Latest Odisha News

BREAKING NEWS

Browsing Category

ଫିଚର

କକଟେଲ୍ ଔଷଧରେ ମରିବ କରୋନା ? ଦିଲ୍ଲୀରେ ଆରମ୍ଭ ହେଲା ପ୍ରୟୋଗ

ନୂଆଦିଲ୍ଲୀ: କରୋନାକୁ ମାତ୍ ଦେବାକୁ ଭାରତକୁ ମିଳିଲା ଆଉ ଏକ ଅସ୍ତ୍ର । କରୋନାକୁ ମାତ୍ ଦେବାରେ ସକ୍ଷମ କୁହାଯାଉଥିବା ମୋନୋକ୍ଲୋନଲ ଆଣ୍ଟିବଡ଼ି ଅର୍ଥାତ୍ କକଟେଲ୍ ଡ୍ରଗ୍ସର ପ୍ରୟୋଗ ଦେଶରେ ଆରମ୍ଭ ହୋଇଛି । ସ୍ୱିଜରଲ୍ୟାଣ୍ଡର ଔଷଧ କମ୍ପାନୀ ରୋଶେ ଓ ସିପ୍ଲା ଏହାକୁ ଭାରତରେ ଲଞ୍ଚ କରିଛନ୍ତି ।…

ମଣିଷ ସର୍ବାଧିକ କେତେ ବର୍ଷ ବଞ୍ଚିପାରେ? ଖୁଲାସା କଲେ ବୈଜ୍ଞାନିକ

ଆପଣ ଜାଣିଛନ୍ତି କି ଜଣେ ମଣିଷ ସର୍ବାଧିକ କେତେ ବର୍ଷ ବଞ୍ଚିପାରିବ? ହେଲେ ବୈଜ୍ଞାନିକ ମାନେ ଏହି ରହସ୍ୟକୁ ଖୋଜି ପାଇଥିବା ଦାବି କରାଯାଉଛି। ନେଚର କମ୍ୟୁନିକେସନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମଣିଷ ସର୍ବାଧିକ ୧୫୦ ବର୍ଷ ବଞ୍ଚିପାରେ। ଆସନ୍ତୁ ଜାଣିବା ବୈଜ୍ଞାନିକଙ୍କ ତଥ୍ୟ...…

ନଦୀରୁ ମିଳିଲା ଅଖାରେ ବନ୍ଧା ଯାଇଥିବା ମୃତଦେହ, ହତ୍ୟା ମାମଲା ରୁଜୁ କରି ପୋଲିସର ତଦନ୍ତ

କଳାହାଣ୍ଡି: ତେଲ ନଦୀରୁ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । କେସିଙ୍ଗା ବ୍ଲକ ଅଧିନ ପଥର୍ଲା ପଞ୍ଚାୟତ ଅନ୍ତର୍ଗତ ବାହାଦୂର ପଦର ନିକଟସ୍ଥ ତେଲ ନଦୀ ଗର୍ଭରୁ ମିଳିଛି ମୃତଦେହ । ସକାଳେ ବାହାଦୂର ପଦର ଗାଁର କିଛି ଯୁବକ ନଦୀକୁ ଗାଧୋଇ ଯାଇଥିବା ସମୟରେ ଏକ ଅଖା ବସ୍ତା ଭାସୁଥିବା ଦେଖିଥିଲେ ।…

ବାତ୍ୟା ‘ୟାସ୍’ ବେଳେ ରାଜ୍ୟରେ ଜନ୍ମ ହୋଇଛନ୍ତି ୩୫୦ ନବଜାତ, ୨ ଜଣଙ୍କ ନାଁ ରଖାଗଲା ‘ୟାସ୍’

ଭୁବନେଶ୍ୱର: ଓଡ଼ିଶାରେ ଅତି ଭୀଷଣ ବାତ୍ୟା ‘ୟାସ୍’ ତାଣ୍ଡବ ରଚୁଥାଏ । ସୁ ସୁ ହୋଇ ପବନ ବହୁଥିବା ବେଳେ ଅଜାଡ଼ି ହେଉଥାଏ ତୁହାକୁ ତୁହା ବର୍ଷା । ଆଉ ଠିକ୍ ସେତିକି ବେଳେ ବାତ୍ୟା ପ୍ରଭାବିତ ଜିଲ୍ଲାର ମେଡିକାଲରେ ୩୫୦ ଜଣ ନବଜାତ ଦୁନିଆ ଦେଖିଛନ୍ତି । ଜନ୍ମ ନେଇଥିବା ନବଜାତଙ୍କ ମଧ୍ୟରୁ ୨…

୯୦ ଦିନରେ କରୋନା ରହସ୍ୟ ଉପରକୁ ପରଦା ହଟାଇବାକୁ ଗୋଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଲେ ବାଇଡେନ

ୱାଶିଂଟନ: କରୋନା ମହମାରୀ ଉତ୍ପତି ସ୍ଥଳ ନେଇ ଆମେରିକା ତଦନ୍ତ ଆରମ୍ଭ କରିଛି । ରାଷ୍ଟ୍ରପତି ଜୋ ବାଇଡେନ ୯୦ ଦିନ ମଧ୍ୟରେ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ଗୋଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ଚୀନର ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି । ଚୀନର ଉହାନରୁ କରୋନା…

NDRF ଅଫିସରଙ୍କୁ ସଲାମ୍: ପାଣିଘେରରୁ ନବଜାତକୁ ଉଦ୍ଧାର, ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

କୋଲକାତା: ବାତ୍ୟା ୟସ୍ ପ୍ରଭାବରେ ପଶ୍ଚିମବଙ୍ଗରେ ବିଭୀଷିକା । ଅନେକ ଅଞ୍ଚଳ ଜଳବନ୍ଦୀ । ବିଶେଷ ଭାବରେ ପ୍ରଭାବିତ ହୋଇଛି ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା । ବାତ୍ୟା ମୁକାବିଲା ଭିତରେ ଏନଡିଆରଏଫ ଟିମର ଉଦ୍ଧାର ଅଭିଯାନର ଏକ ଚିତ୍ରକୁ ନେଇ ଏବେ ଚର୍ଚ୍ଚା । ଆଣ୍ଠୁଏ ପାଣିରେ ଜଣେ ନବଜାତଙ୍କୁ…

ସତର୍କ ସଙ୍କେତ ଟପିଲା ବୈତରଣୀ ଜଳସ୍ତର

କେନ୍ଦୁଝର: ବାତ୍ୟା ୟସ୍ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଫୁଲିଛି ବୈତରଣୀ । ନଦୀର ଜଳସ୍ତର ସତର୍କ ସଙ୍କେତ ପାର କରିଛି । ଆନନ୍ଦପୁରଠାରେ ବୈତରଣୀ ନଦୀର ସତର୍କ ସଙ୍କେତ ୩୭.୪୪୦ ମିଟର ରହିଥିବା ବେଳେ ଏବେ ଜଳସ୍ତର ରହିଛି ୩୮.୨୯୦ ମିଟର । ଉପର ମୁଣ୍ଡରେ ବର୍ଷା ଅଧିକ ହେଲେ ଆହୁରି ଫୁଲିବ ବୈତରଣୀ…

ସାଗର ହତ୍ୟା ମାମଲା: ସୁଶୀଲଙ୍କୁ ଫସା ଯାଉଛି !

ନୂଆଦିଲ୍ଲୀ: ପହଲିୱାନ ସାଗର ହତ୍ୟା ମାମଲାରେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଯାଉଛି ବୋଲି ଓକିଲ ବିଏସ ଜାଖଡ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ଛତ୍ରସାଲ ଷ୍ଟାଡିୟମରେ ଦୁଇ ପହଲିୱାନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ସୁଶୀଲ ସେମାନଙ୍କ ସମାଧାନ…

ଦେଶରେ ଖସୁଛି ଦୈନିକ ସଂକ୍ରମଣ, ଜାଣନ୍ତୁ କେତେ ପଜିଟିଭ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୨ ଲକ୍ଷ ୧୧ ହଜାର ୨୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩ ହଜାର ୮୪୭ ଟପିଛି ଦୈନିକ କରୋନା ମୃତ୍ୟୁ ସଂଖ୍ୟା। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨…

ମାଲକାନଗିରିରେ ୯୭ ଟପିଲା ଡିଜେଲ, ଶହେ ମୁହାଁ ପେଟ୍ରୋଲ୍

ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡିଜେଲର ଦର ପୁଣି ବଢ଼ିଛି । ଚଳିତ ମାସରେ ୧୪ ଥର ପାଇଁ ବଢ଼ିଛି ତୈଳଦର । ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ୨୪ ପଇସା ଓ ଡିଜେଲ୍ ୨୯ ପଇସା ବଢ଼ିଛି । ରାଜ୍ୟର ୭ଟି ଜିଲ୍ଲାରେ ଡିଜେଲ୍ ଦର ୯୪ ଟଙ୍କା ଉପରେ ରହିଛି । ମାଲକାନଗିରିରେ ଡିଜେଲର…