Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୯୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ହଟସ୍ପଟ ପାଲଟିଥିବା ଭୁବନେଶ୍ବରରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳିସ୍ଥିତିରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୯୬୨ ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୮୧ ଜଣ ଥିବା ବେଳେ, ଲୋକାଲ…

ମାଲକାନଗିରିକୁ ଛାଡ଼ିଦେଲେ ବାକି ଜିଲ୍ଲାରେ ୪୦ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ବର : ତାତିରୁ ସାମାନ୍ୟ ଆଶ୍ବସ୍ତି । ଲଗାତର କିଛି ଦିନହେବ ତାତିରୁ ମିଳିଛି ଆଶ୍ବସ୍ତି । ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବାରୁ ଆଶ୍ବସ୍ତି ଅନୁଭବ କରିଛନ୍ତି ଲୋକେ । ଆଜି କେବଳ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଥିବା ବେଳେ, ବାକି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳକୁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭୦୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ବଢ଼ିବାରେ ଲାଗିଛି ମହାମାରୀ କରୋନାର କୋପ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୯୭୦୬ କରୋନା ଆକ୍ରାନ୍ତ । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ…

ପଶ୍ଚିମବଙ୍ଗ ହିଂସା: ପୁନର୍ବାର କ୍ଷୋଭ ପ୍ରକଟ କଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ହିଂସା କମିବା ନାଁ ନ ଧରୁଥିବାରୁ ରାଜ୍ୟପାଳ ଜଗଦୀପ ଧନଖର ଡିଜିପି, ପୋଲିସ କମିଶନର ଓ ରାଜ୍ୟ ଗୃହ ସଚିବଙ୍କୁ ରିପୋର୍ଟ ମାଗିଥିଲେ । ମାତ୍ର ସୋମବାର ପର୍ଯ୍ୟନ୍ତ ରିପୋର୍ଟ ନ ମିଳିବାରୁ ସେ କ୍ଷୋଭ ପ୍ରକଟ କରିଛନ୍ତ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ…

କରୋନା ପାଇଁ ୬ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ୍ ବାତିଲ

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ପାଇଁ ରେଳବାଇର ନୂଆ ପଦକ୍ଷେପ । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଦୈନିକ ଚଳାଚଳ କରୁଥିବା ୬ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ବାତିଲ ହୋଇଥିବା ଏହି ଟ୍ରେନ୍ ଗୁଡିକ ହେଲା -…

ନେପାଳରେ ରାଜନୈତିକ ସଙ୍କଟ ଘନେଇଲା, ବିଶ୍ୱାସମତରେ ହାରିଲେ ଓଲୀ

କାଠମାଣ୍ଡୁ: ନେପାଳରେ ଏବେ ରାଜନୈତିକ ସଙ୍କଟ ପୁନର୍ବାର ଘନେଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀ ସୋମବାର ବିଶ୍ୱାସମତରେ ହାରି ଯାଇଛନ୍ତି । ପୁଷ୍ପକମଳ ଦହଲଙ୍କ ନେପାଳ କମ୍ୟୁନିଷ୍ଟ ପାଟି’ ସମର୍ଥନ ପ୍ରତ୍ୟାହାର କରିଥିବାରୁ ଅଳ୍ପମତରେ ଥିଲା । ଆଜି ଓଲୀଙ୍କ ବହୁମତ ସାବ୍ୟସ୍ତ କରିବା ଥିଲା…

ପୁରୀ ଆନନ୍ଦବଜାରରେ ଦୁଇ ସେବାୟତ ପିଟାପିଟି, ଜଣେ ଆହତ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ଦୁଇ ସେବାୟତା ହାତାହାତି । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଲେ ହରେକୃଷ୍ଣ ସୁଆର । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ସେବାୟତ ହେଉଛନ୍ତି ବୁଲୁ ପଣ୍ଡା । କୌଣସି…

କୋଭିଡ୍ ଟିକା ନେଲେ ବିରାଟ କୋହଲି, ସେୟାର କଲେ ଫଟୋ

ନୂଆଦିଲ୍ଲୀ: କୋଭିଡ୍ ଟିକା ନେଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ସେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ଏନେଇ ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବିରାଟ । ଟିକା ନେଉଥିବା ସମୟର ଫଟୋ ବି ସେୟାର କରିଛନ୍ତି । ଟିକା ନେବାକୁ ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି ବିରାଟ କୋହଲି ।…

ପରିବର୍ତ୍ତନ କଲେ ବନାନ୍ କରୋନା ହେବ ଉଭାନ୍ !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ବିଜ୍ଞାପନ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ବିଜ୍ଞାପନରେ ରହିଛି କରୋନାକୁ ମୂଳପୋଛ କରିବାର ଅଜବ ସମାଧାନ । ଏହି ବିଜ୍ଞାପନକୁ ଦେଖିଲେ ଯେ କେହି ବି ହସିବେ । ହେଲେ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ୍‌ର ଜଣେ ବ୍ୟକ୍ତି ଏହି ବିଜ୍ଞାପନକୁ ପ୍ରଘଟ କରିବାରେ…

ନିଷ୍ଠୁର କରୋନା: ଓଡ଼ିଶାରେ ଆଉ ଜଣେ ସାମ୍ବାଦିକଙ୍କ ଅକାଳ ବିୟୋଗ

ବ୍ରହ୍ମପୁର: କରୋନା ଓଡ଼ିଶାରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମ ଜିଲ୍ଲାରେ କାର୍ୟ୍ୟରତ ଜଣେ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ତାଙ୍କ ନାଁ କିଶୋର ଚନ୍ଦ୍ର ଦାଶ । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସମାଜ…