Latest Odisha News

BREAKING NEWS

Browsing Category

ଫିଚର

ଏବେ କେତେ ଦୂରରେ ଅଛି ବାତ୍ୟା ୟସ୍, ଘଣ୍ଟାପ୍ରତି ବେଗ କେତେ ?

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ସମୁଦ୍ର ଭିତରୁ ବଳ ସାଉଣ୍ଟୁଛି ବାତ୍ୟା । ଦିନ ୧୨ଟା ସୁଦ୍ଧା ପାଣିପାଗ ବିଭାଗର ସୂଚନା ଅନୁସାରେ, ଘଣ୍ଟାପ୍ରତି ଏବେ ୨ କିଲୋମିଟର ବେଗରେ ଆଗକୁ ବଢୁଛି ୟସ୍ । ପୋର୍ଟ…

ଭଦ୍ରକରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଭଦ୍ରକ: ବ୍ରାଉନସୁଗର ଚାଲାଣ ବେଳେ ଧରିଲା ପୋଲିସ । ଭଦ୍ରକ ଜିଲ୍ଲା ଚରମ୍ପା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଲଓ୍ୱେ ଓଭର ବ୍ରିଜ ପାଖରୁ ୨୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ତିନି ଜଣେ ବେପାରୀଙ୍କୁ ବାନ୍ଧିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ସେମାନେ ହେଲେ…

ଚାପ ହ୍ରାସ ପାଇଁ ଆମେରିକାରେ ଟ୍ରେଣ୍ଡ କରୁଛି ଗାଇକୁ କୁଣ୍ଢାଇବା 

ନୂଆଦିଲ୍ଲୀ: ଭାରତରେ ଗାଇକୁ ମାତା ସମ୍ମାନ ଦିଆଯାଏ । ଏବେ କରୋନା ମହାମାରୀ ବେଳେ ଆମେରିକାରେ ଟ୍ରେଣ୍ଡ କରୁଛି ଗାଇକୁ କୋଳେଇବା ଓ କୁଣ୍ଢେଇବା । ସଂକ୍ରମଣ ଯୋଗୁ ନିଜ ଲୋକଙ୍କୁ ହରାଇଥିବା ବ୍ୟକ୍ତିମାନେ ଚାପଗ୍ରସ୍ତ ହୋଇ ପଡୁଛନ୍ତି । ମାନସିକ ଶାନ୍ତି ପାଇଁ ପରୀକ୍ଷାମୂଳକ ଭାବେ କେତେଜଣଙ୍କୁ…

କରୋନା ଯାଞ୍ଚ ଅଭିଯାନ: ଆଜିଠୁ ରାଜ୍ୟରେ ତିନି ମାସ ଡୋର୍ ଟୁ ଡୋର୍ ସର୍ଭେ

ଭୁବନେଶ୍ୱର: କରୋନା ମୁକାବିଲାରେ ଗ୍ରାମାଞ୍ଚଳକୁ ଫୋକସ୍ କରିଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ବି ମୁକାବିଲା ପାଇଁ ବହୁ ପଦକ୍ଷେପ ହାତକୁ ନେଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରରେ ଆଜିଠାରୁ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସର୍ଭେ । ବସ୍ତିରେ ଘରକୁ…

ବାତ୍ୟା ପରବର୍ତ୍ତୀ ଉଦ୍ଧାର ପାଇଁ ବାଲେଶ୍ୱରରେ ପହଞ୍ଚିଲେଣି ବିଭିନ୍ନ ଜିଲ୍ଲାରୁ ଓଡ୍ରାଫ୍ ଟିମ୍

ବାଲେଶ୍ୱର: ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ଥଇଥାନକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଜିରୋ କାଜୁଆଲିଟିକୁ ଫୋକସ କରି ମୁକାବିଲା ପ୍ରସ୍ତୁତି ଚାଲିଛି । ବାତ୍ୟାରେ ବାଲେଶ୍ୱର ଜିଲ୍ଲା ବେଶୀ ପ୍ରଭାବିତ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ନିୟୋଜିତ ହୋଇଛନ୍ତି ଓଡ୍ରାଫର ୧୨ଟି…

କରୋନା ବ୍ୟାପିବା ପୂର୍ବରୁ ଉହାନ ଲ୍ୟାବର ଗବେଷକ ସଂକ୍ରମିତ ହୋଇଥିଲେ: ରିପୋର୍ଟ

ୱାଶିଂଟନ: କରୋନା ମହାମାରୀ ସାରା ବିଶ୍ୱରେ ବ୍ୟାପିବା ପୂର୍ବରୁ ଉହାନ ଲ୍ୟାବର କେତେକ ପ୍ରଫେସର ଏଥିରେ ସଂକ୍ରମିତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ଆମେରିକାର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ଏକ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୨୦୧୯ ନଭେମ୍ବରରେ ଚୀନର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲିଜେର…

ବାତ୍ୟା ‘ୟଶ’ ମୁକାବିଲା ପାଇଁ ଓଡ଼ିଶାରେ ମୁତୟନ ହୋଇଛନ୍ତି ୬୦ ଓଡ୍ରାଫ ଟିମ୍

ପାରାଦୀପ: ବାତ୍ୟା 'ୟଶ'କୁ ଦୃଷ୍ଟିରେ ରଖି ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଉଦ୍ଧାର, ରିଲିଫ୍ ଏବଂ ଥଇଥାନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ସହିତ ଓଡ଼ିଶାରେ ନିୟୋଜିତ ହୋଇଛନ୍ତି ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସର ୬୦ଟି ଟିମ୍। ଏନେଇ ପାରାଦୀପର…

ବାତ୍ୟା ମୁକାବିଲା: ୫ ଜିଲ୍ଲା ପାଇଁ ୫ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ପ୍ରଭାବିତ ଆଶଙ୍କା ଥିବା ୫ଟି ଜିଲ୍ଲାରେ ମୁକାବିଲା ପାଇଁ ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । କେନ୍ଦ୍ରାପଡା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା…

ଲକ୍ଷ୍ନୌରେ ୮୮୭୬ କରୋନା ପଜିଟିଭଙ୍କ ଖୋଜ ଖବର ନାହିଁ

ଲକ୍ଷ୍ନୌ: ଉତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୮୮୭୬ କରୋନା ରୋଗୀଙ୍କ ଖୋଜ ଖବର ମିଳୁ ନାହିଁ । କେଜିଏମୟୁ, ପିଜିଆଇ ଓ ଲୋହିୟା ସଂସ୍ଥାନରେ ଏହି ବ୍ୟକ୍ତିମାନେ ଆରଟି-ପିସିଆର ଟେଷ୍ଟ କରାଇଥିଲେ । ସେମାନେ ଯେଉଁ ଠିକଣା ଦେଇଥିଲେ ତାହା ପରେ ଭୁଲ ବୋଲି ଜଣାପଡିଛି । ଏମାନଙ୍କୁ ହୋମ ଆଇସୋଲେଶନରେ…

କରୋନାର ତୃତୀୟ ଲହର ! ୨ ଜିଲ୍ଲାରେ ୬ ଶହରୁ ଅଧିକ ଶିଶୁ କରୋନା ସଂକ୍ରମିତ

ଜୟପୁର: ମହାମାରୀ କରୋନା ପ୍ରକୋପରେ ଦେଶର ସ୍ଥିତି ସଙ୍ଗୀନ ରହିଛି । ଆଉ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଲାଣି କରୋନାର ତୃତୀୟ ଲହର ଆଶଙ୍କା । କାରଣ ବିଶେଷଜ୍ଞ କହୁଛନ୍ତି କରୋନାର ତୃତୀୟ ପ୍ରବାହରେ ସବୁଠୁ ଅଧିକ ଶିଶୁ ସଂକ୍ରମିତ ହେବେ । ଏବେ ରାଜସ୍ଥାନର ୨ଟି ଜିଲ୍ଲାରେ ଛୁଆମାନେ ଦ୍ରୁତଗତିରେ…