Latest Odisha News

BREAKING NEWS

Browsing Category

ଫିଚର

ମ୍ୟୁଜିକ ଥେରାପୀ: ରଫୀଙ୍କ ଗୀତ ଶୁଣିବା ପରେ ଫେରିଲା ସ୍ମରଣଶକ୍ତି

ରାଜକୋଟ: ସଙ୍ଗୀତ ଶୁଣିବା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ । ଏହା ଆମକୁ ମାନସିକ ଶାନ୍ତି ପ୍ରଦାନ କରିଥାଏ । ସେଥିପାଇଁ ଅନେକ ସ୍ଥାନରେ ମ୍ୟୁଜିକ ଥେରାପୀ ବ୍ୟବହାର କରାଯାଇ ମାନସିକ ଚାପଗ୍ରସ୍ତଙ୍କୁ ସୁସ୍ଥ କରା ଯାଇଥାଏ । ରାଜକୋଟରେ ୮୦ ବର୍ଷୀୟ ତୁଳସୀଦାସ କରୋନା ସଂକ୍ରମଣ ହେବା ସହ…

ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ ଅଭିଯୋଗ, ଫାଣ୍ଡି ଅଧିକାରୀ ଗିରଫ

ବାଲେଶ୍ୱର: ଚାରିଆଡେ ଖେଳିଥିଲା ବାତ୍ୟା ୟାସ୍‌ର କୋକୁଆ ଭୟ । ସାଧାରଣ ଲୋକଙ୍କୁ ସୁରକ୍ଷା ଓ ସହାୟତା ଦେବା ପାଇଁ ନିୟୋଜିତ ହୋଇଥିଲେ ଓଡ୍ରାଫ୍‌, ଏନ୍‌ଡିଆରଏଫ୍ ଓ ପୋଲିସ ପ୍ରଶାସନ । ତେବେ ଖାସ କରି ବାତ୍ୟା ପରେ ପୋଲିସର ଭୂମିକାକୁ ମିଳିଥିଲା ଭୁରିଭୁରି ପ୍ରଶଂସା । ହେଲେ ବାତ୍ୟା ସମୟରେ ଜଣେ…

ପତଂଜଳିର ତେଲ ଫ୍ୟାକ୍ଟ୍ରିକୁ ସିଲ୍ କଲା ରାଜସ୍ଥାନ ସରକାର

ରାଜସ୍ଥାନ: ଏଲୋପାଥିକୁ ନିନ୍ଦା କରିବା ବାବା ରାମଦେବଙ୍କୁ ବେଶ ମହଙ୍ଗା ପଡିଛି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) ହଜାରେ କୋଟିର ମାନହାନୀ ମକଦ୍ଦମା କରିବା ପରେ ଏବେ ରାଜସ୍ଥାନ ସରକାରଙ୍କ ରାଡାର୍‌ରେ ବାବା ରାମଦେବ । ଗତକାଲି ରାତିରେ ରାଜସ୍ଥାନ ସରକାରଙ୍କର ଏକ ଟିମ୍ ବାବା ରାମଦେବଙ୍କ…

ବାତ୍ୟା ପ୍ରଭାବିତ ବାଲେଶ୍ୱରରେ ରିଲିଫ୍ ବାଣ୍ଟୁଛି ଭାରତୀୟ ନୌସେନା

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ବାଲେଶ୍ୱରରେ ଭାରତୀୟ ନୌସେନା ପକ୍ଷରୁ ରିଲିଫ୍ ବଣ୍ଟନ ଜାରି ରହିଛି । ଗତକାଲି ନୌସେନା ସଦର ବ୍ଲକର ପରିଖି ଗାଁରେ ରିଲିଫ୍ ବଣ୍ଟନ କରିଥିଲା । ବାତ୍ୟା ପରେ ପରିଖି ଗାଁ ଜଳବନ୍ଦୀ ହୋଇ ରହିଛି । ନୌସେନା ପକ୍ଷରୁ ସେଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ କମ୍ୟୁନିଟି…

କୋଷ୍ଟାଲ ଷ୍ଟର୍ମ ସର୍ଜ ପ୍ରୋକ୍ଟେକ୍ସନ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଲା ଓଡ଼ିଶା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାତ୍ୟା ‘ୟାସ୍’ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରର ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୨ ଜଣ କେନ୍ଦ୍ରମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,…

ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଟିକା ନେଲେ ଭାରତୀୟ ମହିଳା କ୍ରିକେଟ ଟିମ୍, ୟୁକେର ଦିଆଯିବ ଦ୍ୱିତୀୟ ଡୋଜ୍

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଟିମର ସମସ୍ତଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏବେ ଦଳର ସଦସ୍ୟ ମୁମ୍ବାଇରେ କ୍ୱାରେଣ୍ଟାଇନରେ ଅଛନ୍ତି । ସୂତ୍ର ଅନୁସାରେ, ସମସ୍ତଙ୍କୁ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ୟୁକେରେ…

ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ବୈଠକ ପରେ ଆକାଶ ମାର୍ଗରୁ ବୁଲି ଦେଖିବେ ବାତ୍ୟାଞ୍ଚଳ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । ମୁଖ୍ୟ…

କମ୍ ସମୟରେ ଏଭରେଷ୍ଟ ଶୃଙ୍ଗ ଚଢ଼ି ରେକର୍ଡ କଲେ ହଙ୍ଗକଙ୍ଗର ୟିନ ହୁଙ୍ଗ

କାଠମାଣ୍ଡୁ: ହଙ୍ଗକଙ୍ଗର ପର୍ବତାରୋହିଣୀ ସାଙ୍ଗ ୟିନ ହୁଙ୍ଗ ଶୁକ୍ରବାର କମ୍ ସମୟ ମଧ୍ୟରେ ଏଭରେଷ୍ଟ ଶୃଙ୍ଗ ଚଢ଼ି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୨୫ ଘଂଟା ୫୦ ମିନିଟରେ ୨୯,୦୩୧ ଫୁଟ ପର୍ବତ ଆରୋହଣ କରିଥିଲେ । ପୂର୍ବରୁ ନେପାଳର ଫୁଞ୍ଜୋ ଝାଙ୍ଗମୁ ଲାମା (୩୯ ଘଂଟା ୬ ମିନିଟ)ଙ୍କ…

କମୁଛି ଦୈନିକ ସଂକ୍ରମଣ; ଦେଶରେ ୧ ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମିଛି କରୋନାର ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୬ ହଜାର ୩୬୪ ନୂଆ ଆକ୍ରାନ୍ତ। ଏହି ସମୟରେ ୩ ହଜାର ୬୬୦ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ସୁସ୍ଥ…

ବୈତରଣୀରେ ବନ୍ୟା, ପ୍ରଭାବିତ ଅଞ୍ଚଳରେ ଭଦ୍ରକ ଜିଲ୍ଲାପାଳ

ଭଦ୍ରକ: ବାତ୍ୟା ‘ୟାସ୍’ ପ୍ରଭାବରେ ହୋଇଥିବା ବର୍ଷା ଫଳରେ ବୈତରଣୀ ନଦୀରେ ବନ୍ୟା ଆସିଛି । ଆଖୁଆପଦା ଠାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ଫଳରେ ଭଣ୍ଡାରିପୋଖରୀ ବ୍ଲକର ଏକାଧିକ ଗାଁ ପ୍ରଭାବିତ ହୋଇଛି । ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀ ବନ୍ୟା ଜଳରେ ଫସିଥିବା ୭ ଜଣଙ୍କୁ…