Latest Odisha News

BREAKING NEWS

Browsing Category

ଫିଚର

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ରାଜଦ୍ରୋହ ମାମଲା ଖାରଜ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କୁ ବଡ଼ ଆଶ୍ୱସ୍ତି । ତାଙ୍କ ବିରୋଧରେ ହିମାଚଳ ପ୍ରଦେଶରେ ହୋଇଥିବା ରାଜଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ୟୁ. ୟୁ. ଲଳିତ ଓ ଜଷ୍ଟିସ ବିନୀତ ଶରଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ବିନୋଦ ଦୁଆଙ୍କ ବିରୋଧରେ…

ଖୁବଶୀଘ୍ର ଆଉ ଗୋଟିଏ ମେନ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍, ୩୦ କୋଟି ଡୋଜ୍ ପାଇଁ ଡିଲ୍

ନୂଆଦିଲ୍ଲୀ: କରୋନା ଟିକାକରଣ ଭିତରେ ଆଉ ଗୋଟିଏ ଖୁସି ଖବର ସାମନାକୁ ଆସିଛି । ଖୁବଶୀଘ୍ର ଦେଶ ପାଇବ ଆଉ ଗୋଟିଏ ମେଡ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍ । ୩୦ କୋଟି ଡୋଜ୍ କରୋନା ଟିକା ପାଇଁ ହ୍ରାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା କମ୍ପାନୀ ବାୟୋଲୋଜିକାଲ୍-ଇ ସହିତ ଡିଲ୍ କରିଥନ୍ତି କେନ୍ଦ୍ର ସରକାର ।…

ସୌରଭ ଗାଙ୍ଗୁଲିଙ୍କ ୨୫ ବର୍ଷ ପୁରୁଣା ରେକର୍ଡ ସହ ସମକକ୍ଷ ହେଲେ ନ୍ୟୁଜିଲାଣ୍ଡର କନୱେ

ଲର୍ଡ୍ସ:ନ୍ୟୁଜିଲାଣ୍ଡର ଓପନର ଡେୱେନ କନୱେ ପଦାର୍ପଣ ଟେଷ୍ଟ ମ୍ୟାଚରେ ଇତିହାସ ରଚିଛନ୍ତି । ଲର୍ଡ୍ସରେ ତୃତୀୟ ବିଦେଶୀ ବ୍ୟାଟ୍ସମ୍ୟାନ ଭାବେ ସେ ଏହି କୀତିମାନ ସ୍ଥାପନ କରିଛନ୍ତି । ୧୯୮୩ରେ ହ୍ୟାରୀ ଗ୍ରାହାମ ଏବଂ ୧୯୯୬ରେ ଭାରତର ସୌରଭ ଗାଙ୍ଗୁଲି ଏଠାରେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ…

ସ୍ତ୍ରୀକୁ ପଥରରେ ଛେଚି ମାରିବା ପରେ ଜୀବନ ହାରିଦେଲା ସ୍ୱାମୀ

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ାଛେଲୁ କୁମ୍ଭାରସାହିରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ଘଟିଛି ଏହି ଘଟଣା । ମୃତକ ହେଲେ ଗାଁର ପ୍ରଶାନ୍ତ ମୁଦୁଲି…

ଫ୍ରେଂଚ ଓପନ ଟେନିସ: ୨ ଜଣ ପୁରୁଷ ଡବଲ୍ସ ଖେଳାଳି କରୋନା ସଂକ୍ରମିତ, ଦର୍ଶକଙ୍କୁ ବାହାର କରାଗଲା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଗୁରୁବାର ପୁରୁଷ ଡବଲ୍ସ ବିଭାଗର ୨ଜଣ ଖେଳାଳି କରୋନା ସଂକ୍ରମିତ ଥିବା ଜଣାପଡିଛି । ସେମାନଙ୍କୁ ଡ୍ରରୁ ବାହାର କରିବା ସହ, ଷ୍ଟାଡିୟମରେ ଉପସ୍ଥିତି ଥିବା ଦର୍ଶକଙ୍କୁ ଘରକୁ ଯିବାକୁ କୁହା ଯାଇଥିଲଶ । ଫ୍ରେଂଚ ଟେନିସ ଫେଡେରେଶନ ସମସ୍ତ ପ୍ରକାର…

୨୪ ଘଣ୍ଟାରେ ଦେଶରୁ ୧ଲକ୍ଷ ୩୪ ହଜାର ପଜିଟିଭ୍, ୨୮୮୭ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ମୃତ୍ୟୁସଂଖ୍ୟା ବି ୩ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୪ହଜାର ୧୫୪ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି ଆଉ ୨ହଜାର ୮୮୭ ଜୀବନ । ଦେଶରେ କରୋନାରେ ସଂକ୍ରମିତ ହେଲେଣି ମୋଟ୍ ୨କୋଟି…

ତ୍ରାଲରେ ବିଜେପି ନେତା ରାକେଶ ପଣ୍ଡିତଙ୍କୁ ଗୁଳି କରି ହତ୍ୟା

ତ୍ରାଲ:କଶ୍ମୀରର ତ୍ରାଲ ଅଂଚଳରେ ଆତଙ୍କବାଦୀମାନେ ବିଜେପିର ନଗରପାଳିକା ଅଧ୍ୟକ୍ଷ ରାକେଶ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି କଶ୍ମୀର ପଣ୍ଡିତଙ୍କ ଜଣଙ୍କ ଦୀର୍ଘ ଦିନ ଧରି ଉଗ୍ରବାଦୀଙ୍କ ନୀତି ବିରୋଧରେ ଲଢ଼ି ଆସୁଥିଲେ । ରାକେଶଙ୍କ ସୁରକ୍ଷା ପାଇଁ ୨ଜଣ ପିଏସଓ ଦିଆ ଯାଇଥିଲେ ମଧ୍ୟ…

ପଳାତକ ମେହୁଲ ଚୋକସୀକୁ ଡୋମିନିକାର ମାଜିଷ୍ଟ୍ରେଟ୍ କୋର୍ଟରୁ ମିଳିଲାନି ବେଲ୍

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ମେହୁଲ ଚୋକସୀକୁ ଝଟକା ଲାଗିଛି । ଡୋମିନିକା ମାଜିଷ୍ଟ୍ରେଟ୍ କୋର୍ଟ ତାକୁ ବେଲ୍ ଦେବାକୁ ମନା କରି ଦେଇଛନ୍ତି । ନିକଟରେ ଆଣ୍ଟିଗୁଆରୁ ନିଖୋଜ ହୋଇଥିବା ଚୋକସୀ ଡୋମିନିକାରୁ ଧରାପଡ଼ିଥିଲା । ବେଆଇନ୍ ଭାବରେ ପ୍ରବେଶ ଅଭିଯୋଗରେ…

ଇସ୍ରାଏଲରେ ୮ ରାଜନୈତିକ ଦଳ ମଧ୍ୟରେ ବୁଝାମଣା, ପ୍ରଧାନମନ୍ତ୍ରୀ ପଦରୁ ହଟିବେ ନେତ୍ୟାନେହୁ

ନୂଆଦିଲ୍ଲୀ: ଇସ୍ରାଏଲରେ ଦୀର୍ଘ ୧୨ ବର୍ଷ ପରେ ବେଞ୍ଜାମିନ ନେତ୍ୟାନେହୁ ପ୍ରଧାନମନ୍ତ୍ରୀ ପଦରୁ ହଟିବା ନିଶ୍ଚିତ ହୋଇଯାଇଛି । ମାର୍ଚ୍ଚରେ ହୋଇଥିବା ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ନ ଥିଲେ । ବଡ ପାର୍ଟି ଭାବେ ନେତ୍ୟାନେହୁ ଦଳକୁ ସରକାର ଗଠନ କରିବା ପାଇଁ ପ୍ରସ୍ତାବ…

କରୋନା ମୃତ୍ୟୁରେ ବ୍ରେକ୍ ଲାଗୁନି: ଆଜି ରାଜ୍ୟରୁ ଗଲା ରେକର୍ଡ ୪୨ ଜୀବନ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ମୃତ୍ୟୁସଂଖ୍ୟା ପ୍ରତିନିଦି ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ରେକର୍ଡ ୪୨ ଆକ୍ରାନ୍ତଙ୍କ ଜୀବନ ନେଇଛି । ୧୮ ଜିଲ୍ଲାରୁ ସଂକର୍ମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫ ଜଣ ପ୍ରାଣ…