Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ରକୁ ଫାଇଜର କହିଲା ଟିକା ୧୨ରୁ ଅଧିକ ବୟସ୍କ ଓ B.1.617 ଭାରିଆଣ୍ଟ ଉପରେ ପ୍ରଭାବୀ

ନୂଆଦିଲ୍ଲୀ: ଆମେରିକା କମ୍ପାନୀ ଫାଇଜର୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ୧୨ରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ପ୍ରଭାବୀ ହେଉଛି । ସେହିପରି କରୋନାର ନୂଆ ଭାରିଆଣ୍ଟି B. ୧.୬୧୭ କୁ ବି ମାରିବ । ଏନେଇ କେନ୍ଦ୍ର ସରକାରଙ୍କୁ ଫାଇଜର୍ ଅବଗତ କରାଇଛି । ଏଥିସହ ଫାଇଜର ଟିକାକୁ ୨-୮ ଡିଗ୍ରୀ ସେଲସିୟସ…

ଖାଲି ସୁଶୀଲ କୁମାର ନୁହେଁ, ଏମାନେ ମଧ୍ୟ ପତନର ରାସ୍ତା ଧରିଥିଲେ

ପୁରୀ: ଅଲିମ୍ପିକରେ ପଦକ ଜିତି ସୁଶୀଲ କୁମାର ଭାରତକୁ ଯେତିକି ଗୌରବାନ୍ୱିତ କରିଥିଲେ, ଏବେ ସାଗର ହତ୍ୟା କାଣ୍ଡରେ ସମ୍ପୃକ୍ତ ହେବା ସହ ଜେଲ ଯାଇ ତାଠାରୁ ଅଧିକ ନାମ ତଳେ ପକାଇ ଦେଇଛନ୍ତି । କ୍ରୀଡାପ୍ରେମୀ ଭାରତବାସୀ ରେସଲର ସୁଶୀଲଙ୍କୁ ମୁଣ୍ଡରେ ବସାଇଥିଲେ । ସମ୍ମାନ, ଅର୍ଥ କିଛି ଅଭାବ ନ…

ଚିରନିଦ୍ରାରେ ଓଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା

କଟକ: ଓଲିଉଡ ଦୁନିଆ ପାଇଁ ଆଉ ଗୋଟିଏ ଦୁଃଖ ଖବର । ପରଲୋକାରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ଖବର ଶୁଣି ସ୍ତବ୍ଧ…

ରାଜ୍ୟରେ ଖସିଲା ସଂକ୍ରମଣ, ଥମୁନି ମୃତ୍ୟୁ; ଲଗାତାର ଦ୍ୱିତୀୟ ଦିନରେ ଆଉ ୩୪ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ଜୀବନ ନେଉଛି କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ହଠାତ୍ ପ୍ରାୟ ୪ ହଜାର ପାଖାପାଖି ହ୍ରାସ୍ ପାଇଛି । ଦିନକରେ ୬ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣଙ୍କ ଜୀବନ ନେଇଛି କିଲର୍ କରୋନା । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨ ହଜାର ୬୧୮କୁ ବୃଦ୍ଧି ପାଇଛି ।…

ଆକାଶମାର୍ଗରୁ ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟସ୍ ପ୍ରଭାବରେ କ୍ଷୟକ୍ଷତି କେତେ ? କେଉଁ ଅଞ୍ଚଳ କେତେ ପ୍ରଭାବିତ ହୋଇଛି । ଆଜି ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିବେ । ଆଜି ଅପରାହ୍ଣରେ ବାତ୍ୟାଞ୍ଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ…

ଡିପ୍ ଡିପ୍ରେସନ୍ ହେଲା ୟସ୍: ଓଡ଼ିଶାରେ ତାଣ୍ଡବ ପରେ ଝାଡ଼ଖଣ୍ଡରେ ପ୍ରବେଶ

ଭୁବନେଶ୍ୱର: ଓଡ଼ିଶାରେ ତାଣ୍ଡବ ରଚିବା ପରେ ଝାଡ଼ଖଣ୍ଡରେ ପ୍ରବେଶ କରିଛି ବାତ୍ୟା ୟସ୍ । ଏବେ ଏହା ଡିପ୍ ଡିପ୍ରେସନ୍ ହୋଇ ସାରିଛି । ଝାଡ଼ଖଣ୍ଡର ଦକ୍ଷିଣ ଓ ସଂଲଗ୍ନ ଉତ୍ତର କେନ୍ଦ୍ରୀୟ ଓଡ଼ିଶା ଉପରେ ରହିଛି ଗଭୀର ଅବପାତ । ଏବେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି…

୭ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଅନୁଗୁଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ହ୍ରାସ୍ ପାଇଛି । ଗତକାଲି ରାଜ୍ୟରେ ୧୧ ହଜାର ୬୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୬ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ମାମଲା ୧ ହଜାରରୁ ଅଧିକ ରହୁଥିବା ବେଳେ ଆଜି ୬ ଶହ…

ଧରାପଡ଼ିଲା ମେହୁଲ ଚୋକସୀ: ଆଣ୍ଟିଗୁଆକୁ ଚମ୍ପଟ ମାରିଥିଲା, ଡୋମିନିକାରୁ ଗିରଫ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଦୁର୍ନୀତି ଓ ଠକେଇ ମାମଲାରେ ଚମ୍ପଟ ମାରିଥିବା ଅଭିଯୁକ୍ତ ମେହୁଲ ଚୋକସୀ ଧରା ପଡିଛି । ତାକୁ ଡୋମିନିକାରୁ ଗିରଫ କରାଯାଇଛି । ସେଠାକାର କ୍ରାଇମ୍ ଇନଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ (CID) କଷ୍ଟୋଡିରେ ଅଛି ମେହୁଲ ଚୋକସୀ । କିଛି ଦିନ…

ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢଉ, ୪ ମହିଳାଙ୍କ ସମେତ ୧୮ ଗିରଫ

କୁକୁଡାଖଣ୍ଡି: ବ୍ରହ୍ମପୁର ପୋଲିସ ପକ୍ଷରୁ ଆଜି ସଦର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଏକ ବଡ ଜୁଆ ଆଡ୍ଡା ଉପରେ ଚଢଉ ହୋଇଛି । ଚଢଉ ବେଳେ ୪ଜଣ ମହିଳାଙ୍କ ସମେତ ୧୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ନଗଦ ଏକ ଲକ୍ଷ ୭ ହଜାର ୪୯୦ ଟଙ୍କା, ୧୭ଟି ମୋବାଇଲ ଓ ଦୁଇଟି…

କିମ ଜୋଙ୍ଗ ଭଉଣୀଙ୍କ ନୃଶଂସପଣିଆ

ପ୍ୟୋୟାଙ୍ଗୟାଙ୍ଗ: ଉତର କୋରିଆର ଏକଚ୍ଛତ୍ରବାଦ ଶାସନ କିମ ଜୋଙ୍ଗ ଉନଙ୍କ ନୃଶଂସପଣିଆ ଏବେ ତାଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କ ନିକଟରେ ଦେଖିବାକୁ ମିଳୁଛି । କିଛି କ୍ଷମତା ପାଇବା ପରେ ସେ ଏବେ ଶୀର୍ଷ ଅଧିକାରୀଙ୍କୁ ଗୁଳି କରି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଅର୍ଥରେ ଯିଏ ବି ସେମାନଙ୍କ…