Latest Odisha News

BREAKING NEWS

Browsing Category

ଫିଚର

ବାତ୍ୟା ‘ୟାସ୍’: ଆଜି ରାତି ୧୧ରୁ ଭୁବନେଶ୍ୱରରୁ ବିମାନ ଉଡାଣ ବନ୍ଦ

ଭୁବନେଶ୍ୱର: ବାତ୍ୟା 'ୟାସ୍' କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମଙ୍ଗଳବାର ରାତି ୧୧ ଟାରୁ ବିମାନ ଚଳାଚଳ ସ୍ଥଗିତ ରହିବ। ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ କହିଛନ୍ତି ଯେ ବାତ୍ୟା କୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ଭାବରେ…

ଭୁବନେଶ୍ୱରରେ ବୁଧବାର ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା 'ୟାସ୍'କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ଆସନ୍ତା ଶନିବାର ଯାଏଁ ଟୀକାକରଣକୁ ସ୍ଥଗିତ ରହିବ। “ଆସନ୍ତାକାଲି ତଥା ମେ ୨୬ ତାରିଖରେ ହେବାକୁ ଥିବା ଟୀକାକରଣ ଆଗାମୀ ୨୯ ତାରିଖରେ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି। ବିଏମସି…

ଭୟଙ୍କର ବାତ୍ୟା ୟାସର ଦେଖାଗଲା ଆଖି

ଭୁବନେଶ୍ବର : ଭୟଙ୍କର ବାତ୍ୟା ୟାସର ଦେଖାଗଲା ଆଖି । କରାଳ ରୂପ ଧାରଣ କରି ଉପକୂଳ ଆଡକୁ ମାଡି ଆସୁଛି ଅତି ଭୀଷଣ ସାମୁଦ୍ରିକ ଝଡ ୟାସ । ବାତ୍ୟା ୟାସ୍‌ର ଆଖି ପାରାଦୀପ ଡପଲର ରାଡାରରେ ସ୍ପଷ୍ଟ ହୋଇଛି । ବାତ୍ୟାର ଆଖି ୩୫ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ହୋଇଥିବା ଜଣାପଡିଛି । ରାଡାର…

ବାତ୍ୟା ‘ୟସ୍’ ପାଇଁ ୬ ଜିଲ୍ଲାରେ ୨୭ ଯାଏଁ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା 'ୟସ' ପାଇଁ ରାଜ୍ୟରେ ବାଧାପ୍ରାପ୍ତ ହେବାକୁ ଯାଉଛି ଟିକାକରଣ । ୬ଟି ଜିଲ୍ଲାରେ ୨୫ରୁ ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ କୋଭିଡ୍ ଟେଷ୍ଟିଂ ଓ ଟିକାକରଣ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ ଓ ଖୋର୍ଦ୍ଧା ଆଦି ଜିଲ୍ଲା…

ଭୟଙ୍କର ରୂପ ନେଇ ପାଖେଇ ଆସୁଛି ବାତ୍ୟା

ଭୁବନେଶ୍ବର : ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା ୟାସ୍ । ଦୂରତା ଯେତିକି କମୁଛି, ଲୋକଙ୍କ ମନରେ ସେତିକି ବଢୁଛି ଛନକା । ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବଢ଼ିଲାଣି ପବନର ବେଗ । ତାସାଙ୍ଗକୁ ବର୍ଷା ବି ବଢ଼ିବାରେ ଲାଗିଛି । ତେବେ ଆସନ୍ତାକାଲି ଭଦ୍ରକ ବାସୁଦେବପୁରରୁ ବାହାନାଗା ମଧ୍ୟରେ…

ବାତ୍ୟା ‘ୟାସ’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟାସ୍ । ପାରାଦୀପ ଠାରୁ ଏହା ୨୦୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ବାତ୍ୟା ଧାମରା ଆଖପାଖରେ ଲ୍ୟାଣ୍ଡଫଲ କରିବ । ତେବେ ବାତ୍ୟାର ମୁକାବିଲା ସରକାର ପ୍ରସ୍ତୁତ ଥିବା ବେଳେ, ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଜୀବନ…

ରାଜ୍ୟରେ ସୁସ୍ଥ ହେଲେ ୧୧ ହଜାର ୭୬୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ୧୦ ହଜାର ତଳକୁ ଖସୁନି ମହାମାରୀ କରୋନା ସଂକ୍ରମର । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ ଭୟଭୀତ ଅବସ୍ଥାରେ ଲୋକେ । ତେବେ ଏହାରି ଭିତରେ ଆକ୍ରାନ୍ତ ସଂଖ୍ୟା ପରି ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଥମିବାର ନାଁ ନେଉନି ମହାମାରୀ କରୋନା । ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା ରହୁଛି । ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ଭୁବନେଶ୍ବରରେ ଆଜି ଚିହ୍ନଟ ହୋଇଛନ୍ତି ୧୦୬୨ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୭୨ ଜଣ ଥିବା ବେଳେ, ଲୋକାଲ…

ମାଡ଼ି ଆସୁଛି ବାତ୍ୟା ୟାସ୍, ପାରାଦୀପଠାରୁ ୨୦୦ କିଲୋମିଟର ଦୂରରେ

ଭୁବନେଶ୍ବର : ମାଡ଼ି ଆସୁଛି ବାତ୍ୟା ୟାସ୍ । ଅତି ଭୟଙ୍କର ରୂପ ନେବା ସହ ଉପକୂଳ ମୁହାଁ ହେଉଛି । ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ବର୍ତ୍ତମାନ ବାତ୍ୟା ୟାସ୍ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ରହିଛି । ସେହିପରି ବାଲେଶ୍ବର ଠାରୁ…

ବାତ୍ୟା ପାଇଁ ଚଣ୍ଡିଖୋଲରୁ ବାଲେଶ୍ବର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ

ଯାଜପୁର : ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟାସ୍ । ଆସନ୍ତାକାଲି ସକାଳେ ଧାମରା ଅ୍ଚଳରେ ଲ୍ୟାଣ୍ଡଫ୍‌ଲ କରିବ ବାତ୍ୟା । ଏହି ସମୟରେ ପ୍ରବଳ ବର୍ଷା ହେବା ସହିତ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି ଯାଜପୁର…