଆଗଲା ଗାର୍ଡ ଅଫ୍ ଅନର, ଆଜି ଜନ୍ମମାଟିରେ ଶେଷକୃତ୍ୟ

ଭୁବନେଶ୍ୱର: ଅନ୍ତିମ ଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଜନ୍ମମାଚିର ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ ଅନ୍ତିମ ସଂସ୍କାର ହେବ । ଏଥିପାଇଁ ମର ଶରୀରକୁ ଆଜି ଭୁବନେଶ୍ୱରରୁ ଜନ୍ମମାଟି…

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ୩ ରଥର ଅଖ ସହ ଚକ ଡେରା ନୀତି ସମ୍ପାଦିତ ହେବ

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରଥଖଳା ଚଳଚଞ୍ଚଳ । ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ଯାତ୍ରା । ଏହି ଅବସରରେ ତିନିଟ ରଥର ଅଖ ସହ ଚକ ଡେରା ନୀତି ଆଜି ସମ୍ପାଦିତ ହେବ । ୨ଟି ଲେଖାଏ ଚକ ସହ ଅଖ ସଂଯୋଗ ହେବ । ଶ୍ରୀମନ୍ଦିରରରେ ସକାଳ ଧୂପ…

ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହେଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ

ଭୁବନେଶ୍ୱର: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ୍ ଏବଂ ଦ ଓଡ଼ିଶା ସୋସାଇଟ୍ ଅଫ୍ ଦ ଆମେରିକା ହେଲ୍ଥ ଆଣ୍ଡ ୱେଲ୍ନେସ୍ ଗ୍ରୁପ୍ ((OSA-HWG)) "ଅମୃତ ଧାରା" ନାମରେ ଏକ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି । ଏହି ଅବସରରେ…

ଏକାମ୍ର କାନନ ଜମି ପ୍ରସଙ୍ଗରେ ହସ୍ତକ୍ଷେପ କଲେ ଏନଜିଟି, ଯଥା ସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ସରକାରଙ୍କ ପିଛା ଛାଡୁନି ଜମି ବିବାଦ । ରାଜଧାନୀ ଭୁବନେଶ୍ବର ଏକାମ୍ର କାନନ ଜମି ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ । ଏକାମ୍ର କାନନ ଜମିର ଯଥା ସ୍ଥିତି ଫେରାଇ ଆଣିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ । ବ୍ୟବସାୟ…

ସଲମାନଙ୍କୁ କେଆରକେ ଡରପୋକ ଗୁଣ୍ଡା କହିଲେ

ମୁମ୍ବାଇ: ସଲମାନ ଖାଁ ଏବଂ ସ୍ୱୟଂଘୋଷିତ କ୍ରିଟିକ କମାଲ ରଶିଦ ଖାଁ(କେଆରକେ) ବିବାଦ ପୁନର୍ବାର ନୂଆ ରୂପ ନେଇଛି । ସଲମାନଙ୍କୁ ସେ ଡରପୋକ ଗୁଣ୍ଡା କହିଛନ୍ତି । ଫ୍ଲପ ସିଙ୍ଗର, ସଂଘର୍ଷରତ ମଡେଲ ଏବଂ ବିଗ ବସ ପ୍ରତିଯୋଗୀଙ୍କୁ ବ୍ୟବହାର କରି ତୁମେ ମୋତେ ଧମକାଇବାକୁ ଚାହୁଁଛ । ସେମାନଙ୍କୁ ମୁଁ…

ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା

ଭୁବନେଶ୍ବର : ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବେ ଡକୁମେଣ୍ଟେସନ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି…

କେନ୍ଦ୍ର ସରକାରଠାରୁ ଏହି ୬ ପ୍ରଶ୍ନର ଉତର ଚାହିଁଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ଟୀକାକରଣ ନୀତି ନେଇ ସମାଲୋଚନା କରିବା ସହ ଏହି ୬ ପ୍ରଶ୍ନର ଉତର ଚାହିଁଛନ୍ତି । ପ୍ରଶ୍ନଗୁଡିକ ହେଲା- ୧.ଭ୍ୟାକ୍ସିନର ଫଣ୍ଡ କିପରି ଖର୍ଚ୍ଚ ହେଉଛି: ୩୫ ହଜାର କୋଟି ଟଙ୍କାର ବଜେଟ ଟୀକାକରଣ ପାଇଁ ଯଦି ରଖାଯାଇଛି, ତାହାହେଲେ…

ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର : ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି । ସ୍ବର୍ଗତ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବର୍ଗତ…

ରାଉରକେଲା ସ୍ବତନ୍ତ୍ର କାରାଗାରରେ କଏଦୀଙ୍କୁ ଦିଆଗଲା କୋଭିଡ୍ ଟିକା

ରାଉରକେଲା : ରାଉରକେଲା ସ୍ବତନ୍ତ୍ର କାରାଗାରରେ ଥିବା କଏଦୀମାନଙ୍କୁ ଦିଆଯାଇଛି କୋଭିଡ୍ ଟିକାର ପ୍ରଥମ ଡୋଜ୍ । ଏଥିପାଇଁ ଜେଲ୍ ପରିସରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ କଏଦୀଙ୍କୁ ଟିକା ଦିଆଯାଇଛି । ଉଭୟ ୧୮ ରୁ ୪୪ ବର୍ଷ ବର୍ଗ ଏବଂ ୪୫ରୁ ଅଧିକ ବୟସର କଏଦୀଙ୍କୁ ଟିକା ଦିଆଯାଇଛି । ଜେଲ୍…