Latest Odisha News

BREAKING NEWS

Browsing Category

ଫିଚର

କୋଭିଡ ସମୟରେ ଭୁବନେଶ୍ବର ଏମସ ପକ୍ଷରୁ ଆରମ୍ଭ ହେଲା ସ୍ବତନ୍ତ୍ର ସେବା

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଡାକ୍ତରଖାନାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡାକ୍ତରଖାନାରେ ଉପଲବ୍ଧ ଥିବା ବେଡ୍ ଓ ଚିକିତ୍ସିତ ରୋଗୀଙ୍କ ସମ୍ପର୍କରେ ସୂଚନା ପାଇବାରେ ସମସ୍ୟା ଉପୁଜୁଛି । ଖାସକରି କୋଭିଡ…

ବାତ୍ୟାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ଅନୁକମ୍ପା

ଭୁବନେଶ୍ବର : ବାତ୍ୟା ୟଶକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି ଟିପିସିଓଡିଏଲ । ୟଶ ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ କାମ କରିବେ ବିଦ୍ୟୁତ୍ କର୍ମମଚାରୀ । ଏହି ସମୟରେ ଯଦି କୌଣସି ବିଦ୍ୟୁତ କର୍ମଚାରୀଙ୍କ ଦୁର୍ଘଟଣା ହୁଏ ବା ଆହତ ହୁଅନ୍ତି, ତେବେ ସେମାନଙ୍କୁ…

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା

ଭୁବନେଶ୍ବର : ମାଡ଼ି ଆସୁଛି ବାତ୍ୟା ‘ୟଶ’ । ଏଥିପାଇଁ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । କିପରି ବାତ୍ୟାକୁ ସଫଳତାର ସହ ମୁକାବିଲା କରାଯିବ, ତାଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ନେଇ ଅଧିକାରୀଙ୍କ ସହ ୩…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୬୧୪ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନାକୁ ନେଇ ଥମୁନି ଚର୍ଚ୍ଚା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଏବେ ଚିନ୍ତାରେ । ଏଭଳିସ୍ଥିତିରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୧ ହଜାର ୬୧୪ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୦୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣ ଯେତିକି ବଢୁଛି, ସେତିକି ବଢୁଛି ଲୋକଙ୍କ ଚିନ୍ତା । ତେବେ ସବଠୁ ଅଧିକ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଭୁବନେଶ୍ବର । କାରଣ ରାଜଧାନୀ ଭୁବନେଶ୍ବରରେ କମୁନି ସଂକ୍ରମଣ । ଆଜି ଆଜି ଭୁନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୯୦୫ ଜଣ ସଂକ୍ରମିତ ।…

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ; ଗୋଟିଏ ସମୟରେ ୨ଟି ବିପଦ, ପ୍ରଶାସନକୁ କରନ୍ତୁ ସହଯୋଗ

ଭୁବନେଶ୍ୱର: ସାଢେ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ଼ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମେ ଏକା…

ମାଡ଼ି ଆସୁଛି ବାତ୍ୟା ‘ୟଶ୍’, ବାଲେଶ୍ୱର ନିକଟରେ କରିପାରେ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ବାଲେଶ୍ୱର ନିକଟବର୍ତ୍ତୀ କୌଣସି ସ୍ଥାନରେ କରିପାରେ ଲ୍ୟାଣ୍ଡଫଲ୍ । ପାଣିପାଗ ବିଭାଗର ତାଜା ଆକଳ ଅନୁଯାୟୀ ବାତ୍ୟା ‘ୟଶ୍’ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁପାରେ । ୨୬ ତାରିଖ ଭୋର୍ ସମୟରେ ବାତ୍ୟା ‘ୟଶ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ…

ବାତ୍ୟା ‘ୟଶ୍’ ପ୍ରଭାବ, ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ବାତ୍ୟା ‘ୟଶ୍’ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପୋର୍ଟବ୍ଲେୟାର ଠାରୁ ୬୩୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପୂର୍ବରେ…

ସମୁଦ୍ର ଉପକୂଳର ତଳି ଅଞ୍ଚଳରୁ ଲକ୍ଷେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ, ଫୋକସରେ ବାଲେଶ୍ୱର

ବାଲେଶ୍ୱର: ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ବାଲେଶ୍ୱରରେ ବେଶୀ ପଡ଼ିପାରେ ୟସର ପ୍ରଭାବ । ଆଜି ଗ୍ରାଉଣ୍ଡରେ ପ୍ରାକ୍ ଓ ପରବର୍ତ୍ତୀ ବାତ୍ୟା ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଆଇଜି ତଥା ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ।…

ଏବେ କେତେ ଦୂରରେ ଅଛି ବାତ୍ୟା ୟସ୍, ଘଣ୍ଟାପ୍ରତି ବେଗ କେତେ ?

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ସମୁଦ୍ର ଭିତରୁ ବଳ ସାଉଣ୍ଟୁଛି ବାତ୍ୟା । ଦିନ ୧୨ଟା ସୁଦ୍ଧା ପାଣିପାଗ ବିଭାଗର ସୂଚନା ଅନୁସାରେ, ଘଣ୍ଟାପ୍ରତି ଏବେ ୨ କିଲୋମିଟର ବେଗରେ ଆଗକୁ ବଢୁଛି ୟସ୍ । ପୋର୍ଟ…