Latest Odisha News

BREAKING NEWS

Browsing Category

ଫିଚର

ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ମନା

ପୁରୀ : ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢ଼ାଇଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ କେବଳ ଶନିବାର ଓ ରବିବାର ଭକ୍ତଙ୍କ ଦର୍ଶନକୁ ବାରଣ କରାଯାଇଥିଲା । କିନ୍ତୁ କରୋନା ପାଇଁ ମେ ୧୫…

ଜାଣି ରଖନ୍ତୁ, ଏଣିକି ପୁରୀରେ କେଉଁଠି ଦିଆଯିବ ଟିକା

ପୁରୀ : ପୁରୀରେ ବଦଳିଲା ଟିକାକରଣ କେନ୍ଦ୍ର । ଆସନ୍ତାକାଲି ଠାରୁ ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟରରେ ହେବ ନାହିଁ ଟିକାକରଣ । ଏହା ବଦଳରେ ଆଉ କିଛି ସ୍ଥାନକୁ ଚିହ୍ନଟ କରାଯାଇଛି । ଟିକାକରଣ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ଗୁଡିକ ହେଲା, ଷ୍ଟେସନ୍ ରୋଡ୍ ସ୍ଥିତ ଜିଲ୍ଲା ସ୍କୁଲ, ଡାଇମଣ୍ଡ…

କଂଗ୍ରେସର ପୋଷ୍ଟର ରାଜନୀତି: ରାହୁଲ କହିଲେ ଦମ୍ ଅଛି ତ ମୋତେ ବି ଗିରଫ କର

ନୂଆଦିଲ୍ଲୀ: କରୋନା କବଳରୁ ମୁକଳିବା ପାଇଁ ଅନ୍ୟ ଦେଶଗୁଡିକରେ ସମସ୍ତ ରାଜନୈତିକ ଦଳଗୁଡିକ ଏକ ହେଉଥିବା ବେଳେ ଭାରତରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଯାହା ଫଳରେ କରୋନା ଆମକୁ ଗ୍ରାସ କରିବାରେ ଲାଗିଛି । ଭ୍ୟାକ୍ସିନ ନେଇ ଗୁଜବ ସୃଷ୍ଟି କରିବାଠାରୁ ଆରମ୍ଭ କରି ଅକ୍ସିଜେନ କଳାବଜାରୀ…

ଫେରିଲା ତାତି, ୪୦ ଡିଗ୍ରୀ ଉପରେ ରାଜ୍ୟର ୩ ସହର

ଭୁବନେଶ୍ବର : କିଛି ଦିନର ତାତିରୁ ଆଶ୍ବସ୍ତି ମିଳିବା ପରେ ଆଜି ପୁଣି ବଢ଼ିଲା ପାରଦ । ତାତି ବଢ଼ିବା ସହ ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୩ ସହରର ତାପମାତ୍ରା । ତେବେ ୪୧.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା

ଭୁବନେଶ୍ବର : ହାରିବ କରୋନା, ଜିତିବ ମଣିଷ । ଏ କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା । ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ବାଉରୀ ସାହୁ । ଗତ ମେ ୩ ତାରିଖରେ କରୋନା ଆକ୍ରାନ୍ତ ହେବା ପରେ ସମ୍ କୋଭିଡ…

କରୋନା ପ୍ରଭାବ: ଗଙ୍ଗୁବାଇ କାଠିୟାୱାଡୀ ଫିଲ୍ମ ପ୍ରଯୋଜକଙ୍କୁ ପ୍ରତ୍ୟେକ ଦିନ ୩ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡୁଛି

ମୁମ୍ବାଇ: ସଞ୍ଜୟ ଲୀଲା ଭଁସାଲୀଙ୍କ ଗଙ୍ଗୁବାଇ କାଠିୟାୱାଡୀ ଫିଲ୍ମର ଶୁଟିଂ ମାତ୍ର ୩ ଦିନ ବାକି ଅଛି । କରୋନା ମହାମାରୀର ଦ୍ୱିତୀୟ ଲହରୀ ପ୍ରଭାବ ଯୋଗୁ ଏବେ ଫିଲ୍ମ ଶୁଟିଂ ଉପରେ କଟକଣା ଲଗାଯାଇଛି । ଏଥିଯୋଗୁ ପ୍ରଯୋଜକଙ୍କୁ ପ୍ରତ୍ୟେକ ଦିନ ୩ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡୁଛି । ଫିଲ୍ମ…

ଗ୍ରାମାଞ୍ଚଳ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍

ନୂଆଦିଲ୍ଲୀ : ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଦେଶରେ ମହାମାରୀ ସାଂଘାତିକ ରୂପ ନେଉଥିବା ବେଳେ, ଏବେ ସଂକ୍ରମଣ ଗ୍ରାମାଞ୍ଚଳକୁ ବ୍ୟାପଲାଣି । ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ…

ଧିରେ ଧିରେ ଦୁନିଆ ଅନଲକ ହେଉଛି, ଭାରତ ପଛରେ ପଡିଯାଇଛି

ନୂଆଦିଲ୍ଲୀ: ଭାରତ ଏବେ କରୋନା ମହାମାରୀ କବଳରୁ ମୁକୁଳିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ବୋଧହୁଏ ଏଥିପାଇଁ ଆଉ କିଛି ଦିନ ଲାଗିଯିବ । ଅପରପକ୍ଷରେ ୟୁରୋପରେ ତାଣ୍ଡବ ରଚିଥିବା କରୋନା କିନ୍ତୁ ଚୁପଚାପ ହୋଇଗଲାଣି । ଧିରେ ଧିରେ ଦୁନିଆ ଅନଲକ ହେଉଥିବା ବେଳେ ଭାରତ କିନ୍ତୁ ପଛରେ ପଡିଯାଇଛି ।…

ଭୁବନେଶ୍ବରରୁ ପୁଣି ରେକର୍ଡ ସଂଖ୍ୟକ ପଜିଟିଭ୍, ଚିହ୍ନଟ ହେଲେ ୧୩୫୩ ଆକ୍ରାନ୍ତ

ଭୁବନେଶ୍ବର : ସାରା ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । କିନ୍ତୁ ସବୁଠୁ ଅଧିକ ଟେନସନ ଦେଉଛି ରାଜଧାନୀ ଭୁବନେଶ୍ବର । କାରଣ ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବରରୁ ଆଜି ପୁଣି ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୩୫୩…

କଙ୍ଗନାଙ୍କ ଉପରେ ରାଗିଗଲେ ଲାଲୁଙ୍କ ଝିଅ !

ପାଟନା: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ଭୀଷଣ ରାଗି ଯାଇଛନ୍ତି । ଏପରି କି ସେ ସୋସିଆଲ ସାଇଟରେ ତାଙ୍କୁ ପରୋକ୍ଷରେ ପାଗେଳୀ ଏବଂ ଅନ୍ଧ ବୋଲି କହିଛନ୍ତି । କଙ୍ଗନା ରାଜ୍ୟସଭା ଯିବା ପାଇଁ ସରକାରଙ୍କ ଦଲାଲି କରୁଛନ୍ତି ।…