Latest Odisha News

BREAKING NEWS

Browsing Category

ଫିଚର

ବାବା ରାମଦେବଙ୍କ କ୍ଲାସ୍ ନେଲେ ଡାକ୍ତର ଲେଲେ

ନୂଆଦିଲ୍ଲୀ: ଏଲୋପାଥିକୁ ବେକାର କହି ଚର୍ଚ୍ଚାକୁ ଆସିଛନ୍ତି ବାବା ରାମଦେବ । ଏହି ମନ୍ତବ୍ୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ବାବା ରାମଦେବ ଓ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) । ନିକଟରେ ଏକ ଟିଭି ଡିବେଟ୍‌ରେ ଆଇଏମ୍‌ଏର ସେକ୍ରେଟାରୀ ଜନେରାଲ୍ ଡାକ୍ତର ଜୟେଶ ଲେଲେଙ୍କଠାରୁ ବାବା…

ବାତ୍ୟାଞ୍ଚଳରେ ପୋଲିସର ମହାନତା: ଦେଖନ୍ତୁ, ନବଜାତ ଓ ଗର୍ଭବତୀଙ୍କୁ କେମିତି କରୁଛନ୍ତି ସ୍ଥାନାନ୍ତର

ଭଦ୍ରକ: ମାଡ଼ି ଆସୁଛି ବାତ୍ୟା ୟସ୍ । ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ହୋଇଛି । ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ପ୍ରଭାବିତ ଆଶଙ୍କା ଥିବା ଗାଁରୁ ଲୋକଙ୍କୁ ଖାଲି କରାଯାଉଛି । ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଓ ଉଦ୍ଧାରକାରୀ ଟିମ୍ । ବିଶେଷ କରି ଗର୍ଭବତୀ, ନବଜାତ ଓ…

ବାତ୍ୟା ମୁକାବିଲା: ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ୱର ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ସରକାର ଦମ୍ ଲଗାଇ ଦେଇଛନ୍ତି । ପ୍ରଭାବିତ ଆଶଙ୍କା ଥିବା ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ତଳି ଅଞ୍ଚଳ ଓ ବିପଦ ଆଶଙ୍କା ଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି । ବିଦ୍ୟୁତ ଯୋଗାଣକୁ ଫୋକସ୍ ବି…

ବଡ଼ ଖବର: ଧାମରା ପାଖ ଦେଇ କାଲି ସକାଳେ ଗତି କରିବ ବାତ୍ୟା ୟସ୍

ଭୁବନେଶ୍ୱର: ବାତ୍ୟା ୟସର ଲାଣ୍ଡଫଲକୁ ନେଇ ବଡ଼ ଖବର ସାମନାକୁ ଆସିଛି । କାଲି ସକାଳେ ଧାମରା ନିକଟ ଦେଇ ଗତି କରିବ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜ ମହାପାତ୍ର । ଅର୍ଥାତ ଉତ୍ତର ଓଡ଼ିଶା ଉପକୂଳର…

ଦେଶରେ ୨ ଲକ୍ଷ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଖସୁଛି । ସେକେଣ୍ଡ ଓ୍ୱେଭରେ ୪ ଲକ୍ଷ ପାର କରିଥିବା ସଂକ୍ରମଣ ଆଜି ୨ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଲକ୍ଷେ ୯୬ ୪୨୭ ପଜିଟିଭ୍ । ଏହି ସମୟରେ ୨୦ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି…

ବାତ୍ୟା ପାଇଁ ୬ ଜିଲ୍ଲାରେ ତିନି ଦିନ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା ୟସ ପାଇଁ ରାଜ୍ୟରେ ବାଧାପ୍ରାପ୍ତ ହେବ ଟିକାକରଣ । ୬ଟି ଜିଲ୍ଲାରେ ଆଜିଠୁ ତିନି ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ । ଏସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର । ଆଜିଠାରୁ ୨୭ ତାରିଖ ଯାଏ ଏହି ଜିଲ୍ଲାରେ…

ଆଜି ଓଡ଼ିଶାରୁ କରୋନା ନେଲା ୩୩ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ ୭

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୧୨ଟି ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରେ ଦୈନିକ ମୃତ୍ୟୁସଂଖ୍ୟା ବଢୁଛି । ଦିନକରେ ଆଉ ୭ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ…

ଉତ୍ତର ଓଡ଼ିଶା ଉପକୂଳରେ ହିଟ୍ କରିବ ବାତ୍ୟା ୟସ୍, ସ୍ପଷ୍ଟ କଲା IMD

ଭୁବନେଶ୍ୱର: ବାତ୍ୟା ୟସ୍ କେଉଁଠି ଲାଣ୍ଡଫଲ୍ କରିବ ? ଭାରତୀୟ ପାଣିପାଗ ବିଭାଗ ଏନେଇ ନିର୍ଦ୍ଦିଷ୍ଟ ସ୍ଥାନ ସ୍ପଷ୍ଟ କରି ନଥିବା ବେଳେ ଆଜି କହିଛି ଉତ୍ତର ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ । ଅର୍ଥାତ୍ ଓଡ଼ିଶାରେ ଲାଣ୍ଡଫଲ୍ କରିବା ନିଶ୍ଚିତ । ବାଲଶ୍ୱର ଉପକୂଳର ଧାମରାରୁ ଚାନ୍ଦିପୁର ଭିତରେ…

ପ୍ରାକ୍ ବାତ୍ୟା ମୁକାବିଲା: ୪ଜିଲ୍ଲାର ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର, ସନ୍ଧ୍ୟା ସୁଦ୍ଧା ସରିବ କାମ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହୋଇ ସାରିଛି ପ୍ରାକ୍‌ ବାତ୍ୟା ମୁକାବିଲା କାମ । ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଉପକୂଳ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କା ରହିଛି । ଏସବୁ ଜିଲ୍ଲାର ତଳି ଅଞ୍ଚଳରେ ଜୋରସୋରରେ ଚାଲିଛି ଲୋକଙ୍କୁ ସ୍ଥାନାନ୍ତର କାମ । ଆଜି…

ଆଜି ଓଡ଼ିଶାରୁ ୧୦୯୩୯ କରୋନା ପଜିଟିଭ୍, ଖୋର୍ଦ୍ଧା ଓ କଟକରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୧ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୯୩୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬ହଜାର ୧୭୮ ଓ ଲୋକା୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୭୬୧ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଦୈନିକ ଆକ୍ରାନ୍ତ…