Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ବରରୁ ଆଉ ୧୧୧୬ ପଜିଟିଭ୍, ୬୫୫ ସୁସ୍ଥ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ଏବେ ରାଜ୍ୟରେ ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରୁ ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୧୧୬ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୭୭ ଜଣ ଥିବା ବେଳେ,…

ଲକଡାଉନ ସମୟରେ ସ୍ବତନ୍ତ୍ର ମାର୍ଗରେ ଗଡିବ ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତା ୫ରୁ ୧୯ ତାରିଖ ଯାଏଁ ବନ୍ଦ ରହିବ ମୋ ବସ୍ ସେବା। ରାଜ୍ୟବ୍ୟାପୀ ଲକଡାଉନ ପୂର୍ବରୁ ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। କ୍ରୁଟ୍ ପକ୍ଷରୁ ଭୁବନେଶ୍ୱର, କଟକ ଏବଂ ପୁରୀରେ ମୋ ବସ୍ ସେବା ଚଳାଚଳ ହୋଇଥାଏ। ତେବେ ଏଭଳି…

ସୁସ୍ଥ ହେଲେ ଆଉ ୬୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ଏବେ ସାରା ରାଜ୍ୟରେ ଚିନ୍ତା । ପ୍ରତିଦିନ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ଲୋକଙ୍କ ମନରେ ଛନକା ପଶିଲାଣି । ଏପରି ସ୍ଥିତିରେ ଆଜି ସାରା ରାଜ୍ୟରୁ ଆଜି ସୁସ୍ଥ ହୋଇଛନ୍ତି ଆଉ ୬୧୬୪ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ତୀରନ୍ଦାଜ ଜୟନ୍ତ ତାଲୁକଦାରଙ୍କୁ କରୋନା, ଆଇସିୟୁରେ ଭର୍ତି

ନୂଆଦିଲ୍ଲୀ: ପୂର୍ବ ଅଲିମ୍ପିଆନ ଓ ବିଶ୍ୱକପ ସ୍ୱର୍ଣ୍ଣ ବିଜେତା ତୀରନ୍ଦାଜ ଜୟନ୍ତ ତାଲୁକଦାର କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର ଅକ୍ସିଜେନସ୍ତର କମିବାରୁ ଆଇସିୟୁରେ ଭର୍ତି କରାଯାଇଛି । ଅକ୍ସିଜେନ ନେଲେ ସେ ସୁସ୍ଥ ରହୁଛନ୍ତି ମାତ୍ର ଏହାକୁ କାଢ଼ିଦେବା ମାତ୍ରେ ଏହାର ସ୍ତର ପୁନର୍ବାର ଖସି…

ଦୃଶ୍ୟମ୨ର ହିନ୍ଦୀ ରିମେକ ରାଇଟ୍ସ କିଣିଲେ କୁମାର ମଙ୍ଗଲ

ମୁମ୍ବାଇ: ୨୦୧୫ରେ ରିଲିଜ ହୋଇଥିବା ଅଜୟ ଦେବଗନ ଅଭିନୀତ ଦୃଶ୍ୟମ ବକ୍ସ ସଫଳତା ସହ ଅନେକ ପ୍ରଶଂସା ସାଉଁଟିଥିଲେ । ଏହା ମୋହନଲାଲ ଅଭିନୀତ ମାଲାୟଲମ ଫିଲ୍ମର ରିମେକ ଥିଲା । ନିକଟରେ ମାଲାୟଲମରେ ଦୃଶ୍ୟମ୨ ଫିଲ୍ମ ରିଲିଜ ହେବା ସହ ସଫଳତା ହାସଲ କରିଛି । ଏହା ଦେଖି କୁମାର ମଙ୍ଗଲ ଏହାର ହିନ୍ଦୀ…

୮ ଏସିଆନ୍ ସିଂହଙ୍କୁ କରୋନା

ହାଇଦ୍ରାବାଦ: ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଆଉ ଏକ ଘଟଣା ଚିନ୍ତାର ବିଷୟ ପାଲଟିଛି। ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନର ୮ ଟି ଏସିଆନ୍ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶରେ ପ୍ରଥମଥର ଲାଗି କେହି ପଶୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନା…

ଘରୋଇ ଲାବ୍‌ରେ ଚାଲିଥିଲା ବେଆଇନ କୋଭିଡ ପରୀକ୍ଷଣ !

ବଲାଙ୍ଗୀର: କରୋନାକୁ ନେଇ ସାରା ବିଶ୍ୱ ଏବେ କୋକୁଆ ଭୟରେ । ହୁତୁହୁତୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭାକ୍ସିନ୍ ପାଇଁ ଚାରିଆଡେ ଲାଗୁଛି ଭିଡ । ଏପରି ସ୍ଥିତିରେ ବି କିଛି ଅସାଧୁ ଲୋକ ମୁନାଫା ହାସଲ କରିବାକୁ ସାଧାରଣ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉନାହାନ୍ତି । ବଲାଙ୍ଗୀର…

କାଲିଠୁ ମେ’ ୩୧ ଯାଏ ଉଚ୍ଚଶିକ୍ଷା ବିଭାଗର ଖରା ଛୁଟି, ହେବନି ଅନଲାଇନ୍ କ୍ଲାସ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଖରା ଛୁଟି ଘୋଷଣା କରିଛି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ମେ ୫ ତାରିଖ ବୁଧବାର ଠାରୁ ଖରା ଛୁଟି ପାଇଁ ବନ୍ଦ ରହିବ । ଖରା ଛୁଟି ମେ’ ୩୧ ତାରିଖରେ ସରିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସାଶ୍ୱତ ମିଶ୍ର…

ବାତିଲ ହେଲା ଆଇପିଏଲ

ନୂଆଦିଲ୍ଲୀ:ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାତିଲ ହୋଇଛି ଆଇପିଏଲ ଚଳିତ ସଂସ୍କରଣ । କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶେଷରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିିସିସିଆଇ ଉପ ସଭାପତି ରାଜୀବ ଶୁକ୍ଲା ଏ ନେଇ ସୂଚନା ଦେଇଛନ୍ତି । ଗତବର୍ଷ କରୋନା ଯୋଗୁ ଆଇପିଏଲକୁ…

ଆଇପିଏଲ ବାତିଲ ହେଲେ ବିସିସିଆଇର କ୍ଷତି ହେବ ୨୦୦୦ କୋଟି

ମୁମ୍ବାଇ: ଆଇପିଏଲରେ ଖେଳାଳି ଏବଂ ଷ୍ଟାଫ କରୋନା ସଂକ୍ରମିତ ହେବା ଯୋଗୁ ଏହାକୁ ବନ୍ଦ କରିବା ନେଇ ବିଭନ୍ନ ମହଲରୁ ଦାବୀ ଆରମ୍ଭ ହୋଇଛି । ଯଦି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇର ଆନୁମାନିକ ୨୦୦୦ କୋଟି ଟଙ୍କା କ୍ଷତି ହେବ । ଏହା ବ୍ୟତୀତ ଟି୨୦ ବିଶ୍ୱକପ ଆୟୋଜନ ନେଇ ମଧ୍ୟ ସନ୍ଦେହ…