Latest Odisha News

BREAKING NEWS

Browsing Category

ଫିଚର

ପଶ୍ଚିମବଙ୍ଗରେ ୬୧ ବିଜେପି ବିଧାୟକଙ୍କୁ ମିଳିଲା X କାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବୃଦ୍ଧି ପାଉଥିବା ନିର୍ବାଚନୀ ହିଂସାକୁ ନେଇ ଗୃହ ମନ୍ତ୍ରଣାଳୟର ପଦକ୍ଷେପ । ୬୧ ଜଣ ବିଜେପି ବିଧାୟକଙ୍କୁ X କାଟାଗୋରୀର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି ଗୃହ ମନ୍ତ୍ରଣାଳୟ । ପଶ୍ଚିମବଙ୍ଗର ୬୧ ଜଣ ବିଜେପି ବିଧାୟକଙ୍କୁ ସିଆଇଏସଏଫ ଯବାନ ସୁରକ୍ଷା ଦେବେ ।…

ଆଣିଥିଲି ଘୋଡା, ଦେଇପାରୁନି ଭଡା !

ଅନୁଗୁଳ: ବାହାରେ ଘୁରିବୁଲୁଥିବା ଜୀବଜନ୍ତୁଙ୍କ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ୬୦ ଲକ୍ଷ ଟଙ୍କାର ସହାୟତା ରାଶି । ରାଜ୍ୟ ସରକାରଙ୍କୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ମିଳିଛି ଭୁରିଭୁରି ପ୍ରଶଂସା । ହେଲେ ଏହାରି ଭିତରେ ଏକ ଖବର ଅନେକ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ଜଣେ…

ଚିହ୍ନଟ ହେଲେ ରାଜ୍ୟର ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ । କୋଭିଡ ପଜିଟିଭ ଆସିବା ପରେ ଘରେ ସଂଗରୋଧରେ ଥିଲେ ଏହି ରୋଗୀ । ପଜିଟିଭ୍ ଚିହ୍ନଟ ରୋଗୀ ଏବେ ଭୁବନେଶ୍ବରରେ ଚିକିତ୍ସାଧୀନ ଅଛନ୍ତି । ସେ ଏବେ ସମ୍ ଅଲଟିମେଟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା…

କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ବୌଦ୍ଧ: କାୟା ମେଲାଇ ଚାଲିଛି କରୋନା ମହାମାରୀ । ପ୍ରତିଦିନ ଖେଳୁଛି ମୃତ୍ୟୁର ଖେଳ । ଧନୀ ହେଉ ଅବା ଗରିବ, ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ଜୀବନ । ଏହି ଧାରାରେ ଚାଲିଯାଇଛି ଓଡିଶାର ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଦୈନିକ ଖବର କାଗଜ “ଓଡିଶା ଭାସ୍କର”ର ବୌଦ୍ଧ ଜିଲ୍ଲା ପ୍ରତିନିଧି…

ଝାରପଡ଼ା ଜେଲରେ ଚଢ଼ାଉ, ଜବତ ହେଲା ୯ଟି ମୋବାଇଲ

ଭୁବନେଶ୍ବର : ଝାରପଡ଼ା ଜେଲରେ ଚଢ଼ାଉ । ଜେଲ୍ ଡିଜିଙ୍କ ନେତୃତ୍ବରେ ହୋଇଥିବା ଚଢ଼ାଉ ବେଳେ ଜବତ ହୋଇଛି ୯ଟି ମୋବାଇଲ । ଜେଲ୍ ଭିତରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନିକଟରୁ ଏସବୁ ମୋବାଇଲ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ । ଆଜି ଅଚାନକ…

ସୁନୀଲ ଗ୍ରୋଭର ଅଭିନୀତ ସନଫ୍ଲାୱାର ଫିଲ୍ମର ପ୍ରଥମ ଲୁକ୍ ଜାରୀ

ମୁମ୍ବାଇ: ପ୍ରତିଷ୍ଠିତ କମେଡିଆନ୍ ସୁନୀଲ ଗ୍ରୋଭର ଅଭିନୀତ ସନଫ୍ଲାୱାର ଫିଲ୍ମର ପ୍ରଥମ ଲୁକ୍ ଆଜି ଜାରୀ କରାଯାଇଛି । ଏହା ଏକ ମର୍ଡର ମିଷ୍ଟ୍ରି ଉପରେ ଆଧାରିତ । ଏଥିରେ ଗିରିଶ କୁଲକର୍ଣ୍ଣି, ରାଧା ଭଟ୍ଟ, ଆଶୀଷ ବିଦ୍ୟାର୍ଥୀଙ୍କ ପରି ଅଭିନେତା ଅଭିନୟ କରୁଛନ୍ତି । ରିଲାଏନ୍ସ ଏଂଟରଟେନମେଂଟ…

ଏକ ନମ୍ବର ହାଟ ପାଇଁ ନୂଆ ସମୟ, ରାତି ତିନିଟାରୁ ସକାଳ ସାଢେ ଛଅ ଯାଏଁ ହୋଲସେଲ ବେପାର

ଭୁବନେଶ୍ୱର: କରୋନା ସମୟରେ ଭିଡକୁ ଦୃଷ୍ଟିରେ ରଖି ଏକ ନମ୍ବର ହାଟରେ ହୋଲସେଲ ବ୍ୟବସାୟର ସମୟକୁ ପରିବର୍ତ୍ତନ କରାଯାଇଛି । ଭୁବିନେଶ୍ୱର ମହାନଗର ନିଗମ, କମିଶନରେଟ୍ ପୋଲିସ ଓ ବ୍ୟବସାୟଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାତି ତିନିଟାରୁ ସକାଳ ସାଢେ ଛଅ ଯାଏଁ…

ଟିକା ପାଇଁ ରାଜ୍ୟ ସରକାର ଆହ୍ବାନ କରିବେ ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ବର : ଟିକା ପାଇଁ ରାଜ୍ୟ ସରକାର ଆହ୍ବାନ କରିବେ ଗ୍ଲୋବାଲ ଟେଣ୍ଡର । ଏନେଇ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ । ଟିକା ଯେପରି ରାଜ୍ୟର ଲୋକେ ସୁବିଧାରେ ପାଇପାରିବେ, ସେଥିପାଇଁ ବିଶ୍ବର ବିଭିନ୍ନ କମ୍ପାନୀରୁ ଟିକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ । ଏଣିକି ବିଦେଶୀ କମ୍ପାନୀଙ୍କ…

ତେଲୁଗୁ ସୁପରଷ୍ଟାର ଜୁନିୟର ଏନଟିଆର କରୋନା ପଜିଟିଭ

ମାଡ୍ରାସ: ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଜୁନିୟର ଏନଟିଆର କରୋନା ପଜିଟିଭ ଥିବା ଜଣାପଡିଛି । ସେ ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ଏବେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଆଇସୋଲେଶନରେ ଅଛନ୍ତି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନ ଟେଷ୍ଟ କରାଇ ନିଅନ୍ତୁ ବୋଲି…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୯୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ହଟସ୍ପଟ ପାଲଟିଥିବା ଭୁବନେଶ୍ବରରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳିସ୍ଥିତିରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୯୬୨ ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୮୧ ଜଣ ଥିବା ବେଳେ, ଲୋକାଲ…